ମା ଦୁର୍ଗାଙ୍କ ନାମନେ଼ଇ ବାଛନ୍ତୁ ଗୋଟିଏ କଳସୀ ଜାଣନ୍ତୁ ଏହି ନବରାତ୍ରୀରେ ମା ଆପଣଙ୍କ କେଉଁ ତିନୋଟି ଇଚ୍ଛା ପୂରଣକରିବେ |

ବାଛନ୍ତୁ ଗୋଟିଏ ନମ୍ବର ଜଣାନ୍ତୁ କଣ ଅଛି ଆପଣ ଙ୍କ ପାଇଁ ଶୁଭ ଫଳ | ଜୀବନରେ ସୁଖ ଦୁଃଖ ତା ଲାଗି ରହିଛି କିନ୍ତୁ ନ ହରି ଆମକୁ ଜୀବନରେ ଚାଲିବାକୁ ପଡିବ | 1,2,3,4 ଭିତରୁ ଗୋଟିଏ ନମ୍ବର | ଆପଣ ଯଦି 1 ବାଛିଛନ୍ତି ତାହାଲେ ଆପଣ ସ୍ଥାନ କୁ ଯିବାକୁ ଚାହୁଁଥିଲେ ଆପଣ ଯାଇପାରିବେ | ଏହି ନବ ରାତ୍ରି ରେ ଆପଣ ଙ୍କର ବୁଝା ବଣା ଭଲ ରହିବ | ଆପଣ ଯଦି କିଛି ଅଲଗା ଵେବସାୟ କରିବାକୁ ଚାହୁଁଛନ୍ତି ତାହାଲେ ଆପଣ କରିପାରିବେ | ଯେଉଁ ମାନେ ସନ୍ତାନ ଚାହୁଁଛନ୍ତି ସେମାନଙ୍କ ମନ ର ଇଚ୍ଛା ପୂରଣ ହେବ ଆପଣ ଙ୍କ ଉନତି ହେବାକୁ ଯାଉଛି | ଆପଣ ଯଦି 2 ନମ୍ବର ବାଛିଛନ୍ତି ଆପଣ ଙ୍କର ମନ ର ସ୍ଥିତି ଭଲ ନାହିଁ ଜୀବନରେ ସମସ୍ୟା ଲାଗିରହୁଛି |

କିଛି ବୁଝିହୋଉନି | ଆପଣଙ୍କ ଡାକ ମା ନିହାତି ଭାବରେ ଶୁଣିବେ | ମନର ଦୁଃଖ ଦୂର ହେବ ଯେମିତି ଚାହୁଁଛନ୍ତି ସେମିତି ରହିବେ | କୋଟ ଯଦି କିଛି ସମସ୍ୟା ଚାଲିଛି ତାହା ଦୂର ହେବ | କାହାର ଅସଲ ଚେହେରା ଜାଣିପାରିବେ | ଖୁସି ରେ ରୁହନ୍ତୁ ଲୋକ ଙ୍କ କଥା ଶୁଣନ୍ତୁ ନାହିଁ | ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ତାହାଲେ ଆପଣ ଙ୍କୁ ଆପଣଙ୍କ ସାଥି ସହିତ ଦେଖା କରିବେ | ପୂରୁଣା ବନ୍ଧୁ ସହିତ ଦେଖା ହେବ | ଯଦି କୌଣସି ପଇସା ଅଟକି ରହିଛି ତାହା ମିଳିବ କିଛି ଅଚାନକ ଲଟେରୀ ମିଳିପାରେ | କେହି ଆପଣ ଙ୍କ ଜୀବନରେ ଅଛି ଯାହା ପାଇଁ ଆପଣ ଅସୁବିଧାରେ ପଡୁଛନ୍ତି | ଆପଣଙ୍କୁ ଅସୁବିଧା କରୁଥିବା ଲୋକ ଆପଣ ଙ୍କ ଜୀବନରୁ ଦୂର ହୋଇଯିବେ |

ଆପଣ ଙ୍କ ସବୁ ଦୁଃଖ ଦୂର ହୋଇଯିବ |ଆପଣ ନିଜେ ଖୁସି ରେ ରଖନ୍ତୁ ନିଜର ଯତ୍ନ ନିଅନ୍ତୁ | ଭଗବାନ ଙ୍କ ଉପରେ ବିଶ୍ୱାସ ରଖନ୍ତୁ ସବୁ ଦୂର ହୋଇଯିବ | ଆପଣ ଯଦି ଚତୁର୍ଥ ନମ୍ବର ବାଛିଛନ୍ତି ତାହାଲେ ଜୀବନରେ ପଯେଟିଭି ରହିବାକୁ ଚେଷ୍ଟା କରନ୍ତୁ | ଆପଣ ଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ | ବିବାହ ଠିକ ହୋଇଯିବାର ସମ୍ବବନା ରହୁଅଛି | ଆପଣ ଙ୍କ ଜୀବନ ସାଥି ଙ୍କ ଭଲ ପାଇବା ମିଳିବ | ଆପଣ ପରିବାର ସହିତ ମନ ମଳିନ ଥିଲା ତାହା ଦୂର ହେବ | ଏହି ନବନ ରାତ୍ରି ରେ ସମସ୍ୟା ଦୂର ହେବ| ଭଲ ଚାକିରୀ ମିଳିବାକୁ ଯାଉଛି | କୌଣସି ଚିନ୍ତା କରନ୍ତୁ ନାହିଁ ସମୟ ଆସିଲେ ସବୁ ଠିକ ହୋଇଯିବ|

Leave a Reply

Your email address will not be published. Required fields are marked *