ଆଜିର ରାଶିଫଳ 19 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ମହିଳାମାନେ କୌଣସି କାମ ପୂରା କରିବାରେ ସଫଳ ହେବେ।

ବୃଷ ରାଶି – ବରିଷ୍ଠଙ୍କ ଠାରୁ ପ୍ରୋଜେକ୍ଟ ସଂପର୍କରେ କିଛି ନୂଆ ଶିଖିବାକୁ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଛାତ୍ରଛାତ୍ରୀଙ୍କ ଜୀବନ ବହୁତ ବ୍ୟସ୍ତ ରହିବ।

ମିଥୁନ ରାଶି – ବୟସାଧିକ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ କାମକୁ ପୂରା କରିବାରେ ସହାୟକ ସିଦ୍ଧି ହେବ। କାର୍ଯ୍ୟକ୍ଷେତ୍ରର ଧନଲାଭ ହେବ। ଆପଣ ବନ୍ଧୁ ସହିତ ବିଦେଶ ଯିବାର ଯୋଜନା କରିବେ।

କର୍କଟ ରାଶି – ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି କିଣିବା ପାଇଁ ଜମି ବ୍ୟବସାୟୀଙ୍କୁ ସାକ୍ଷାତ କରି ସଉଦା ଫାଇନାଲ୍ କରିବେ। ଜୀବନସାଥୀ ଠାରୁ ଉପହାର ପାଇବେ। ନବ ବିବାହିତ ଦମ୍ପତ୍ତି ବଡ଼ଙ୍କ ଠାରୁ ଆଶୀର୍ବାଦ ପାଇବେ।

ସିଂହ ରାଶି – ରାଜନୀତି କ୍ଷେତ୍ରରେ ଥିବା ଲୋକ ସମାଜରେ ଭଲ ଛବି ସଜାଇବାରେ ସଫଳ ହେବେ। ପରିଶ୍ରମ ସହିତ ଚେଷ୍ଟା କରୁଥିବା କାମରେ ଭଲ ପରିଣାମ ପାଇବେ। ଆପଣଙ୍କ ବଡ଼ ପୁଅ ବେପାରରେ ଉନ୍ନତି କରିବେ।

କନ୍ୟା ରାଶି – ଓକିଲ ପୁରୁଣା ମହକିଲଙ୍କ ମକଦ୍ଦମାକୁ ସମାଧାନ କରିବେ। କୌଣସି ବନ୍ଧୁଙ୍କୁ ସହାୟତା କରିବାରେ ଅବସର ପାଇବେ। ବେପାରୀବର୍ଗଙ୍କର ଆମଦାନି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ତୁଳା ରାଶି – ଛୋଟ ଛୋଟ କଥାରେ ଖୁସିର ତଲାସ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ବନ୍ଧୁ ସହିତ ବସି ଯୋଜନା କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ।

ବିଛା ରାଶି – କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଜମି ସମ୍ବନ୍ଧୀୟ ମାମଲାରେ ସଫଳ ହେବେ। ଚେସ୍ ଖେଳୁଥିବା ଲୋକଙ୍କୁ ବହୁତ ଭଲ ବିଜୟ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ ରାଶି – ଆପଣଙ୍କର କଥାବର୍ତ୍ତାର ଶୈଳୀ ଓ ବ୍ୟବହାର ଭଲ ରହିବ। କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ନୂଆ ଦିଶା ଦେବେ। ରାଜନୀତିରେ ସଫଳତା ପାଇବେ। ଜମି କିଣିବା ଯୋଗ ରହିଛି।

ମକର ରାଶି – ବ୍ୟବସାୟ ଦାୟିତ୍ବ କୌଣସି ଦାୟିତ୍ବ ସଂପନ୍ନ ବ୍ୟକ୍ତିଙ୍କୁ ଦେବେ। ପିଲାଙ୍କ ସହିତ ସୋପିଙ୍ଗ ମହଲ ବୁଲି ଯିବେ। କତୃପକ୍ଷ ଆପଣଙ୍କ କାମରେ ପ୍ରସନ୍ନ ହେବେ। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।

କୁମ୍ଭ ରାଶି – କୌଣସି ବନ୍ଧୁ ଘରକୁ ଆସିବା ଯୋଗୁଁ ଆପଣଙ୍କର ଖୁସି ବଢ଼ିଯିବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ କଂପାନିରେ ଚାକିରିରେ ମିଳିବ। ବେପାରରେ ଉନ୍ନତି ହେବ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

ମୀନ ରାଶି – ଫେସନ ଡ଼ିଜାଇନିଙ୍ଗ ଲୋକଙ୍କୁ ଭଲ ପ୍ରୋଜେକ୍ଟ ମିଳିବ। ଜୀବନସାଥୀ ଠାରୁ କାର୍ଯ୍ୟରେ ସହଯୋଗ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

Leave a Reply

Your email address will not be published. Required fields are marked *