କଲିକତା ଦୁର୍ଗା ପୂଜା ଭଷାଣିରେ କାହିଁକି ଏମିତି ହଙ୍ଗାମା କଲେ ଓଡ଼ିଆ ଅଭିନେତ୍ରୀ Jhiliki Bhatacharjya, ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଆପଣ ସମସ୍ତେ ଓଡିଆ ଫିଲ୍ମ ଜଗତର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ୟଙ୍କୁ ନିଶ୍ଚିତ ରୂପରେ ଚିହ୍ନିଛନ୍ତି । ଯିଏକି ବର୍ତ୍ତମାନ ଓଲିଉଡ ଦୁନିଆ ଠାରୁ ଦୂରେଇ ଯାଇ ନିଜର ନୂତନ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । କିଛି ଦିନ ତଳେ ଝିଲିକ୍ ନିଜ ବାପା ଘରକୁ ଯାଇ ଦୁର୍ଗା ପୂଜା ଭସାଣୀ ରେ ଡାନ୍ସ କରୁଥିଲେ।

ଆପଣ ମାନେ ତ ଜାଣିଥିବେ ନିକଟରେ ଦୁର୍ଗା ପୂଜା ହୋଇଥିଲା।ଦୁର୍ଗାପୂଜା ରେ ଅଭିନେତ୍ରୀ ଝିଲୀକ୍ ଦୁଇ ଝିଅଙ୍କୁ ଧରି ବାପ ଘରକୁ ଯାଇଥିଲେ। ସେଠାରେ ଦୁର୍ଗାପୂଜା ଭସାଣୀ ରେ ଡାନ୍ସ କରୁଥିଲେ।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଚୁଲବୁଲି ଅଭିନେତ୍ରୀ ଝିଲିକ ଙ୍କୁ ନିହାତି ଭାବରେ ଜାଣିଥିବେ।

ସେ ଓଡ଼ିଆ ସିନେମାରେ କାମ କରୁ କରୁ କେତେ ବେଳେ ଓଡ଼ିଆ ଘର ର ବୋହୂ ହୋଇଗଲେ କେହିବି ଜାଣି ପାରିଲେ ନାହିଁ। ଯଦି ଝିଲିକ ଭଟ୍ଟାଚାର୍ୟଙ୍କ ବିଷୟରେ କହିବା ତେବେ ସେ ବହୁତ ଅଳ୍ପ ଦିନ ମଧ୍ୟରେ ଓଡିଶାର ସବୁଠୁ ଚର୍ଚିତ ଅଭିନେତ୍ରୀ ହୋଇଯାଇଛନ୍ତି ।

ସେ ନିଜର ଫିଲ୍ମି କ୍ୟାରିୟର ୨୦୧୩ରେ ଫିଲ୍ମ ଟାର୍ଗେଟରୁ କରିଥିଲେ । ଏହା ପରେ ସେ କେତେକ ବେଙ୍ଗଲି ଓ ଓଡିଆ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ୨୦୧୮ରେ ସେ ଶେଷ ଥର ପାଇଁ ବଡ ପରଦାରେ ନଜର ଆସିଥିଲେ । ତେବେ କଲିକତା ର ଦୁର୍ଗା ପୂଜା ଭସାଣୀ ରେ ଡାନ୍ସ କରୁଥିଲେ। ଅଭିନେତ୍ରୀ  ଝିଲ୍ଲି କ।

Leave a Reply

Your email address will not be published. Required fields are marked *