ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ଆମ ଓଡ଼ିଶା ତାର କଳା ଓ ସଂସ୍କୃତି ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ ତା ସହିତ ଆମ ଓଡ଼ିଶାରେ ଅନେକ ପ୍ରାଚୀନ ମନ୍ଦିର ରହିଛି | ଯାହାର ରହସ୍ୟ ଆଜି ଯାଏ କୌଣସି ବନ୍ଦ କବାଟ ପଛରେ ଲୁଚି ରହିଛି ସେହି ପରି ଏକ ଅଲୌକିକ ଓ ଚମତ୍କରୀ ମନ୍ଦିର ହେଉଛି ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ସ୍ତିତ ଏହି ମନ୍ଦିରଟି ବିଷୟରେ ଲୋକ ମାନ୍ୟତା ରହିଛି |
ଯେ ଏଠାରେ ସାକ୍ଷାତ୍ ମହାଦେବ ଦର୍ଶନ ଦେଇ ଥାନ୍ତି ଆସନ୍ତୁ ଜାଣିବା ଏହା ପଛରେ ରହସ୍ୟ କଣ । ଏହି ମନ୍ଦିରର ଆକାର ବହୁତ୍ ଅଧିକ ନହେଲେ ମଧ୍ୟ ଏହାର ସୁନ୍ଦର କାରୁକାର୍ଯ୍ୟ ଓ ଆଧ୍ୟାତ୍ମିକ ଶକ୍ତି ପ୍ରତୀକ ଦିନ ହଜାର ହଜାର ଭକ୍ତମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ ହିନ୍ଦୁ ମାନ୍ୟତା ଅନୁସାରେ ପ୍ରତାହେମେ ଏକ ଆମ୍ବ ଗଛ ମୂଳରେ ପ୍ରଭୁ ଲିଙ୍ଗରାଜ ଏଠାରେ ଦର୍ଶନ ଦେଇଥିଲେ |
ପୁରାଣ ଅନୁସାରେ ଲିଙ୍ଗରାଜ ମନ୍ଦିର ଦେଇ ଏକ ନଦୀ ପ୍ରବାହିତ ହେଉଥିଲା ଏହି ନଦୀର ଜାଲରେ ହିଁ ବିନ୍ଦୁସାଗର ଜଳ ମଗ୍ନ ହେଉଥିଲା ଏବଂ କୁହାଯାଏ ଯେ ଏହି ଜଳ ଶାରୀରିକ ଓ ମାନସିକ ରୋଗକୁ ଦୂର କରିଥାଏ ଲକ୍ଷ ଲକ୍ଷ ଲୋକ ଶିବ ରାତ୍ରି ଦିନ ଦୀପ ଜାଳିବା ପାଇଁ ଦୂର ଦୁରନ୍ତରୁ ଆସିଥାନ୍ତି |
ଓ ତାଙ୍କର ମାନ୍ୟତା ରହିଛି ଯେ ଯଦି ସ୍ୱଚ୍ଛ ମନରେ ସେ ପ୍ରଭୁଙ୍କୁ ପୂଜା କରନ୍ତି ତାହେଲେ ତାଙ୍କର ମନୋସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ । ତାହେଲେ ଯଦି ଆପଣଙ୍କୁ ଆମ ପୋଷ୍ଟ ପସନ୍ଦ ଆସିଥାଏ ତାହେଲେ ଆମ ପେଜକୁ ଗୋଟେ ଲାଇକ କରିବାକୁ ଜମାରୁ ଭୁଲିବେ ନାହିଁ ଧନ୍ୟବାଦ୍।