ଆଜି ହୃଦୟରୁ ବାଛନ୍ତୁ ଗୋଟିଏ ବହି, ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖାଅଛି |

ବାଛନ୍ତୁ ଗୋଟିଏ ବହି ଜଣାନ୍ତୁ ଏହି ବହି ରେ ଆପଣ ଙ୍କ ପାଇଁ କଣ ଲେଖାଅଛି | ଆପଣ ଯଦି ପ୍ରଥମ ବହି ଟିକୁ ବାଛିଛନ୍ତି ତାହାହେଲେ | ଆପଣ ଭହୁତ ଭଲ ଲୋକ ହୃଦୟ ରୁ ସମସ୍ତଙ୍କ ପାଇଁ ଦୟା ଭରିଅଛି | ଗରୀବ ଲୋକ ଙ୍କ ପାଇଁ ଆପଣ ଙ୍କ ମନରେ ଦୟା ଭରିରହିଛି କିନ୍ତୁ ଏହି ଦୟାଳୁ ପ୍ରକୃତି ପାଇଁ କେବେ କେବେ ଖେତିରେ ପଡୁଛନ୍ତି | ଆପଣ ଭହୁତ ସଫା ହୃଦୟ ବେକ୍ତି |ଏମିତି ଶୋଭାବ ପାଇଁ ଆପଣ ଙ୍କର କ୍ୟାରିଅର ଭଲ ରହିବ | ଆପଣ ଙ୍କର ଭହୁତ ଉନତି ହେବାକୁ ଯାଉଛି | ଆପଣ ଙ୍କ ପ୍ରେମ ଜୀବନ ଭହୁତ ଭଲ ରହିବ |

ଭହୁତ ଭଲ ଜୀବନ ସାଥି ମିଳିବ | କେହି ଯଦି ଆପଣ ଙ୍କୁ କଷ୍ଟ ଦେଉଛି ସେହି କଥା ଆପଣଙ୍କ ପାଖରେ ରଖନ୍ତୁ | ଆପଣ ସମସ୍ତ ଙ୍କ ପାଇଁ ଭଲ ଅଟନ୍ତି ଆପଣ ପଶୁ ମାନଙ୍କ ପାଇଁ ଭହୁତ ଭଲ ପାଆନ୍ତି | ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ଆପଣ ସବୁବେଳେ ଆଗୁଆ ରୁହନ୍ତି | ଭହୁତ ଧମରୀକ ଆପଣ | ଏବେ ଆପଣ ଙ୍କର କୌଣସି ବଡ ସମସ୍ୟା ଆସିବ ନାହିଁ ଆପଣ ଯୋକୌଣସି କାମ ଧରନ୍ତି ତାଙ୍କୁ ଶେଷ ହେଲା କରନ୍ତି |ଆପଣ ଙ୍କ ବୈବାହିକ ଜୀବନ ଆଗକୁ ଭଲ ଅଛି | ସନ୍ତାନ ସୁଖ ମିଳିବାକୁ ଯାଉଛି |

ଆପଣ ଯଦି ଦ୍ୱିତୀୟ ବହି ଟିକୁ ବାଛିଛନ୍ତି ତାହାଲେ ଆପଣ ପଇସା ଚିନ୍ତା ରେ ରହୁଛନ୍ତି ଧୋକା ମିଳିଛି ଆପଣ ଙ୍କୁ ସଫଳତା ମିଳିବାକୁ ଯାଉଛି | ଆପଣ ଙ୍କ ହୃଦୟ ସଫା | କିଛି କଥା ଲୁଚାଇ ରଖିପାରନ୍ତି ନାହିଁ | ଯଦି ଆପଣ ଙ୍କୁ ସଫଳତା ମିଳୁଛି ଏହି କଥା ଆପଣ କାହାକୁ କହିବେ ନାହିଁ | ଆପଣ ଙ୍କୁ କିଛି ଲୋକ ଭୁଝିପାରନ୍ତି ନାହିଁ | ଆପଣ ଙ୍କ ଭାଗ୍ୟ ରେ ଭଗବାନ ଯାହାସହିତ ଲେଝିଛନ୍ତି ତାହା ସହିତ ବିବାହ ହେବ | ଯିଏ ଆପଣ ଙ୍କ ଭାଗ୍ୟ ରେ ନାହିଁ ଜବର ଦସ୍ତୀ ବିବାହ କରନ୍ତୁ ନାହିଁ |

କ୍ୟାରିଅର ଭହୁତ ଭଲ ଅଛି ଆପଣ ସଚୋଟ କାମ କରନ୍ତୁ | ଭୋଗବାନ ଙ୍କ କୃପା ରୁ ଭହୁତ ଶାନ୍ତି ରେ ଅଛନ୍ତି | ଆପଣ ଙ୍କର ଭହୁତ ଭଲ ସମୟ ଚାଲିଛି |ଆପଣ ଜୀବନରେ ଆଗକୁ ବାଡି଼ବେ | ଆପଣ ଙ୍କ ପାଖକୁ ଯିଏ ବି ସାହାଯ୍ୟ ପାଇଁ ଆସନ୍ତି ଆପଣ ସାହାଯ୍ୟ କରିଥାନ୍ତି ଆପଣ ମନ କରନ୍ତି ନାହିଁ | ଆପଣ ଭହୁତ ନରମ ଶୋଭାବ | ଯୋଉ କାମ କରିବେ ବୋଲି ଭାବନ୍ତି ତାକୁ କରନ୍ତି | କାହାଠାରୁ କିଛି ଆଶା ରଖନ୍ତୁ ନାହିଁ ଯାହା ଅଛି ସେଥିରେ ଖୁସୀ ରୁହନ୍ତୁ ଆପଣଙ୍କର ଭଲ ହେବ |

Leave a Reply

Your email address will not be published. Required fields are marked *