ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କାହିଁକି ଶ୍ରୀ ମନ୍ଦିର ଭିତରେ ପୂଜା ପାଏ କାଳିଆ କୁକୁର , କାଳିଆ କୁକୁର ପୂଜା ନପାଇଲେ ଉପାସ ରୁହନ୍ତି ବ୍ରାହ୍ମଣ ଓ କାଳିଆ ସାଆନ୍ତ ! କାନ ରହିଛି ଏହା ପଛର ରହସ୍ୟ ଆସନ୍ତୁ ଜାଣିବା । ହଁ ଦର୍ଶକ ବନ୍ଧୁ ପୂର୍ବ କାଳରେ କୁକୁରକୁ ଲୋକମାନେ ଅଛୁଆଁ ବୋଲି ମନୁ ଥିଲେ ଯଦି ଘର ଭିତରକୁ କୁକୁର ପଡ଼ି ଆସୁ ଥାଏ |
ତେବେ କୁକୁରକୁ ଗୋଡାଇବା ସହିତ କୁକୁରକୁ ଆସିନଥିବା ଜାଗାରେ ଗୋବର ପାଣି ପକାଇ ଲିପା ଯାଉଥିଲା ମାତ୍ର ଏକ କଥା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀ ମନ୍ଦିରରେ ଏହି ଅଛୁଆଁ କ କୁରକୁ ପୂଜା କାର ଯାଉଛି ଏହି ହେଉଛି ମନ୍ଦିର ପ୍ରତିଷ୍ଠା ସମୟର କଥା ଯେତେବେଳେ ଅନେକ ମୁନି ଋଷି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆସିଥାନ୍ତି |
ଠିକ୍ ଏହି ସମୟରେ ବାହାରେ ଏକ କୁକୁର ଭୁକିବ ଶବ୍ଦ ସବା ଗଲା ଏହାକୁ ଶୁଣି କିଛି ଜ୍ଞାନୀ ଋଷି ଯାଇ ସେହି କୁକୁରଟିକୁ ପଚାରିଲେ ଏଭଳି ପବିତ୍ର କାମରେ ତୁ କାହିଙ୍କି ବାଧା ସୃଷ୍ଟି କରୁଛୁ ଏହା ଶୁଣି କୁକୁର କହିଲା ମୁଁ ବ୍ରହ୍ମା ଦେବଙ୍କ ସହିତ କଥା ହେବାକୁ ଚାହୁଁଛି ଏହା ଶୁଣି ବ୍ରହ୍ମା ଆସି କୁକୁରଟିକୁ ପଚାରିଲେ ତୋର କଣ ଅସୁବିଧା ହୋଇଛି |
ଆପଣ ସମସ୍ତେ ଜଗନ୍ନାଥଙ୍କ ସେବା କରୁଛ ମୁ ମଧ୍ୟ ତାଙ୍କର ସେବା କରିବାକୁ ଚାହୁଁଛି ଏହା ଶୁଣି ବ୍ରହ୍ମା କିଛି ସମୟ ଚିନ୍ତା ଅକ୍ରୀ କହିଲେ ତୁମେ ଏହି ଦକ୍ଷିଣ ଦ୍ଵାରରେ ରହି ସର୍ବଦା ଜଗନ୍ନାଥଙ୍କ ସେବା କରିବ ସେଥି ପାଇଁ ଆଜି ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଏକ କଳା କୁକୁର ପୂଜା ପାଉଛି।