Jagannathଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? ଜଗନ୍ନାଥ ଙ୍କ ରହସ୍ୟ ||

ଆମ ଓଡିଆର କଥା ନିଆରା । ଆଜି ଆମେ କହିବା କି ଆମ ଓଡିଶାର ନାଥ ଜଗତର ନାଥ ଜଗନ୍ନାଥ ଙ୍କ କାନ, ଆଖିପତା, ପାଦ, ହାତ କଣ ପାଇଁ ନାଇ । ଆଜି ଆମେ ଆପାନନ୍କୁ କହିବା ଏହାର କାରଣ କଣ । ଆପଣ ଯଦି ଜାଣି ଥିବେ ତ ଆମ ଦେଶରେ ଅନେକ ଜାଗାରେ ଜାଗା ଅନୁସାରେ ଭଗବାନ ଙ୍କ ନାମ କରା ଯାଇଛି । ଆଜି ଆମେ କହିବା କଣ ପାଇଁ ଭଗବାନ ଜଗନ୍ନାଥ ଙ୍କ କାନ କଣ ପାଇଁ ନାହିଁ । ଆଜି ଆମେ କହିବା କି ଯେତେବେଳେ ସତ୍ୟ ଯୁଗରେ ଏକ ଗଜ ପାଣି ପିବା ପାଇଁ ଯାଇ ଥିଲା କିନ୍ତୁ ଏକ କୁମ୍ଭୀର ସେହି ସମୟରେ ତା ଗୋଡକୁ ଟାଣିକି ଧରିଲା ।

ଏହା ପରେ ଗଜ ନିଜ ଜୀବନ ବଞ୍ଚାଇବା ପାଇଁ ଭଗବାନ ଙ୍କୁ ଡାକିଲା ଭଗବାନ ମଧ୍ୟ ନିଜ ଭକ୍ତ କୁ ବଞ୍ଚାଇବା ପାଇଁ ସାଙ୍ଗେ ସାଙ୍ଗେ ଧାଇଁ ଆସିଲେ । କିନ୍ତୁ ସେ ଯେତେବେଳେ କୁମ୍ଭୀର ଶିର କାଟିଲେ ସେହି ସମୟରେ କୁମ୍ଭୀର ଭଗବାନ ଙ୍କୁ ପଚାରିଲା ହେ ଭଗବାନ ମୁ ତ ଆପଣଙ୍କ ସହ କିଛି କରି ନଥିଲି ଆପଣ କାଇଁ ମତେ ମାରିଲେ ମୁଁ ତ ମୋ ଖାଇବା ପାଇଁ ଚିନ୍ତା କରୁଥିଲି । ଭଗବାନ କହିଲେ ତୋର ଏହି କଥା ମୋର ମନେ ରହିଲା ନିଶ୍ଚିତ ଭାବେ ମୁ ମୋ କାନକୁ ଆଉ କଳି ଯୁଗରେ ରଖିବୀ ନି । ତୋ ପାଇଁ ହୋଇଥିବା ଅନ୍ୟାୟ ପାଇଁ ତୁ ସ୍ଵର୍ଗ କୁ ଯିବୁ କାରଣ ତୁ ମୋ ଭକ୍ତ ର ପାଦ ଧରି ନେଇଛୁ । ଏହା ପରେ ଆସନ୍ତୁ ଜାଣିବା ଭଗବାନ ଙ୍କ ଆଖିପତା କାଇ ନାଇ ।

ଭଗବାନ ଭୀମ ଓ ଦୁର୍ଜ୍ୟାଧନ ର ଯୁଧ୍ୟ ବେଳେ ଭୀମକୁ ଆଖିରେ ଠାରି ଥିଲେ ଦୁର୍ଜ୍ୟାଧନ ସେଇ ସମୟରେ ତାଙ୍କୁ ପଚାରିଲା ଆପଣ କାଇ ଭୀମ କୁ ଠାରିଲେ ଯୁଧ୍ୟ ତ ତାର ଓ ମୋର ମଧ୍ୟରେ ଚାଲିଥିଲା । ସେହି ସମୟରେ ଭଗବାନ କହିଲେ ବ୍ୟସ୍ତ ହେବାର କିଛି ନାଇ ମୁ କଳିଯୁଗ ରେ ଆଖିପତା ରଖିବୀ ନି । ଏହା ପରେ ତ୍ରେତୟା ରେ ଯେଉଁ ସମୟରେ ବାଳୀ ଓ ସୁଗ୍ରୀବ ମଧ୍ୟରେ ଯୁଧ୍ୟ ଚାଲିଥିଲା ସେତେବେଳେ ରାମଚନ୍ଦ୍ର ତାଙ୍କୁ ଧୋକା ମାରିବା କଥା ରୁ ବାଳୀ କହିଥିଲେ ହେ ଭଗବାନ ଆପଣ କଣ ପାଇଁ ମତେ ମାରିଲେ ଭଗବାନ କହିଲେ କି ଏହି ହାତ ତ ଥିବ କିନ୍ତୁ ପାପୁଲି ନଥିବ ।

ଆଉ ବାଳୀ କୁ ଏହା ମଧ୍ୟ ପଚାରି ଥିଲେ କି ସେ ଆଉ କଣ ଚାହୁଁ ଛନ୍ତି କିନ୍ତୁ ବାଳୀ ସିଧା ସିଧା ମନା କରି ଦେଇଥିଲା । କିନ୍ତୁ ସେ ରାଗିକି ଯେଉଁ ଗଛ ରାମଚନ୍ଦ୍ର ଙ୍କୁ ଲୁଚାଇ ଥିଲା ତାକୁ ଅଭିଶାପ ଦେଇ ଥିଲେ ଓ କହିଥିଲେ କ ତୁ ନିଜ ରାଜ୍ୟର ରାଜା ଙ୍କ ସହ ଧୋକା କରିବା ଦ୍ଵାରା ମୁ ତତେ ଅଭିଶାପ ଦେଉଛି ତୁ ପିତା ହୋଇଯିବୁ । ଗଛ କହିଲା କି ମୁ ଭଗବାନ ଆପଣଙ୍କୁ ସାହାଜ୍ଯ କରିଲି କିନ୍ତୁ ଆପଣ ଙ୍କ ପାଇଁ ଏବେ ମତେ ଏହି ଅଭିଶାପ ମିଳିଲା । ଭଗବାନ କହିଲେ କି କଳିଯୁଗରେ ମୁ ତୋ ଦେହର ଗଣ୍ଡିରୁ ତିଆରି ହେବି ସାରା ଜଗତ ତତେ ଜଗନ୍ନାଥ କହିବ ।

Leave a Reply

Your email address will not be published. Required fields are marked *