ମୁଁହରେ ମାସ୍କ ଲଗାଇ ପଲସର ବାଇକରେ ଆସିଲେ..ଅଖାରେ ବୋମା ଆଣି ପିଲାଙ୍କ ଉପରେ ଆକ୍ରମଣ କଲେ, ଦେଖନ୍ତୁ ପୁରା ଖବର |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ଆଉ ଘରୁ ଫୋନ ବାହାରକୁ ନେବାକୁ ଚାହିଁବେ ନାହିଁ ତାହେଲେ କଣ ସେହି ଘଟଣା ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। ଆମ ରାଜଧାନୀରେ ଦିନକୁ ଦିନ ଚୋରି, ରାହାଜାନୀ, ଛିନତାଇ ଘଟଣା ଯେମିତି ସାଧାରଣ ହୋଇଗଲାଣି ।

ସାମାନ୍ୟ ଅସାବଧାନତା ପାଇଁ ରାସ୍ତା ଉପରେ ଆଖି ଟାକି ବସିଥିବା ଚୋର ଝାମ୍ପିନେଉଛନ୍ତି ମୂଲ୍ୟବାନ ସାମଗ୍ରୀ । ଏମିତି ଏକ ଘଟଣା ଆଜି ସକାଳୁ ସକାଳୁ ବଡଗଡ ଅଞ୍ଚଳରେ ଘଟିଯାଇଛି । ତେବେ ମୋବାଇଲ ନେଇଥିବା ଚୋରକୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି । ପୂର୍ବହ୍ନ ପ୍ରାୟ ୯.୩୦ ମିନିଟ ।

କଳ୍ପନା ବଡଗଡ ଟ୍ରାଫିକ ଛକ ନିକଟରେ ଥିବା ଏକ ଗାଡି ପାର୍ଟସ୍ ଦୋକାନ ଆଗରେ ଏକ ସ୍କୁଟି ବାସ୍କେଟରେ ଥିବା ମୋବାଇଲକୁ ଅତି ଚତୁରତା ସହ ଜଣେ କେହି ନେଇ ଚାଲିଯାଇଥିଲା । ମୋବାଇଲର ମାଲିକ ସ୍କୁଟି ନିକଟକୁ ଆସି ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ଦେଖି ବ୍ୟସ୍ତ ହୋଇପଡିଥିଲେ । ସେଠାରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ ଚେକ୍ କରିଥିଲେ ।

ଫୁଟେଜରେ ଏହି ମୋବାଇଲ ଚୋରି ଘଟଣାରେ ଦୁଇ ଜଣଙ୍କ ସମ୍ପୃକ୍ତି ଦେଖିବାକୁ ମିଳିଥିଲା । ମୋବାଇଲକୁ ଦେଖି ହୁଏତ ସେମାନଙ୍କ ମଧ୍ୟରୁ ଜଣେ ସେଠାରୁ କିଛି ଦୂରକୁ ଚାଲିଯାଇଥିଲେ । ଅନ୍ୟ ଜଣକ ମୋବାଇଲ ସ୍କୁଟିରେ ଆଣିବା ପରେ କିଛି ଦୂରକୁ ଆସିବା କ୍ଷଣି ସେଠାରୁ ଚାଲିଯାଇଥିବା ଲୋକଟି ଆସି ସାଥୀଠାରୁ ମୋବାଇଲ ନେଇ ଚାଲିଯାଇଥିଲା । ଏହା ପରେ ଉଭୟ ଅଲଗା ଅଲଗା ଦିଗରେ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *