Chandra Grahan ୨୦୨୪, ୬ଟି ରାଶି କୋଟିପତି, ତୁରନ୍ତ ଦେଖନ୍ତୁ କେଉଁ ରାଶିର ଲୋକ କେଉଁ କାମ କରିବେ |

ଦର୍ଶକ ବନ୍ଧୁ ଆସନ୍ତା କଳି ଅର୍ଥାତ୍ ବୁଧବାର ଦିନ ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ ହେଲେ କଣ ଆପଣ ଜାଣିଛନ୍ତି ଏହି ଗ୍ରହଣ ପାଇଁ ହେବାକୁ ଯାଉଛନ୍ତି ଏହି କିଛି ଭାଗ୍ୟଶାଳୀ ରାଶି ଟଙ୍କାର ବର୍ଷା ତାହେଲେ କେଉଁ ରାଶିର ବ୍ୟକ୍ତି ହେବାକୁ ଯାଉଛନ୍ତି ଧନୀ ଆଉ ତା ମଧ୍ୟରେ ଆପଣଙ୍କ ରାଶି ଅଛି କି ନାହିଁ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୧. ମେଷ ରାଶି:- ଏହି ସମୟରେ ଆପଣଙ୍କ ପାଇଁ ଟିକିଏ କଠିନ ସମୟ ହୋଇପାରେ କିନ୍ତୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତେଣୁ ଶରୀରର ଯତ୍ନ ନିଅନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ ତେଣୁ ଗ୍ରହଣ ସମୟରେ ଭଗବାନଙ୍କ ନାମ ଜପ କଲେ ଶୁଭ ଫଳ ପ୍ରାପ୍ତ ହେବ । ଖର୍ଚ୍ଚ ସାଧାରଣ ଅଧିକ ହୋଇପାରେ ତେଣୁ ନିୟନ୍ତ୍ରଣରେ ଖର୍ଚ୍ଚ କରନ୍ତୁ ।

୨. ମିଥୁନ ରାଶି:- ଏଥରର ଗ୍ରହଣ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ନେଇ ଆସୁଛି ତେଣୁ ଏହି ସମୟରେ ଖର୍ଚ୍ଚ କମିବ । ଶତ୍ରୁ ଉପରେ ବିଜୟ ଲାଭ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଯଥାସମ୍ଭବ ତର୍କ ବିତର୍କରୁ ବଞ୍ଚନ୍ତୁ । ଆର୍ଥିକ ରୋଜଗାର ଅଧିକ ହେବ । ଆପଣ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

୩. କର୍କଟ ରାଶି:- ଚାକିରୀ ଏବଂ ବ୍ୟାପାରରେ ଆପଣଙ୍କୁ ଭଲ ପରିଣାମ ମିଳିବ । ଓଁ ଶବ୍ଦର ଉଚ୍ଚାରଣ କଲେ ଭଲ ଫଳାଫଳ ମିଳିବ । ଗରିବ ପିଲାଙ୍କୁ ଆପଣ କିଛି ଖାଦ୍ୟ ଖୁଆଇ ପାରିବେ ।

୪. ସିଂହ ରାଶି:- ଏମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ଅଟେ ଏବଂ ବ୍ୟାପରରେ ଅଧିକ ଲାଭ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବା ସହିତ ଆର୍ଥିକ ରୂପରେ ସଫଳତା ମିଳିବ । ବ୍ୟାପାରରେ ଲାଭ ହେବ ।

୫. କନ୍ୟା ରାଶି:- ଚାକିରୀରେ ଉନ୍ନତି ଏବଂ ଏବଂ ଦୃଢ଼ତା ମିଳିବ । ଏହାସହିତ ଆପଣଙ୍କର ଆର୍ଥିକ ଲାଭ ମଜବୁତ ହେବ । ଆମଦାନୀ କମ ରହିବ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ଚାକିରୀରେ ଉନ୍ନତର ଯୋଗ ବନୁଛି ।

୬. ତୁଳା ରାଶି:- ଚନ୍ଦ୍ର ଗ୍ରହଣ କାରଣରୁ ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ହେଉଛି । ତେଣୁ ବେକାର ଖର୍ଚ୍ଚକୁ ଦୂରେଇ ରୁହନ୍ତୁ । କାମରେ ଉନ୍ନତି ଅବନତି ହୋଇପାରେ କିନ୍ତୁ ଭୟ କରନ୍ତୁ ନାହିଁ । ନିଜ ଉପରେ ଭରସା ରଖନ୍ତୁ ।

Leave a Reply

Your email address will not be published. Required fields are marked *