ବାଛନ୍ତୁ ଗୋଟିଏ ନଂ | ଦେଖନ୍ତୁ କଣ ଅଛି ଆପଣ ଙ୍କ ପାଇଁ 1, 2, 3, ଭିତରୁ ଗୋଟିଏ ବାଛନ୍ତୁ | ଆପଣ ଯଦି 1 ବାଛିଛନ୍ତି ତାହାଲେ ଆପଣ ଙ୍କର ଖର୍ଚ୍ଚ ଅଥିକା ହେଉଛି ଆପଣ ଚାହୁଁଛନ୍ତି ସଞ୍ଚୟ କରିବାକୁ କିନ୍ତୁ କରିପାରୁନାହାନ୍ତି ଆପଣ ଭହୁତ ବେସ୍ତ ତାରେ ପଡି ଛଟପଟ ହେଉଛନ୍ତି କାମରେ ସଫଳତା ମିଳୁନାହଁ ଆପଣାର ଲୋକ ପର ହେଇଯାଉଛନ୍ତି ଟିକେ ଟିକେ କଥା ପାଇଁ ସମ୍ପର୍କ ଭାଙ୍ଗି ଯାଉଛି କିଛି ସମସ୍ୟା ଆପଣ ଙ୍କ ନିକରେ ଉପସ୍ଥିତ ଜାଣିରଖନ୍ତୁ ଆପଣ ଙ୍କର ଆଗରୁ ସମୟ ଖରାପ ଥିଲା ଭୋଗବାଙ୍କ କୃପା ରୁ ଆପଣ ଙ୍କର ଅସୁବିଧା ହୋଇନାହିଁ ଆପଣ ଙ୍କର ଭଲ ହେବାକୁ ଯାଉଛି ସନ୍ତାନ ସୁଖ ମିଳିବାକୁ ଯାଉଛି ଆଗରୁ ଅଯଥା ଖର୍ଚ୍ଚ ହେଇଯାଉଥିଲା ଆଉ ହେବ ନାହିଁ ଆପଣ ଙ୍କ ଆର୍ଥିକ ଉନତି ହେବ ଧନ ଆୟ ଠାରୁ ବେୟ ହେବ ପରିବାରରେ ଶାନ୍ତି ପ୍ରାପ୍ତ ହେବ |
ଆପଣ ଯଦି 2 ବାଛିଛନ୍ତି ତାହାଲେ ଆପଣ ଙ୍କର ଭଲ ହେବାକୁ ଯାଉଛି କୌଣସି କାମରେ ସିଦ୍ଧି ମିଳୁନଥିଲା ତାହା ମିଳିବାକୁ ଯାଉଛି ଗୋପନୀୟ କଥାରେ ସଫଳତା ମିଳିବାକୁ ଯାଉଛି ଆଗକୁ ଶୁଭ ଫଳ ମିଳିବାକୁ ଯାଉଛି ଆପଣ ଙ୍କୁ ସନ୍ତାନ ସୁଖ ମିଳିବାକୁ ଯାଉଛି ଆଗରୁ ଯାହା କଷ୍ଟ ଭୋଗିଛନ୍ତି ଆଉ ଭୋଗିବେ ନାହିଁ ଆପଣ ଙ୍କର ଧନ ହାନି ର ଯୋଗ ମଧ୍ୟ ରହୁଅଛି ପତ୍ନୀ ଙ୍କ ମନରେ ଆସନ୍ତି ଦେଖା ଦେଉଅଛି ପିତା ପୃତ୍ର ଏବଂ ଭାଇ ଭାଇ ଙ୍କ ଭିତରେ ସମ୍ପର୍କ ଖରାପ ହେବାକୁ ଯାଉଛି ବନ୍ଧୁ ମାନଙ୍କ ସହ ପୁରୁଣା ସମ୍ପର୍କ ଯୋଗ ରହିଛି |
ଆପଣ ଯଦି 3 ବାଛିଛନ୍ତି ତାହାଲେ ଆପଣ ଯେତିକି ରୋଜଗାର କରୁଛନ୍ତି ତାହା ଖର୍ଚ୍ଚ ହେଇଯାଉଛି ସନ୍ତାନ ଚିନ୍ତା ରେ ରହୁଛନ୍ତି ଆପଣ ଙ୍କର ସମୟ ବ୍ରତମାନ ଏହି ପରି କିଛି ରହୁଅଛି ଘରେ ଏବେ କେହି ରୋଗୀ ବେକ୍ତି ଅଛନ୍ତି ଆପଣ ଙ୍କ ପାଇଁ ଦକ୍ଷିଣ କାଳୀ ଙ୍କର ଉପାସନା ଭହୁତ ଲାଭ ରହିଛି | ଆପଣ କାହାକୁ ବିଶ୍ୱାସ କରନ୍ତୁ ନାହିଁ ସେଥିପାଇଁ ଆପଣ ଭହୁତ ଖେତୀ ସହିଲେନି ଆପଣ ଙ୍କର ନିଜ ଲୋକ ହିଁ କିଛି ଷଡଯନ୍ତ୍ର କରୁଛନ୍ତି ଯାହା ଭାବିବେ ତାହା କରିବା କଷ୍ଟ ଆପଣ ଆଗକୁ ସନ୍ତାନ ର ସୁଖ ପାଇବେ | ମନ ଭିତରେ ଭଲ ଭାବନା ସୃଷ୍ଟି ହେବ | ଯାହା ପାଇଁ ଆପଣ ଅଧିକା କଷ୍ଟ ପାଇଛନ୍ତି ସେହି ଭଳି ଲୋକ ଠାରୁ ଦୁରେଇ ରୁହନ୍ତୁ | ଭଗବାଙ୍କ ଙ୍କ ଉପରେ ବିଶ୍ୱାସ ରଖନ୍ତୁ ଆଉ ଏକ ସାପ୍ତାହ ପରେ ଶୁଭ ସମୟ ରହୁଅଛି |