ବନ୍ଧୁ ଗଣ ଆସନ୍ତା ଅକ୍ଟୋବର 2 ତାରିଖ ଆସୀନ ମାସ ଅମାବାସ୍ୟା ବୁଧବାର ଦିନ ପଡୁଅଛି ସୂର୍ଯ୍ୟ ପରାଗ | ଜତିଷ ଵିଦ୍ୟା ଅନୁସାରେ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ |ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ସମୟରେ କୋଉ ରାଶି ମାନଙ୍କର ଭଲ ରହୁଛି |ସୂର୍ଯ୍ୟ ଜଗତର ରହସ୍ୟ ବଡ ବିଚିତ୍ର | ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ ନିଷେଦ କାରଣ ପରାଗ ଲାଗୁଥିବା ସମୟରେ ପେଟରେ କିଛି ଖାଦ୍ୟ ନ ରହିବା ଭଲ |ସୂର୍ଯ୍ୟ ପରାଗ ଆରମ୍ଭ – 2 ଅକ୍ଟୋବର 2024 ରାତି 9 : 13 ମିନିଟ ଶେଷ- ଅକ୍ଟୋବର 2024 ରାତି 3 : 17 ମିନିଟ| ମଧ୍ୟ କାଳ – ରାତି 12 : 15 ମିନିଟ ଅଧିବ କାଳ : 6ଘଣ୍ଟା 4ମିନିଟ |
ଏହି ସମୟରେ ପାକ ନିଷେଧ ସମୟ ମାନ୍ୟ ହେବ ନାହିଁ | ଏହି ସୂର୍ଯ୍ୟ ପରାଗ ପୃଥିବୀ ଉପରେ ନିହାତି ପ୍ରଭାବ ପଡିବା ପାଇଁ ଯାଉଛି |ଏହି ସମୟରେ ଗର୍ଭବାଟି ମହିଳା ମାନେ ନିଜକୁ ସାବଧାନ ରଖିବା ଆବଶକ୍ୟ | ଏହି ସମୟ ଅଶୁଭ ହୋଇଥିବାରୁ ସେମାନଙ୍କୁ ସଭଧାନ ରହିବ ଆବଶକ୍ୟ ସୂର୍ଯ୍ୟ ପରାଗ ଦେଖିବା ପାଇଁ ବାରଣ କରାଯାଇଛି | ଏହି ସୂର୍ଯ୍ୟ ପରାଗ ସମୟରେ ଗ୍ରହ ନକ୍ଷେତ୍ର ଙ୍କର ପରିବର୍ତନ ହେବାକୁ ଯାଉଛି | ଏହି କାରଣ ଯୋଗୁ କିଛି ରାଶି ର ବେକ୍ତି ଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି |ମେଷ, ବୃଷ , କର୍କଟ , ତୁଳା , ବିଛା ,ଧନୁ , କୁମ୍ଭ ଏବଂ ମୀନ ରାଶି ଏହି ରାଶି ଙ୍କର ଭଲ ରହିବ ଅନ୍ୟ 4 ଟି ରାଶି ଙ୍କ ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଛି |
ଏହି ସମୟରେ ଭଗବାନ ଙ୍କ ନାମ ଜପ କାରନ୍ତୁ | ଏହି ସମୟରେ ରୋଷେଇ କରିବା ଅଶୁଭ ମନା ଯାଇଥାଏ ଏଥିପାଇଁ ଆପଣ ମାନେ ସୂର୍ଯ୍ୟ ପରାଗ ସମୟରେ ରୋଷେଇ କରନ୍ତୁ ନାହିଁ ଏହି ସମୟରେ ଖାଆନ୍ତୁ ନାହିଁ | ଏହି ସମୟରେ ଶୁଖିଲା ଖାଦ୍ୟ ଖାଆନ୍ତୁ | ଏହି ସମୟରେ ଘର ଭାହାରକୁ ଯାଆନ୍ତୁ ନାହିଁ | ସୂର୍ଯ୍ୟ ପରାଗ ସମୟରେ ଯଦି କୌଣସି ଗର୍ଭ ବତୀ ମହିଳା ଙ୍କ ଉପରେ ପଡିଯାଇଥାଏ ତାହା ପ୍ରଥମ ଶିଶୁ ଉପରେ ପ୍ରଭାବ ପକାଇଥାଏ ଯାହା ଭବିଷ୍ୟତରେ ଭହୁତ ବଡ ସମସ୍ୟା ସୃଷ୍ଟି କରିଥାଏ ଏହି ସମୟରେ ଗର୍ଭ ବତି ମହିଳା ମାନେ ଘରୁ ବାହାରକୁ ବାହାରକୁ ଯାଆନ୍ତୁ ନାହିଁ |
ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ କି ଆଲୋଚନା କରନ୍ତୁ ନାହିଁ ଶୁଭ କାମ କରିବା ପାଇଁ |ଏହି ସମୟରେ ଠାକୁର ପୂଜା କରନ୍ତୁ ନାହିଁ |ଏହି ସମୟରେ କୌଣସି ଗଛକୁ ଛୁଅନ୍ତୁ ନାହିଁ | ସୂର୍ଯ୍ୟ ପରାଗ ଶେଷ ହେବା ପରେ ଗାଧୋଇବା ଯୋଉଁ କପଡା ପିନ୍ଧିଥିବା ତାକୁ ଧୋଇଦେବା ଉଚିତ |ନିଜ ଘରେ ଗଙ୍ଗା ଜଳ ରେ ଘର ପ୍ରବିତ୍ର କରିବା ଉଚିତ |ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏହାକୁ ଅଶୁଭ ମନା ଯାଇଥାଏ |