ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହା ଯାଇଥିବା କିଛି ଏପରି ଅମୂଲ୍ୟ ବାଣୀ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ଅନ୍ତରର ମଣିଷ ଜାଗ୍ରତ ହୋଇଯିବ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ଅମୂଲ୍ୟ ବଚନ ଗୁଡ଼ିକ ବିଷୟରେ ।
୧. କର୍ମ କରିଚାଲ ଫଳର ଚିନ୍ତା କରନି।
୨. ଆତ୍ମା ଅମର ଅଟେ ଏଥିପାଇଁ ମୃତୁର ଚିନ୍ତା କରନି।
୩. ଏହି ସଂସାରରେ କିଛି ସ୍ଥାୟୀ ନୁହେଁ।
୪. ନର୍କର ତିନୋଟି ଦ୍ବାର ଅଛି, କାମନା, କ୍ରୋଧ, ଆଉ ଲୋଭ ।
୫. ମୌନ ରହିବା ସବୁଠାରୁ ଭଲ ଉତ୍ତର ତାହା ପାଖରେ ହୋଇଥାଏ। ଯେଉଁ ବ୍ୟକ୍ତି ଶବ୍ଦର ମହୁତ ଦେଇନଥାଏ।
୬. ଆତ୍ମାର ଅନ୍ତିମ ଲକ୍ଷ ହେଉଛି ପରମ୍ଭାତାରେ ଲିନ ହୋଇଯିବା
୭. ଧର୍ମ କେବଳ କର୍ମରୁ ମିଳିଥାଏ। କର୍ମ ବିନା ଧର୍ମର କୌଣସି ପରିଭାଷା ନାହିଁ। ଅହଙ୍କାର କରିବା ଦ୍ବାରା ମନୁଷ୍ୟର ପ୍ରତିଷ୍ଠା, ବଂଶ, ବୈଭବ ସମାପ୍ତ ହୋଇଯାଇଥାଏ ।
୮. ମୁଁ ସବୁ ପ୍ରାଣୀଙ୍କ ହୃଦୟରେ ସ୍ଥିତ ଆତ୍ମା ଅଟେ । ମୁଁ ସବୁ ପ୍ରାଣୀଙ୍କର ଆଦି, ମଧ୍ୟ, ଆଉ ଅନ୍ତି ।
୯. ସତ୍ୟ କେବେ ନଷ୍ଟ ହୋଇପାରେନି କିଛି ଭଲ କରିବା ପାଇଁ ଡରିବା କସମୟ କେବେ ଅଟକିନଥାଏ।
୧୦. ଆଜି ଯଦି ଖରାପ ସମୟ ଚାଲୁଛି ତେବେ କାଲି ଅବଶ୍ୟ ଭଲ ସମୟ ଆସିବ।ଥା ନୁହେଁ।
୧୧. କେବଳ ନିସ୍ବାର୍ଥ ଭାବରେ କର୍ମ କରିଚାଲ କେବଳ ଏହି ତୁମ ହାତରେ ଅଛି ।
୧୨. “ମୁଁ ଶ୍ରେଷ୍ଠ ଅଟେ ” ଏ ଆତ୍ମବିଶ୍ବାସ । ପରନ୍ତୁ କେବଳ ମୁଁ ହିଁ ଶ୍ରେଷ୍ଠ ଅଟେ ଏ ଅହଂକାର ।
୧୩. ବ୍ୟକ୍ତି ଯାହା ଚାହିଁବ ହୋଇପାରିବ, ଯଦି ବିଶ୍ବାସର ସହିତ ଇଛା କରୁଥିବା କାର୍ଯ୍ୟ ଉପରେ ଲଗାତାର କର୍ମ କରିଚାଲ ।
୧୪. ପ୍ରେମ ସବୁବେଳେ କ୍ଷମା ମାଗିବା ପସନ୍ଦ କରିଥାଏ ଆଉ ଅଂହକାର କ୍ଷମା ଶୁଣିବା ପସନ୍ଦ କରିଥାଏ ।
୧୫. ଯେଉଁ ରାସ୍ତା ଈଶ୍ବର ଆପଣଙ୍କ ପାଇଁ ଖୋଲିଛନ୍ତି ତାକୁ କେହି କେବେ ବନ୍ଦ କରିପାରିବେ ନାହିଁ।
୧୬. ମନୁଷ୍ୟର ଜୀବନ କେବଳ ତାର ଫଳ ଉପରେ ଚାଲିଥାଏ। ଯେମିତି ତାର କର୍ମ ହୋଇଥାଏ। ସେମିତି ତାର ଜୀବନ ହୋଇଥାଏ।
୧୭. ଥରେ କ୍ଷମା କରିଦିଅ କିନ୍ତୁ ଦ୍ବିତୀୟ ଥର ସେହି ମଣିଷକୁ ଭରଷା କରି କେବେ ବୋକା ହୁଅନ୍ତୁ ନାହିଁ।
୧୮. ମନର ଗତିବିଧୂର, ନିଶ୍ବାସ, ହୋସ୍, ଆଉ ଭାବନା ମାଧ୍ୟମରେ ଭଗବାନଙ୍କର ଶକ୍ତି ସଦବା ତୁମ ସାଥ୍ରେ ଅଛି।
୧୯. ମୁଁ ହିଁ ଏହି ସୃଷ୍ଟିର ରଚନା କରିଥାଏ। ମୁଁ ହିଁ ଏହାର ପାଳନ ପୋଷଣ କରିଥାଏ ଆଉ ମୁଁ ହିଁ ଏହି ସୃଷ୍ଟିର ବିନାଶ କରିଥାଏ ।
୨୦. ଯେବେ ଏହି ସଂସାରରେ ଧର୍ମର ହାର୍ ହେବ, ଅଧର୍ମର ବିଜୟ ହେବ ସେତେବେଳେ ମୁଁ ଏହି ପୃଥିବୀ ପୃଷରେ ଅବତାର ନେବି।