ବିଶ୍ଵକର୍ମା ପୂଜା ୫୦୦ ବର୍ଷ ପରେ ମହାସଂଯୋଗ ଆଜି ରାତି ଠାରୁ ଭଗବାନ ସୂର୍ଯ୍ୟଙ୍କ କୃପାରୁ ସୁନା ପରି ଚମକିବ ୭ ରାଶି ଭାଗ୍ୟ |

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଇଥାଏ ୧୨ ଗୋଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଅଛି ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ସୂର୍ଯ୍ୟ ବିଷୁବ ରେଖା ଆଡ଼କୁ ଗତି କରିଥାନ୍ତି ତେଣୁ ସୂର୍ଯ୍ୟଙ୍କର ରଶ୍ମି କ୍ରମଶଃ ପ୍ରଖର ହୋଇଥାଏ ଯେଉଁଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମେଷ ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି କୁହାଯାଏ ବା ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ପଣା ସଂକ୍ରାନ୍ତି ଠାରୁ ଗ୍ରହ ମାନଙ୍କର ସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଅଛି ଏହି ପରିବର୍ତ୍ତନ ଯୋଗୁଁ ଗ୍ରହରେ ମହା ସଂଯୋଗ ଘଟିବାକୁ ଯାଉଅଛି ଯାହାଦ୍ଵାରା ଏହି କିଛି ରାଶିର ଭାଗ୍ୟ ଚମକିବାକୁ ଯାଉଅଛି। ଦର୍ଶକ ବନ୍ଧୁ ଏହି ରାଶି ମାନଙ୍କ ଜୀବନରେ ଭଲ ପରିସ୍ଥିତି ଦେଖିବାକୁ ମିଳିବ ଆପଣଙ୍କୁ ଆପଣଙ୍କ ପୂର୍ବରୁ କରାଯାଇଥିବା କାର୍ଯ୍ୟର ଭାରି ଲାଭ ଆପଣଙ୍କୁ ଏବେ ଲାଭ ହେବାକୁ ଯାଉଛି ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ।

୧. ବୃଷ ରାଶି – ଏହି ରାଜଯୋଗ ବୃଷ ରାଶିର ଜାତକଙ୍କ ପାଇଁ ଖୁବ୍ ଭଲ ରହିବ ଆପଣମାନଙ୍କ ଭାଗ୍ୟର ଦ୍ଵାର ଖୋଲିଯିବ ଆପଣଙ୍କ ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି ଆପଣଙ୍କର କିଛି ନୂଆ ଯୋଜାନ ହେବାର ଅଛି ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତି ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ। ଯଦି ଆପଣ ଲମ୍ବା ସମୟ ଧରି ପ୍ରମୋସନ୍ ପାଇବା ଆଶାରେ ଅଛନ୍ତି ତେବେ ଆପଣଙ୍କୁ ଫଳ ପ୍ରାପ୍ତି ହେବ।

୨. ମେଷ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମ୍ମୁଖିନ ହୋଇ ଆପଣମାନେ ଆସୁଥିଲେ ଏବେ ତାହା ଦୂରୀଭୂତ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉନ୍ନତି ମିଳିବ ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ଯାହାକି ସଠିକ୍ ଦିଗ ଦେଖାଇବ।

୩. ସିଂହ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଧନ ଲାଭର ଯୋଗ ବନୁଅଛି ବ୍ୟାପାରି ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ବନୁଅଛି ଆପଣ ବୋହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ଏହି ଯୋଗ ପରେ ଆପଣଙ୍କର ପଇସା ଜନିତ କିଛିବି ଅସୁବିଧା ରହିବ ନାହିଁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।

୪. ତୁଳା ରାଶି – ତୁଳା ରାଶିର ଲୋକମାନଙ୍କୁ ଏହି ମହାସଂଯୋଗ କାରଣରୁ ବୋହୁତ କମ୍ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ କାନୁନ୍ ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ ଆଗାମୀ ସମୟ ଆପଣଙ୍କ ପାଇଁ ବୋହୁତ ଖୁସିପୂର୍ଣ୍ଣ ରହିବ କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ ଏବଂ ବଜରଙ୍ଗବାଲିଙ୍କ କୃପା ଆପଣଙ୍କ ଉପରେ ଲାଗି ରହିବ।

୫. କୁମ୍ଭ ରାଶି – ଏହି କୁମ୍ଭ ରାଶିର ଲୋକମାନଙ୍କ ଉପରେ ଏହି ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ ଯେ ଆଗାମୀ ଦିନରେ ଆପଣଙ୍କ ଦ୍ଵାରା କୌଣସି ଏଭଳି ଭୁଲ୍ ନ ହୁଏ ଯାହା ଫଳରେ ବଜରଙ୍ଗବାଲି ଆପଣଙ୍କ ଉପରେ ରାଗି ନ ଯାଆନ୍ତି। ଏମାନଙ୍କର ସମସ୍ତ ଅସୁବିଧା ବୋହୁତ ଶୀଘ୍ର ଦୂର ହେବାକୁ ଯାଉଅଛି ଚାକିରୀ ଖୋଜୁଥିବା ଲୋକଙ୍କୁ ବୋହୁତ ଜଲ୍ଦୀ ଚାକିରୀ ମିଳିବାର ସମ୍ଭାବନା ରହିଛି ଏହା ବ୍ୟତୀତ ଆଜି ଯାଏଁ ଚାଲି ଆସିଥିବା ସମସ୍ତ ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ ହେବ।

Leave a Reply

Your email address will not be published. Required fields are marked *