ସୂର୍ଯ୍ୟପରାଗ ଓ ପିତୃପକ୍ଷର ଶେଷ ଦିନରେ କରିବାକୁ ଭୁଲନ୍ତୁ ନାହିଁ ଏହି ଉପାୟ |

ସୂର୍ଯ୍ୟ ପରାଗ ଦିନ କଣ କରିବା ଉଚିତ | ସୂର୍ଯ୍ୟ ପରାଗ ଆରମ୍ଭ ହେଉଛି ଅକ୍ଟୋବର 2 ତାରିଖ ରାତି 9:13 ରେ ଏହାର ଶେଷ ହେଉଛି 3:17 ରେ ଏହି ସୂର୍ଯ୍ୟ ପରାଗ ଭାରତରେ ଏତେ ପ୍ରଭାବ ପଡୁନାହିଁ ସେଥିପାଇଁ ଭାରତରେ ପାଳିତ କରାଯିବନାହିଁ | ଏହାର ଖରାପ ପ୍ରଭାବ ଗ୍ରହ ମାନଙ୍କ ଉପରେ ପଡିଥାଏ | ବୃଷ ରାଶି , କନ୍ୟା ରାଶି ତୁଳା ରାଶି ବିଛା , କୁମ୍ଭ ମୀନ ରାଶି ଏହି ରାଶି ଶୁଭ ଫଳ ପ୍ରାପ୍ତି କରୁଥିବା ରାଶି |

ଗର୍ଭ ବତୀ ମହିଳା ମାନେ ସେମାନେ ପାଳନ କରିବା ଉଚିତ ହାତରେ କଇଁଚି ଧରିବା ଉଚିତ ହୋଇନଥାଏ ଘରୁ ବାହାରକୁ ଯିବା ଉଚିତ ହୋଇନଥାଏ| ଏହି ସମୟରେ ମହିଳା ମାନେ ସିଧା ଶୋଇରହିବା ମନ୍ତ୍ର ପାଠ କରିବା ଉଚିତ ଏହି ସମୟରେ କୌଣସି କାମ କରିବା ଆବଶକ୍ୟ ଏହାର ଖରାପ ପ୍ରଭାବ ଆପଣଙ୍କ ଶିଶୁ ଙ୍କ ଉପରେ ପଡିଥାଏ | ଏହି ନିୟମ ଗୁଡିକ ଗର୍ଭ ବତୀ ମହିଳା ଙ୍କ ଛଡା ଅନ୍ୟ କେହି ମାନିବା ଜରୁରୀ ନୁହଁ | ଏହି ଦିନ ପିତୃ ପକ୍ଷ ର ସମାପ୍ତି ହେଉଅଛି |

2 ଅକ୍ଟୋବର ପରେ ଆପଣ କୌଣସି ପିତୃ ପକ୍ଷ ର କାମ ନାହିଁ | ଗୋଟିଏ ପାତ୍ର ରେ ଚାଉଳ ଭରି ଦିଅନ୍ତୁ ତାଉପରେ 2 ଟି ଲବଙ୍ଗ 2 କପୂର ସେହି ଚାଉଳ ଉପରେ ରଖିବେ ଏହି ସବୁ ନେଇ ଆପଣ ଘର ବାହାରକୁ ଯିବେ ଘରର ଯେକୌଣସି ଦିଗ କୁ ରଖିବେ ସେହି ସବୁ କୁ ଜଳାଇଦେବେ ଜଳାଇବା ସମୟରେ ପିତୃ ପୁରୁଷ ଙ୍କୁ ଖମା ମାଗି ଦେବେ |

ଏହାପରେ ତାକୁ ଛାଡି ଚାଲିଆସିବେ ତାପର ଦିନ ସେହି ପତ୍ର ଟିକୁ ନେଇଁ କୌଣସି ଗଛ ମୂଳରେ ରଖିଦେବେ କିମ୍ବା କୌଣସି ଜଳ ରେ ଭସାଇଦେବେ |ଏହା ଦ୍ୱାରା ପିତୃ ପୁରୁଷ ଙ୍କୁ ଶାନ୍ତି ମିଳିବ | ଏହି ଦିନ ଆପଣ କିଛି ଅଟା, ଲୁଣ, ଚାଉଳ ଡ଼ାଲି ,କୌଣସି ପ୍ରକାର ର ଫଳ ଆପଣ ଏହି ସବୁ କୌଣସି ଗରିବ କୁ ଦାନ କରନ୍ତୁ | ଏହାର ଶୁଭ ଫଳ ଆପଣ ଙ୍କୁ ନିହାତି ରୂପେ ମିଳିବ |

Leave a Reply

Your email address will not be published. Required fields are marked *