Health Benefits : କେବଳ ଏହି ପାଣି ପିଅନ୍ତୁ, ମୁଣ୍ଡରୁ ପାଦ ନଖ ପର୍ଯ୍ୟନ୍ତ ସୁସ୍ଥ ରହିବ |

ବନ୍ଧୁଗଣ ମନୁଷ୍ୟ ଜାତି ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ଏହି ବନସ୍ପତି । ଏହି ଗଛ ଆମ ଘରର ଆଖ ପାଖରୁ କେଉଁଠୁ ନା କେଉଁଠୁ ମିଳିଥାଏ । କିନ୍ତୁ ଆମେ ଏହାର ଔଷଧୀୟ ଗୁଣ ବିଷୟରେ ନ ଜାଣି ଏହାକୁ ଫିଙ୍ଗି ଦେଇଥାଉ । ଆଜି ଆମେ ଆପଣଙ୍କୁ ଏପରି ଏକ ପାଣିର ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବହୁତ୍ ଗୁଡାଏ ରୋଗର ନାଶ କରିବ । ବରକୋଳି ଠାରୁ ଏହାର ପତ୍ର ର ଫାଇଦା ଅଧିକ ହୋଇଥାଏ । ଏହା ଆପଣଙ୍କ ମୋଟାପଣ କମ କରିଥାଏ । ଯେଉଁ ମାନଙ୍କୁ ବାରମ୍ବାର ପରିଶ୍ରା ଲାଗିଥାଏ ବା ଜ୍ଵଳନ ହେଉଥାଏ ତାହା ଦୂର କରିଥାଏ । ଆଖିରେ ହେଉଥିବା ଆଲୁଅ ସମସ୍ଯା ଦୂର ହୋଇଥାଏ ।

ଆଜି ଆମେ ଆପଣଙ୍କୁ ବରକୋଳି ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଘା ହୋଇଛି ତେବେ ବରକୋଳି ପତ୍ର କୁ ବାଟି ଏହାର ଲେପ ସେଠାରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଘା ବହୁତ ଜଲ୍ଦି ଶୁଖିଯିବ । ଯଦି ଆଖି ରେ ଆଲୁଅ ଉଠିଛି ତେବେ ବରକୋଳିପତ୍ର କୁ ବାଟି ଏହାର ରସ ବାହାର କରନ୍ତୁ । ତାପରେ ଏହି ରସ କୁ ନେଇ ଆଖି ର ବାହାର ପଟେ ଲଗାନ୍ତୁ । ଦେଖିବେ ଆଖି ନିଶ୍ଚୟ ଠିକ ହୋଇଯିବ । ଯଦି ଆପଣଙ୍କର ପରିସ୍ରାରେ ବହୁତ ଅଧିକ ଜ୍ଵଳନ ହେଉଛି ବା ବାରମ୍ବାର ପରିସ୍ରା ଲାଗୁଛି ତେବେ ଚତ୍ମକାରି ଅଟେ ବରକୋଳି ପତ୍ର ।

ବରକୋଳି ପତ୍ରର ରସ କୁ ଉଷୁମ ପାଣିରେ ମିଶାଇ ସେବନ କରିଲେ ତେବେ ଏହି ସମସ୍ଯା ଦୂର ହୋଇଯିବ । ଅନେକ ସମୟରେ ହାତ ଗୋଡରେ ଜ୍ଵଳନ ଅନୁଭବ ହୋଇଥାଏ । ସେମିତି ସ୍ଥିତିରେ ଆପଣ ପତ୍ରର ରସ ବାହାର କରି ହାତ ଗୋଡରେ ମାଲିସ କରନ୍ତୁ । ଯଦି ବାରମୁଳି ସମସ୍ଯା ଅଛି ତେବେ ଏହି ପତ୍ରକୁ ବାଟି ଏହାର ଲେପ ଲଗାନ୍ତୁ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ଅଛି ତେବେ କିଛି ବରକୋଳି ପତ୍ର ନେଇ ଏହାକୁ ଧୋଇ ଦିଅନ୍ତୁ । ତାପରେ ଏକ ଗ୍ଳାସ ପାଣିରେ ପତ୍ରକୁ ୫ରୁ ୬ ମିନିଟ ଯାଏଁ ଫୁଟାନ୍ତୁ । ତାପରେ ଆପଣ ଏହି ପାଣିରେ କୁଳା ଅରନ୍ତୁ । ଏହା ଦ୍ଵାରା ଦାନ୍ତ ବିନ୍ଧା କମ ହେବା ସହ ମାଢି ନାଲି ହୋଇଥିଲେ କମିଯାଏ ।

ଅନେକ ସମୟରେ ଗଳା ସଂକ୍ରମଣ ସମସ୍ଯା ହୋଇଥାଏ । ଏହି ପାଣିର କୁଳା କରିଲେ ଏହା ଠିକ ହିଥାଏ । ଏହି ପାଣିରେ ଅଳ୍ପ ଲୁଣ ଓ ଗୋଲମରୀଚ ମିଶାଇ ପାରିବେ । ଯଦି ମୋଟାପଣ ସମସ୍ଯା ଅଛି ତେବେ ବରକୋଳି ପତ୍ରର ବ୍ୟବହାର କରନ୍ତୁ । କିଛି ବରକୋଳିପତ୍ର ନେଇ ତାହାକୁ ଛେଚି ଦିଅନ୍ତୁ । ତାପରେ ୨୫୦ml ପାଣିରେ ବରକୋଳି ପତ୍ରକୁ ପକାଇ ରାତି ସାରା ଭେଦାଇ ଦିଅନ୍ତୁ । ଯେମିତି ଏହି ପତ୍ରର ପୋଷାକ ତତ୍ତ୍ଵ ପାଣିକୁ ଆସିଯିବ । ସକାଳୁ ଏହି ପାଣିକୁ ଛାଣି ଲଗାତାର ୨୧ ଦିନ ସେବନ କରିଲେ ଓଜନ କମ ହୋଇଥାଏ ।

Leave a Reply

Your email address will not be published. Required fields are marked *