ମାଙ୍କ ଠାରୁ ଅଲଗା ନହେବା ପାଇଁ ବାପା ମନୋଜ ମିଶ୍ରଙ୍କୁ ବୁଝାଉଛନ୍ତି ଝିଅ Bhabya, ଦେଖନ୍ତୁ ପୁରା ଖବର |

ମାଙ୍କ ଠାରୁ ଅଲଗା ନହେବା ପାଇଁ ବାପା ମନୋଜ ମିଶ୍ର ଙ୍କୁ ବୁଝାଉଛନ୍ତି ତାଙ୍କ ଝିଅ ଭବ୍ୟ | ଆପଣ ମାନେ ଜାଣିଥିବେ ମନୋଜ ମିଶ୍ର ଙ୍କର 15 ବର୍ଷ ବୟସ ର ଝିଅ ଅଛି | ଭବ୍ୟ ନିଜର ବାପା ଓ ମା ଙ୍କୁ ଭହୁତ ଭଲ ପାଆନ୍ତି | ଗତ ଦିନ ମାନଙ୍କରେ ମନୋଜ ଓ ମାମା ମୁମ୍ବାଇ ରେ ରହୁଥିବା ସମୟରେ ଭବ୍ୟ ଜନ୍ମ ହୋଇଥିଲେ |

2016 ମସିହାରେ ଭବ୍ୟ ଙ୍କୁ ଯେତେବେଳେ 5 ବର୍ଷ ବୟସ ହୋଇଥିଲା ସେତେବେଳେ ମନୋଜ ଓ ଭବ୍ୟ ଙ୍କର ଡ଼ିଭସ ପାଇଁ କୋଟ ରେ ନୋଟିସ ଜାରିହୋଇଥିଲା | ଏବେ ମାମା ଓ ମନୋଜ ମିଶ୍ର ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି | ଏବେ ମନୋଜ ମିଶ୍ର ଦ୍ୱିତୀୟ ବିବାହ କରିଦେଇଛନ୍ତି |ତାହାଲେ ମମତା ନନ୍ଦ ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ ମିଶ୍ର | ଏବଂ ପ୍ରଥମ ସ୍ତ୍ରୀ ମାମା ଙ୍କୁ ଛାଡିଦେଇଛନ୍ତି ମନୋଜ ମିଶ୍ର |

ଭହୁତ ଦିନ ଧରି ମନୋଜ ଓ ମାମା ଙ୍କ ଭିତରେ ମତ ଭେଦ ଭାବ ଦେଖାଦେଇଥିଲା | ପ୍ରାୟ 8 ବର୍ଷ ହେବ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ରହିଛନ୍ତି |ତାଙ୍କର ଝିଅ ଭବ୍ୟ ଙ୍କୁ ଭହୁତ କଷ୍ଟ ହୋଉଥିବା ଦେଖିବାକୁ ମିଳିଛି | ଗତ ଦିନ ମାନଙ୍କରେ ଭବ୍ୟ ବାପା ଙ୍କୁ ବୁଝାଇଛନ୍ତି ଯେ ଭବ୍ୟ ଙ୍କୁ ନ ଛାଡିବା ପାଇଁ |

କିନ୍ତୁ ତାଙ୍କ ଭିତରେ ସମ୍ପର୍କ ଭଲ ନ ରହିବା କାରଣ ରୁ ସେ ଅଲଗା ହୋଇଛନ୍ତି ଏବେ ଦୁହିଁ ଙ୍କର ଡ଼ିଭସ ହୋଇଯାଇଛି ତାପରେ ସେ ଦ୍ୱିତୀୟ ବିବାହ କରିଛନ୍ତି |ଏହା ଭିତରେ ସୋସିଆଲ ମିଡିଆରେ ଭବ୍ୟ ଙ୍କର ଭହୁତ ସାରା ଭିଡିଓ ଦେଖିବାକୁ ମିଳିଛି ଯେଉଁଠି ସେ କହିଛନ୍ତି ମା ଙ୍କ ଠାରୁ ଅଲଗା ନହେବା ପାଇଁ | ଏହାର ସବୁ ଠାରୁ ବଡ ପ୍ରଭାବ ତାଙ୍କ ଝିଅ ଉପରେ ପକାଇଛି |ମନୋଜ ମିଶ୍ର ତାଙ୍କ ଝିଅଙ୍କୁ ଭହୁତ ଭଲ ପାଆନ୍ତି ସତ କିନ୍ତୁ ତାଙ୍କ ସ୍ତ୍ରୀ ମାମା ଙ୍କ ସହ ଭଲ ସମ୍ପର୍କ ନାହିଁ ଏହି କାରଣ ରୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ ମିଶ୍ର |

Leave a Reply

Your email address will not be published. Required fields are marked *