ଆରମ୍ଭ ହେଲା e-Medhabruti Scholarship, ମିଳିବ 20,000 ଟଙ୍କା ଏହି ଛାତ୍ରୀମାନେ ଶୀଘ୍ର କରନ୍ତୁ…

ଆରମ୍ଭ ହେଲା ଇ ମେଧା ବୃତି କୋଲାସହିପ ଆପଲାଇ | ଆସନ୍ତୁ ଜାଣିବା କେଉଁ ମାନେ ଅପଲାଇ କରିପାରିବେ | ପ୍ରଥମେ gool କୁ ଯାଇକି scholarship.odisha.gov.in\website\ home ଓପନ କରିବେ ତାପରେ desktop site କ୍ଲିକ କରିଦେବେ ତା ପରେ ଦେଖିବାକୁ ପାଇବେ କଣ କୋଲାସିପି ରହିଛି ତଳେ ଦେଖିବେ e-Medhabruti-Technical And Professional last date to apply 13 nov-2024 |

ତାପରେ ଜାଣିପାରିବେ କୋଉ ମାନେ ଅପଲାଇ କରିବେ ସବୁ ଅପଲାୟା କରିପାରିବେ ସେହି ଥିରେ ସବୁ ଅଛି ଆପଣ ଦେଖିଲେ ଯାଇପାରିବେ |ଆପଣ ଙ୍କର ଗଡିଆନ ଙ୍କର 800000.00 କାମ ହୋଇଥିବ ଆପଣ ଙ୍କର ଲାଷ୍ଟ ପରୀକ୍ଷା ରେ 55% ମାର୍କ ଥିବା ଦରକାର |,ଆଧାର କାର୍ଡ, ଇଂକମ ଷ୍ଟିଫେଟ ଦରକାର ରେସିଡେଣ୍ଟ ଏବଂ ବାଙ୍କ ଆକାଉଣ୍ଟ ଦରକାର ଫୋଟୋ ଦରକାର କଲେଜ ଇଡେଣ୍ଟ କାର୍ଡ ମାର୍କ ସିଟ ଦରକାର |

ତଳେ ଦେଖିବାକୁ ପାଇବେ ପଇସା ବର୍ଷ କ ପାଇଁ ସମସ୍ତ ଙ୍କ ପାଇଁ ସମାନ ରହିଛି 20 ହଜାର ଟଙ୍କା | ପିଜି ର ଦେଖିଲେ M.A , M.COM , M.Sc , ଅଛି ପରିବାର ଇନକମ 800000.00 ରୁ କମ ହୋଇଥିବା ପଡିବ | 55% ରଖିଥିବେ ଲାଷ୍ଟ ପରୀକ୍ଷା ରେ ସେହିଥିରେ ଯାହା ଦରକାର ସେମ ରହିଛି | ବର୍ଷକୁ ପଇସା ମିଳିବ 15 ହଜାର ମିଳିବ ଝିଅ ଏବଂ ପୁଅ କୁ ସମାନ ମିଳିବ | ତତେ ସବୁ ଅଛି ଆପଣ ଦେଖିପାରିବେ କଣ ମାଗିଛି |

Leave a Reply

Your email address will not be published. Required fields are marked *