ପୁଣି ବଢିଲା LPG Gas ସିଲିଣ୍ଡର ଦର, କେତେଟଙ୍କା ବଢ଼ିଲା ଦେଖନ୍ତୁ |

ଆଜି ଠାରୁ ମହଙ୍ଗା ମାଡ | ପହିଲାରୁ ଫୁଣି ମହଙ୍ଗା ମାଡ଼ , ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ର ଦର | ଆସନ୍ତୁ ଜାଣିବା | ପ୍ରତି ମାସ ପହିଲାରେ ଗ୍ୟାସ ସିଲିଣ୍ଡର ର ଦର ବୃଦ୍ଧି ହୁଏ | ଅକ୍ଟୋବର 1 ତାରିଖରେ ଗ୍ୟାସ ସିଲିଣ୍ଡର ଦର ରେ ପରିଵର୍ତନ କରୁଛି | ଗ୍ୟାସ ସିଲିଣ୍ଡର ର ଦର ବୃଦ୍ଧି ପାଇଛି | ସିଲିଣ୍ଡର ପୀଛା 48 ଟଙ୍କା 50 ପଇସା ବୃଦ୍ଧି ପାଇଛି | ବର୍ତମାନ ଦିଲ୍ଲୀ ରେ ଗ୍ୟାସ ର ମୂଲ୍ୟ 1740 ଟଙ୍କା ରେ ପହଁଚିଛି |

ସେହିପରି ମୁମ୍ବାଇ ରେ 1692 ଟଙ୍କା ,କୋଲକାତାରେ 1850 ଟଙ୍କା ପଚାସ ପଇସାରେ ପହଁଚିଛି | ଚେନାଇ ରେ 1930 ଟଙ୍କା ରେ ମିଳୁଛି | ଗ୍ୟାସ ସିଲିଣ୍ଡର ଦାମ ବଡିବା ଯୋଗୁ ହୋଟେଲ ରେ ର୍ରେସ୍ତୁରାଣ୍ଡ ରେ ଖାଇବା ମଧ୍ୟ ମାହାଙ୍ଗା ହେବ | ଏହି ସ୍ଥାନ ରେ ଅଲଗା ବେବହାର ହୁଏ |

ସେପ୍ଟମ୍ବର ମାସ ରେ ଗ୍ୟାସ ସିଲିଣ୍ଡର ଦର ପ୍ରାୟ 48 ଟଙ୍କା ବୃଦ୍ଧି ପାଇଥିଲା | ସେହି ପରି ଅଗଷ୍ଟ ମାସରେ 8 ରୁ 9 ଟଙ୍କା ବୃଦ୍ଧି ପାଇଲା | ଘରୋଇ ଗ୍ୟାସ ସିଲିଣ୍ଡର କିଛି ବୃଦ୍ଧି ପାଇଁ ନାହିଁ | ଆଗ ଭଳି 830 ରେ ମିଳିବ | ଘରୋଇ ଗ୍ୟାସ ସିଲିଣ୍ଡର ଦର ଯେତିକି ଥିଲା ସେତିକି ରହିଛି | ଘରୋଇ ଗ୍ୟାସ ଯେତିକି ଥିଲା ସେତିକି ରହିବ |

Leave a Reply

Your email address will not be published. Required fields are marked *