Big Breaking- ଆସିଲା ବଡ ଖୁସି ଖବର ମା ହେବେ ଓଡ଼ିଆ ଅଭିନେତ୍ରୀ Sradha Panigrahi |

ମା ହେବେ ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପ୍ରାଣୀଗ୍ରାହୀ | ଆପଣ ମାନେ ତ ଶ୍ରଦ୍ଧା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାଙ୍କ ଅଭିନୟ ଦେଖିଥିବେ | ଏବେ ତାଙ୍କ ଘରକୁ ଆସିଯାଇଛି ଭହୁତ ବଡ ଖବର | ତାଙ୍କ ଅଭିନୟ ଭହୁତ ସାରା ସିରିଏଲ ରେ ଦେଖିବାକୁ ପାଇଥିବେ |ସେ ବି ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି | ସେ 8 ବର୍ଷ ଅଭିନୟ ଭିତରେ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି |

ସେ ଗୋଟିଏ ସିଙ୍ଗର କୁ ବିବାହ କରିଛନ୍ତି | ସୁଟିଙ୍ଗ ସେଟ ରୁ ଭଲ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ଆଗରୁ ରାଜ ଙ୍କ ସହିତ ସମ୍ପର୍କ ରହିଥିଲା ସେ ସବୁ କିଛି ଦୁରେଇ ଯାଇଛି ସେ ଏବେ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି | ସେ ଏବେ ମା ହେବାକୁ ଯାଉଛନ୍ତି | ଆଉ କିଛି ଦିନ ପରେ ତାଙ୍କ ଘର କୁ ଖୁଶି ର ଖବର ଆସିବାକୁ ଯାଉଛି | ଏହି କାରଣ ରୁ ସେ କିଛି ଦିନ ହେଲା ସୁଟିଙ୍ଗ ସେଟ କୁ ଯାଉନାହାନ୍ତି |

ସେ ନିଜର ଖୁବ ସୁନ୍ଦର ଅଭିନୟ କରି ସାରା ଓଡିଶା ଲୋକ ଙ୍କର ଭଲ ପାଇବା ପାଇଛନ୍ତି |ସେ ଓଡ଼ିଆ ଘର ର ବୋହୁ ପରି ଚଳୁଥିବାର ନିଜ ଶାଶୁ ଘରେ ଦେଖା ଦେଇଛନ୍ତି | ସେ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିଲେ ଗତ କିଛି ଦିନ ଦେହ ଖରାପ ପାଇଁ ସେ ଅଭିନୟ କରୁନଥିଲେ ସେ ମା ହେବା କାରଣ ରୁ ସେ ଟିକେ ଦୂରେଇଯାଇଛନ୍ତି | କୁନି ପିଲା ହେବା ପରେ ସେ ନଜର ଆସିବେ ଶ୍ରଦ୍ଧା | ସେ ତାଙ୍କ ସ୍ୱାମୀ କୁ ଭହୁତ ଭଲ ପାଆନ୍ତି ତାଙ୍କ ସ୍ୱାମୀ ବି ତାଙ୍କୁ ଭହୁତ ଭଲ ପାଆନ୍ତି | ସେ ଆଗକୁ କୁନି ପିଲା ସହ ନଜର ଆସିବେ |

Leave a Reply

Your email address will not be published. Required fields are marked *