Brusha ରାଶି ଗୁରୁଦେବ୍ ବକ୍ରୀ ୨୦୨୪ ରୁ ରାଜା ବାନେଇବେ ଗୁରୁ, ଦେଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି |

ଆସନ୍ତୁ ଜାଣିବା ଏହି ମାସ ରେ ବୃଷ ରାଶି ଙ୍କ ପାଇଁ କଣ ରହିଛି |ବୃଷ ରାଶି ର ସ୍ୱାମୀ ହେଉଛନ୍ତି ଦେବ ଗୁରୁ ବୃହସ୍ପତି | ଆପଣ ଙ୍କର ବୃହସ୍ପତି ବ୍ରକ୍ରି ହୋଇକି ଅଛନ୍ତି | ଆସନ୍ତୁ ଜାଣିବା ବ୍ରକ୍ରି ହୋଇକି ଥିଲେ କଣ ହେବ | ଗୁରୁ ବୃହସ୍ପତି ସବୁ ଠାରୁ ବଡ ମନା ଯାଇଥାଏ ଶୁଭ ବି ମନ ଯାଇଥାଏ | ତାଙ୍କୁ ଧନ ଜୀବନ ସବୁ କିଛି ମନା ଯାଇଥାଏ |ଆପଣ ଯେଉଁ କାମ ସଫଳ ହୋଇନଥିଲା ସେତେ ବେଳେ କୌଣସି ଶୁଭ ଗ୍ରହ ବ୍ରକ୍ର ହୋଇଥାନ୍ତି |

ଯେତେବେଳେ ଦେବ ଗୁରୁ ବ୍ରକ୍ର ହେବେ ସେତେବେଳେ ଆପଣ ଙ୍କର ପଞ୍ଚମ , ସପ୍ତମ , ନବମ ଭାଗ ବଦଳିବ |ଯଦି ଆପଣ କୌଣସି କାମ କରିବାକୁ ଚାହୁଁଥିଲେ ତାହା ପ୍ରରିଵର୍ତନ ହୋଇଛି | ଆପଣ ନିଜର ପଇସା କୁ ଅଲଗା ଜାଗା ରେ ଲଗେଇପାରନ୍ତି ଯୋଉ ଥିରେ ଆପଣ ଙ୍କର ଲାଭ ହେବ ଆପଣ ଙ୍କର ଦରମା ବଡିବ |ଅକ୍ଟୋବର 9 ରୁ 4 ଫେବୃଆରୀ ଭିତରେ ଚାକିରୀ କ୍ଷେତ୍ର ରେ ଉନତି ହୋଇପାରେ |

ଆପଣ ଙ୍କୁ ନିଜ ର ସ୍ଵାସ୍ଥ ପ୍ରତି ଧାନ ଦେବା ଉଚିତ |ଗୁରୁ ହେଉଛନ୍ତି ସ୍ଵାସ୍ଥ ର ଗ୍ରହ | ଆପଣଙ୍କର ଭହୁତ କିଛି କାମ ଅଟକି ରହିଥିଲା ଆପଣ ଆଡିମିଶନ କରିବାକୁ ଚାହୁଁଥିଲେ ତାହା କରିପାରୁନଥିଲେ ତାହା ଗୁରୁ ବ୍ରକ୍ରି ହୋଇଥିଲେ | ଆପଣ ତାହା କରିପାରନ୍ତି ପାଠ ପଢା ପିଲାଙ୍କ ପାଇଁ ତାହା ଭଲ ରହିବ |

ଆପଣଙ୍କର ପଞ୍ଚମ ଭାଗଟି ହେଉଛି ପ୍ରେମ ର ଭାବ ଏବଂ ସନ୍ତାନ ର ଭାବଏବଂ ପାଠ ପାଠ ଭାବ | ଏ ସବୁ ଚିନ୍ତା ଆପଣ ଙ୍କର ଦୂର ହେବ ପ୍ରେମ ଜୀବନ ଭଲ ରହିବ | ବ୍ରକ୍ର ବୃହସ୍ପତି ଙ୍କ ସପ୍ତମ ଭାଗକୁ ଅଛି ଯୋଉଁ ମାନଙ୍କର ବିବାହ ହୋଇପାରୁନଥିଲା ତାହା ଭଲ ରହିଛି |ଆପଣ ଙ୍କର ଭହୁତ ଭଲ ରହିଛି |ଆପଣ ହନୁ ମାନ ଚାଳିସା ପାଠ କରନ୍ତୁ |

Leave a Reply

Your email address will not be published. Required fields are marked *