ଜାଣିଛନ୍ତି କି ଦଶହରା କାହିଁକି ପାଳନ କରାଯାଏ ? କ’ଣ ରହିଛି ଏହା ପଛରେ ରହସ୍ୟ, ଜାଣିଛନ୍ତି କି ଦଶହରାର ଦଶ ଶବ୍ଦ କଣ ?

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ସୁନ୍ଦର କଥା ବିଷୟରେ କହି ଯାଉଛୁ ଯାହା ବିଷୟରେ ଆପଣ ଆଦଉ ଜଣାଥିବା ତାହେଲେ କଣ ସେହି ଘଟଣା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି କାହିଁକି ପାଳନ କରାଯାଏ ଦଶହରା! ଆପଣ ଜାଣନ୍ତିକି ହିନ୍ଦୁଧର୍ମର ସବୁଠାରୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା । ଦେଶର କୋଣ ଅନୁକୋଣରେ ମା ଦୁର୍ଗାଙ୍କ ପୂଜା କରାଯାଇଥାଏ ।

ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଆପଣ ଜାଣନ୍ତିକି ମାଙ୍କପୂଜା ପଛରେ ରହିଛି ଅନେକ ପୌରାଣିକ କାହାଣୀ । ଯେମିତିକି କୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ । ସେ ଲଙ୍କେଶ୍ୱର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ ।

ଲଗାତାର ୯ ଦିନ ପର୍ଯ୍ୟନ୍ତ ପୂଜା ମା’ଙ୍କର ଉପାସନା କରିବା ପରେ ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ। ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା । ବାସ୍‌ ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ ୯ ଦିନକପୁ ନବରାତ୍ରୀ ଭାବେ ପାଳନ କରାଯାଏ ।

ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ । ଶେଷ ଯାଏଁ ପଢ଼ି ଥିବାରୁ ଆପଣଙ୍କୁ ବହୁତ୍ ବହୁତ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *