Kumbha Rashi ଅକ୍ଟୋବର ମାସରେ ସାବଧାନ ରୁହନ୍ତୁ ସତର୍କ ସୂଚନା, କଣ କରିବେ ଉପାୟ ଜାଣନ୍ତୁ |

ଆସନ୍ତୁ ଜାଣିବା କୁମ୍ଭ ରାଶି ବେକ୍ତି ଙ୍କ ପାଇଁ ଅକ୍ଟୋବର ମାସ ଟି କିପରି ରହିଛି | ରହୁ ଆପଣ ଙ୍କର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଚମ ସ୍ଥାନ ରେ ମଙ୍ଗଳ ରହିଛନ୍ତି ଆପଣ ଙ୍କ ପାଇଁ ଏତେଟା ଭଲ ରହୁନାହିଁ | ଏହି ମାସ ଟି ଆପଣ ସାବଧାନ ସହ ଚଲାନ୍ତୁ | କୁମ୍ଭ ରାଶି ରେ ଏବେ ଶନି ଚାଲିଛନ୍ତି | ଆପଣ ଙ୍କର ଏହି ମାସ ରେ ସ୍ଵାସ୍ଥ ର ଏତେ ଭଲ ରହୁନାହିଁ | ଆପଣ ନିଜର ଦେହ ର ଚିନ୍ତା କରନ୍ତୁ କୌଣସି ବାହାର ଜିନିଷ ଖାଆନ୍ତୁ ନାହିଁ |

ଆପଣ ଙ୍କର ପେଟ ଏବଂ ଆଖିର ସମସ୍ୟା ଦେଖାଦେଇପାରେ | ଆପଣଙ୍କର ଅଷ୍ଟମରେ କେତୁ ରହୁ ବୁଧ 3 ଟି ଯାକ ଗ୍ରହ ଏକା ସାଙ୍ଗରେ ଅଛନ୍ତି |ଆପଣ ଯାନ ବାହାନ ଚଲଉଥିବା ସମୟରେ ସାବଧାନ ରହିବ | ଆପଣ ଙ୍କର କିଛି ବଡ ରୋଗ ହେବାର ଆଶଙ୍କା ରହୁଛି | ପାଠ ପଢ଼ାରେ ମନ ଲାଗିବ ନାହିଁ ଅଳସୁଆ ଲାଗିବ | ପିତା ମାତା ଙ୍କ କଥା ମାନିବେ ନାହିଁ | ଆପଣ ଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ତାହାଲେ ସଫଳତା ମିଳିବ |

ଶିଖା ର କ୍ଷେତ୍ର ଟି ଆପଣ ଙ୍କ ପାଇଁ ଭଲ ରହିବ ନାହିଁ | ଆପଣ ଆପଣ ଙ୍କ ପ୍ରିୟ ଲୋକ ସହିତ ଅଧିକ ମିଶାମିଶି କରିପାରିବେ ନାହିଁ | କିଛି ମନ ମନ୍ତରା ହୋଇବ | ଆଗାମୀ ମାସ ଟି ଆପଣ ଙ୍କର ଭଲ ରହିଅଛି |ଟିକେ ଟିକେ କଥାରେ ରାଗି ଯିବେ | ଆପଣ ଙ୍କୁ ଭାଗ୍ୟ ର ସାଥ ମିଳିବ ନାହିଁ | କିନ୍ତୁ ଆପଣ କିଛି ନୂଆ କରିପାରନ୍ତି ଯଦି କିଛି ନୂଆ କରିବାକୁ ଚାହୁଁଛନ୍ତି ଅକ୍ଟୋବର 17 ତାରିଖ ପରେ କରନ୍ତୁ ତାହା ଆଗରୁ କିଛି କରନ୍ତୁ ନାହିଁ ଜମି କିଣା ବିକା କରନ୍ତୁ ନାହିଁ |

ଆପଣ ଙ୍କୁ କିଛି ଚାକିରୀ ମିଳିପାରେ ଆପଣ ଙ୍କ ଇଚ୍ଛା ପୂରଣ ହେବ | ଏହି ମାସଟି ବେପାର ରେ କିଛି ଭଲ ହେବ ନାହିଁ | ଏହି ଗୋଟିଏ ମାସ ରହିଯାଆନ୍ତୁ ତା ପର ମାସ ଟି ଭଲ ରହିବ | ଗରିବ ଲୋକ ଙ୍କୁ ସାହାଯ୍ୟ କରନ୍ତୁ ତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ପଇସା ଦେବେ ନାହିଁ | କୂଅ ,ଗାଈ ,ପରା , କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ ଯାହାକି ଆପଣ ଙ୍କ ପାଇଁ ଭଲ ରହିବ |

Leave a Reply

Your email address will not be published. Required fields are marked *