ପୁଣି ମିଳିବ 3rd Phase ସୁଭଦ୍ରା ଟଙ୍କା, କେଉଁ ଦିନ ମିଳିବ ଟଙ୍କା ଦେଖନ୍ତୁ |

ଦର୍ଶକ ବନ୍ଦୁ ଏବେ ଏବେ ଆସିଲା ସୁଭଦ୍ରା ଯୋଜନାକୁ ନେଇ ବହୁତ୍ ବଡ଼ ଖବର ପୁଣି ଥରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା ତାହେଲେ ଏହି ଥର କାହାକୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା ଆସନ୍ତୁ ଜାଣିବା। ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ଗତ ଅକ୍ଟୋବର ୯ ତାରିଖ ଦିନ ମିଳିଥିଲା ହେଲେ ଏବେ ପର୍ଯ୍ୟନ୍ତ ଆହୁରି କିଛି କିଛି ହିତାଧିକାରୀଙ୍କୁ ମିଳିନି ସୁଭଦ୍ରା ଟଙ୍କା !

ଯାହାକି ଆପଣ ଜାଣିଥିବେ ଯେ ଅକ୍ଟୋବର ୯ ରେ ବହୁତ୍ ଗୁଡ଼ାଏ ହିତାଧିକାରୀଙ୍କୁ ମିଳିଥିଲା ସୁଭଦ୍ରା ଯୋଜନା ଟଙ୍କା ହେଲେ ସେହି ଦିନ ଆହୁରି ବହୁତ୍ ସାରା ହିତାଧିକାରୀ ମାନଙ୍କୁ ମିଳିନଥିଲା ସୁଭଦ୍ରା ଯୋଜନା ଟଙ୍କା ହେଲେ ଏବେ ଏବେ ଆସିଲା ଏକ ନୂଆ ଅପଡେଟ ଯେଉଁଥିରେ ଜଣାପଡିଛି ଯେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟରେ ମିଳିବାକୁ ଯାଉଛି ୩୫ ଲକ୍ଷ ଲୋକଙ୍କ ପରେ ଆଉ ଯେଉଁ ମାନେ ବଳକା ଲୋକ ରହିଲେ ସେ ମାନଙ୍କୁ ମିଳିବାକୁ ଯାଉଛି |

ସୁଭଦ୍ରା ଯୋଜନା ଟଙ୍କା । ଆଉ ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ଆଉ ଯେଉଁ ବଳକା ଲୋକ ରହିଛନ୍ତି ତାଙ୍କୁ ଦୀପାବଳୀ ରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା । ହେଲେ କଣ ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧ କୋଟି ୬୦ ହଜାର ମହିଳା ଆବେଦନ କରିଥିବା ନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଚନା ଦେଇଛନ୍ତି |ହେଲେ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ୍ୟ ମହିଳାଙ୍କୁ ମିଳିଛି ଆଉ ଏହି ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ମହିଳା ହିତାଧିକାରୀ ମାନଙ୍କୁ ଆସନ୍ତା ଦୀପାବଳିରେ ମିଳିବ ପ୍ରଥମ କିସ୍ତି ।

Leave a Reply

Your email address will not be published. Required fields are marked *