ଦୂର୍ଗା ପୂଜାରେ ନେଇ ଆସନ୍ତୁ ଏହି ୧ଜିନିଷ, ଧନକୁ ଚୁମ୍ବକ ପରି ଟାଣିଥାଏ ଏହି ଜିନିଷ, ଦେଖନ୍ତୁ କ’ଣ

ଏହି ଦୁର୍ଗା ପୂଜା ନେଇଁ ଆସନ୍ତୁ ଗୋଟିଏ ଗୋଟିଏ ଜିନିଷ ମା ଦୁର୍ଗା ଆପଣ ଙ୍କର ମନ ର ଇଚ୍ଛା ପୂରଣ କରିବେ | ମା ଦୁର୍ଗା ଆପଣଙ୍କୁ ଖୁସିରେ ରେ ରଖନ୍ତୁ | ଆପଣ ଙ୍କ ଜୀବନରେ ଯାହା ସବୁ ସମସ୍ୟା ଚାଲୁଥିଲା ତାହା ଦୂର ହୋଇଯିବ | ଅପରାଜିତା ଫୁଲ ମା ଦୁର୍ଗା ଙ୍କର ଭହୁତ ପ୍ରିୟ ହୋଇଥାଏ | ଏହି ଫୁଲ ସବୁ ଠାରେ ଦେଖିବାକୁ ମିଳିଥାଏ | ଆପଣଙ୍କୁ କୁ ଯଦି ଧନ ର ସମସ୍ୟା ଅଛି ତାହାଲେ ଆପଣ ଙ୍କୁ ଏହି ଉପାୟ କଲା ବେଳେ ଆପଣଙ୍କୁ ଯେମିତି କେହି ବି ନ ଦେଖିବା ଏହି କାମ କଲା ବେଳେ କାହା ସହ କଥା ହେବେ ନାହିଁ | ଅପରାଜିତା ଫୁଲ ର ମାଳା ତିଆରି କରି ସେହି ଫୁଲ ର ମାଳା ଆପଣଙ୍କ ଦୁଆରେ ଟାଙ୍ଗି ଦିଅନ୍ତୁ ଏହା ଦ୍ୱାରା ଭୁତ ପ୍ରେତ ମାନଙ୍କର ଦୂର ହୋଇଥାଏ |

ଏହି ମା ଟିକୁ ଆପଣ ପ୍ରଭୁ ଶ୍ରୀ ହନୁମାନଙ୍କୁ ଦେଇ ତାପରରେ ଘର ର ଦୁଆରେ ଟାଙ୍କି ଦେଉଛନ୍ତି ତାହା ରେ ସବୁ ନକରାତ୍ମକତା ଶକ୍ତି ଦୂର ହୋଇଥାଏ | ସାନି ବାର ରାତି ରେ ଆପଣ ଏହି ଫୁଲ କୁ 5 ଟି ତୋଳିଆଣି କୌଣସି ପ୍ରଭାହିତ ଜଳ ରେ ଭସାଇଦିଅନ୍ତୁ ଏହି କାମ କଲା ବେଳେ ଆପଣ କାହାରିକୁ ଏ କଥା କହିବେ ନାହିଁ | ଏହି କାମ ଟି କଲା ବେଳେ ଯେମିତି ଆପଣ ଙ୍କୁ କେହି ନ ଦେଖିବେ କାହା ସହ କଥା ହେବେ ନାହିଁ | ଆପଣ ଙ୍କ ଇଷ୍ଟ ଦେବୀ ଙ୍କୁ ପ୍ରାଥନା କରନ୍ତୁ ସମସ୍ତ ପ୍ରକାର ଧନ ର ସମସ୍ୟା ଦୂର ହୋଇଯିବ ଏହା ସହ କରଜରୁ ମୁକ୍ତି ହୋଇଥାଏ | ଯଦି ଆପଣ ନିଜ ମନ ମୁତାବକ ଚାକିରୀ ଖୋଜୁଛନ୍ତି ତାହାଲେ ଆପଣ ମା ଦୁର୍ଗା କିମ୍ବା ମା ପାର୍ବତୀ ଙ୍କୁ ପ୍ରତି ଦିନ 11 ଟି ଫୁଲ ଦିଅନ୍ତୁ |

ଏହି ଉପାୟ ଟି ଯଦି ସବୁ ଦୀନ କରିପାରୁନାହାନ୍ତି ଏହି ଉପାୟ ଟି ଆପଣ ନବ ରାତ୍ରି ରେ ଦିନ କରନ୍ତୁ | ଆପଣ ଙ୍କ ଜୀବନ ରୁ ଧନ ଏବଂ ଚାକିରୀର ସମସ୍ୟା ଦୂର ହୋଇଥାଏ ସବୁ ଶନିବାର ଦିନ ହନୁ ମାନଙ୍କୁ ପାଦ ରେ ଚଢାନ୍ତୁ | ଆପଣଙ୍କର ସବୁ ଇଚ୍ଛା ପୂରଣ ହେଇଯିବ | ଆପଣ ଯଦି ନିଜ ଵେବସାୟର ଉନତି କରିବାକୁ ଚାହୁଁଛନ୍ତି ତାହାଲେ ଭୋଗବାନ ମନ୍ଦିର କୁ ଯାଆନ୍ତୁ 5 ଟି ଫୁଲ କୁ ଶିବ ଙ୍କୁ ଦିଅନ୍ତୁ ତାପରେ ଶିବ ଲିଙ୍ଗ ରେ ଜଳ ଅର୍ପଣ କରିବେ ମନେ ମନେ ଭଗବାଙ୍କ ଡାକନ୍ତୁ ଏହି ଉପାୟ ଟିକୁ ପ୍ରତେକ 3 ଦିନ ଭିତରେ କରିବେ |

ଵେବସାୟର ଉନତି ପାଇଁ ଅପରାଜିତା ଗଛ ମୂଳ ରେ କ୍ଷୀର , ଧୁପ ଦିଅନ୍ତୁ | ଅପରାଜିତା ର ଚେର ଆଣି ତାକୁ ନୀଳ ରଙ୍ଗ ର କପଡା ଗୁଡ଼ାଇ ତାକୁ ଆପଣ ଙ୍କ ଦୋକାନ କିମ୍ୱା ଅଫିସ ରେ ଟାଙ୍ଗି ଦିଅନ୍ତୁ ନହେଲେ ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେହି ସ୍ଥାନରେ ଟାଙ୍ଗି ଦିଅନ୍ତୁ | ଏହା ଦ୍ୱାରା ଆପଣ ଙ୍କର ଉନତି ହୋଇଥାଏ | ଧଳା ଅପରାଜିତା ଫୁଲ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କୁ ଦିଅନ୍ତୁ | ଆପଣଙ୍କର ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *