Kumar Purnima ୨୦୨୪ କେବେ ପାଳନ ହେବ 16 ନା 17 ଅକ୍ଟୋବର, ଦେଖନ୍ତୁ କେବେ ପାଳନ ହେବ |

ଆସନ୍ତୁ ଜାଣିବା କୁମାର ପୂର୍ଣ୍ଣିମା କୋଉ ତାରିଖରେ ପାଳନ କରିବେ | 16 ନା 17 ରେ | ଆପଣ ମାନେ ଜାଣିପାରୁନଥିବେ କୋଉ ଦୀନ ପାଳନ କରିବେ | ଆସନ୍ତୁ ଜାଣିବା କୁମାର ପୂର୍ଣ୍ଣିମା ଠାରୁ କେଉଁ ରାଶିଙ୍କର ଭାଗ୍ୟ ପରିଵର୍ତନ ହେବାକୁ ଯାଉଛି | 16 ତାରିଖରେ କୁମାର ପୂର୍ଣ୍ଣିମା ପାଳନ କରିବେ ଏହି ଦିନ ଚାନ୍ଦ ପୂଜା କରିବେ | 17 ତାରିଖରେ ସଙ୍କ୍ରିତି ଯୁକ୍ତ ପଡୁଛି ଏହି ଦିନ ପାଳନ କରିବେ ନାହିଁ | ଆସନ୍ତୁ ଜାଣିବା ଏହି 5 ଟି ରାଶି ମା ଲକ୍ଷ୍ମୀ ଙ୍କ କୃପାରୁ ବଦଳିବାକୁ ଯାଉଛି | ଜୀବନ ରେ ଚାଲୁଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି |

4 ଗୋଟି ଗ୍ରହ ରାଶି ପରିଵର୍ତନ ହେବାକୁ ଯାଉଛି | ଆପଣ ସବୁ ରୁଣ ରୁ ମୁକ୍ତି ହେବାକୁ ଯାଉଛନ୍ତି | ମା ଲକ୍ଷ୍ମୀ ଙ୍କ କୃପାରୁ ଯଦି ବିବାହ ହୋଇନାହିଁ ତାହାଲେ ବିବାହ ଯୋଗ ରହିଛି ଅତି ଶୀଘ୍ର |ବେପାର ବଣିଜରେ ବାଟ ଖୋଲିଯିବା ଯାହା ଦ୍ୱାରା ଆପଣ ଙ୍କର ଉନତି ହେବ | ମନ ପସନ୍ଦର ଚାକିରୀ ମିଳିବ | ଆପଣ ଙ୍କୁ ଲୋକ ପସନ୍ଦ କରିବେ | ଆପଣ ଙ୍କର ଦ୍ୱାରା କରାଯାଇଥିବା ସମସ୍ତ ଚେଷ୍ଟା ସଫଳ ହେବାକୁ ଯାଉଛି | ଗୁରୁ ଜଣ ଙ୍କର ଆଶୀବାଦ ମିଳିବାକୁ ଯାଉଛି | ଆପଣ ଙ୍କୁ ଶୁଭ ଖବର ମିଳିବ ଦୂର ଯାତ୍ରା ଯିବେ | ସବୁ କାମ ରେ ନୂଆ ବନ୍ଧୁ ମିଳିବେ |

ପ୍ରଥମ ଭାଗ୍ୟ ଶାଳୀ ରାଶି ତୁଳା ରାଶି | ଏହି କୁମାର ପୂର୍ଣ୍ଣିମା ଠାରୁ ଆପଣ ଙ୍କର ଜୀବନ ରେ ସଫଳତା ମିଳିବାକୁ ଯାଉଛି |ଘରକୁ ସୁଖ ସାମ୍ୱବୃଦ୍ଧି ଧନ ମିଳିବାକୁ ଯାଉଛି | ବେରୋଜଗାର ଙ୍କୁ ଚାକିରୀ ମିଳିବ |

ଦ୍ୱିତୀୟ ଭାଗ୍ୟ ଶାଳୀ ରାଶି ବୃଷ ରାଶି ଆପଣ ଙ୍କର ଆର୍ଥିକ ସ୍ତିତି ପରିଵର୍ତନ ହେବାକୁ ଯାଉଛି | ଆଗାମୀ ସମୟ ସୁଖ ମୟ ହେବାକୁ ଯାଉଛି | ଚାକିରୀ କରୁଥିବା ବେକ୍ତିଙ୍କ ପାଇଁ ଭଲ ରହିବ | ଘରେ ସୁଖ ଶାନ୍ତି ଲାଗି ରହିବ | ପ୍ରେମ ଜୀବନ ରେ ସଫଳତା ପ୍ରାପ୍ତି କରିବେ |

ତୃତୀୟ ଭାଗ୍ୟ ସାଳି ରାଶି ହେଉଛି କନ୍ୟା ରାଶି | ଆପଣ ଙ୍କୁ ଜୀବନ ସଫଳତା ମିଳିବାକୁ ଯାଉଛି ଆପଣ ଙ୍କ ଜୀବନ ରେ ସବୁ ସମସ୍ୟା ଦୂର ହେବାକୁ ଯାଉଛି |ଆପଣ ମାନେ ଦିନ ରାଶି ପ୍ରରିଶ୍ରମ କରି ଉନତି କରିବେ | ଏକ ନୂତନ ପରିଚୟ ସୃଷ୍ଟି କରିବେ | ଅଚାନକ ଭାବରେ ଆର୍ଥିକ ସୁବିଧା ମିଳିବ |

ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ପରିଵର୍ତନ ହେବାକୁ ଯାଉଛି | ଆପଣ ଙ୍କ ଘରେ ସୁଖ ସାମ୍ୱବୃଦ୍ଧି ଲାଗିରହିବ | ଆପଣ ମାନଙ୍କର ବେପାର ବଣିଜ ରେ ଲାଭ ରହିବ |ଚାକିରୀ କ୍ଷେତ୍ର ରେ କୌଣସି ଖୁସି ଖବର ମିଳିପାରେ ଧନ ର ବୃଦ୍ଧି ହେବାର ସମ୍ଭାବନା ଅଛି ଚାକିରୀରେ ପଦ ଉନତି ହେବାର ଯୋଗ ରହିଛି | ଆପଣ ଙ୍କ ଜୀବନ ରେ ସବୁ ଖୁସୀ ମିଳିବାକୁ ଯାଉଛି | ନୂତନ ଜିନିଷ କିଣିପାରନ୍ତି | କୌଣସି ଶୁଭ କାମ କରିପାରନ୍ତି |

ପଞ୍ଚମ ଭାଗ୍ୟ ଶାଳୀ ରାଶି ହେଉଛି କୁମ୍ଭ ରାଶି | ବେପାର ବଣିଜ କ୍ଷେତ୍ର ରେ ଉନତି ରହିବ | ଆପଣ ଙ୍କର ସଫଳତା ଦେଖି ଲୋକ ମାନେ ରାଗି ଯିବେ | ଆପଣ ଙ୍କୁ କାହା ପାଇଁ ଡରି ବାର କିଛି ନାହିଁ | ପିଲା ମାନଙ୍କୁ ଗୁରୁଜନ ଙ୍କ ଠାରୁ କିଛି ପ୍ରାପ୍ତି ହୋଇପରେ | ଘର ପରିବାର ରେ ଜୀବନ ସାଥି ଙ୍କ ସହ ଯୋଗ ମିଳିବ | ସୁଖରେ ଦୁଃଖରେ ଆପଣ ଙ୍କର ସବୁ ଥିରେ ଜୀବନ ସାଥି ଙ୍କ ସହଯୋଗ ମିଳିବ | ଘରେ ମା ଲକ୍ଷ୍ମୀ ଙ୍କର କୃପା ରହିବ |

Leave a Reply

Your email address will not be published. Required fields are marked *