ସାବଧାନ କେହି ଘରୁ ବାହାରନ୍ତୁନି, ୨୪ ଘଣ୍ଟାରେ ଅବପାତର ରୂପ ନେବ… ରଚିବ ତାଣ୍ଡବ ଏବେ ଠାରୁ ଦେଖାଇଲାଣି ରୂପ !

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ କେନ୍ଦ୍ର ତରଫରୁ ଆସିଛି ବହୁତ୍ ବଡ଼ ଅପଡେଟ ଯାହାବିଷୟରେ ଜାଣିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ସେହି ଗୁରୁତ୍ୱପୂର୍ଣ୍ଣ ଅପଡେଟ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ ଦେଶ ତଥା ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡା, ବରଗଡ଼, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଜଗତସିଂହପୁର, ବୌଦ୍ଧ, ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମସ୍ତ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାହେଲେ ଯଦି ଆପଣଙ୍କୁ ଏହି ପରି ପୋଷ୍ଟ ପସନ୍ଦ ଆସିଥାଏ ତାହେଲେ ଆମ ପେଜ କୁ ଗୋଟେ ଲାଇକ କରିବାକୁ ଭୁଲିବେ ନାହିଁ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *