Home Remedy : ପେଟ ଯଦି ସଫା ହେଉନି ତେବେ ଏହାକୁ ଖାଆନ୍ତୁ – ମିଳିବ ବହୁତ ଆରାମ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ନିୟମିତ ସେବନ ଫଳରେ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଚମତ୍କାର ଉପଚାର ବିଷୟରେ। କବଜ ବା କଷ୍ଟ କଠିନ୍ୟ ଏମିତି ଏକ ସମସ୍ୟା ଅଟେ ରୋଗୀର ପେଟ ଠିକ୍ ଭାବେ ସଫା ହୋଇ ନଥାଏ ଏବଂ ସୋଉଚ୍ଚ ସମୟରେ ଅନେକ ସମସ୍ୟା ଆସି ଥାଏ ଏହି ।

କାରଣରୁ ରୋଗୀଙ୍କୁ ଅନେକ ଥର ସୋଉଚ୍ଚ ହେବାକୁ ପଡ଼ି ଥାଏ ପେଟ ସଫା ନହେବା କାରଣରୁ ପରଦିନ ଆଳସ୍ୟ ଲାଗି ରହିଥିବା କୌଣସି କାମରେ ମନା ଲାଗି ନଥାଏ ଯଦି ସକାଳୁ ଆପଣଙ୍କ ପେଟ ଠିକସେ ସଫା ହେଉ ନାହିଁ ତାହେଲେ ଆଜିର ଏହି ଉପଚାର ଆପଣଙ୍କ ଏହି ସମସ୍ୟାକୁ ସବୁ ଦିନ ପାଇଁ ଶେଷ କରି ଦେବ ।

ଏହି ଉପଚାରକୁ ପ୍ରସୂତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଗ୍ୟାସ୍ ଉପରେ ବସାଇ ସେଥିରେ ଦୁଇ ଗ୍ଲାସ୍ ପାଣି ଢାଳନ୍ତୁ ଏବେ ସେଥିରେ ଆପଣ ଏକ ଚମକ କଟା ଅଦା ପାକି ଦିଅନ୍ତୁ ଦୁଇଟି ଛୋଟ ଖଣ୍ଡ ଡାଲଚିନି ତାପରେ ଆପଣ ସେଥିରେ ଦୁଇଟି ଗୁଜୁରାତି ପକାଇ ଦିଅନ୍ତୁ ଅଧା ଚାମଚ୍ ମେଥି ଗୁଣ୍ଡ ଅଧା ଚାମଚ୍ ଜିରା ଏବଂ ଅଧା ଚାମଚ୍ ଜୁଆଣି ପକାଇ ଏହାକୁ ଆପଣ ୭ ରୁ ୮ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ ।

ତାପରେ ଆପଣ ଏହାକୁ ଛାଣି ନିଅନ୍ତୁ ଏହାକୁ ତାନ୍ଦ କରିବା ପରେ ଆପଣ ଏହି ଗଢ଼ାରେ ଅଧା ଲେମ୍ବୁ ଚିପୁଡି ପକାଇ ଦିଅନ୍ତୁ ଏବେ ଆପଣଙ୍କ ଉପଚାର ପ୍ରସ୍ତୁତ ହୋଇ ଗଲା ସକାଳୁ ଖାଲି ପେଟରେ ପିଆନ୍ତୁ ଏହାକୁ ଆପଣ ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଭାବେ ସେବନ କରନ୍ତୁ ଏହାର ନିୟମିତ ସେବନ ଦ୍ଵାରା ଆପଣଙ୍କ ପେଟ ପାଣି ଭଳି ସଫା ହୋଇଯିବ ।

Leave a Reply

Your email address will not be published. Required fields are marked *