ଫୁସଫୁସ,ଗଳା,ଛାତିରେ ଜମା ସମସ୍ତ Cough ଥରକରେ ତରଳି ବାହାରିଯିବ, କେବଳ ୨ ଚାମଚ ପିଇ ନିଅନ୍ତୁ |

ବନ୍ଧୁଗଣ କଣ ଆପଣଙ୍କ ନାକ ଖୋଲୁନି । ଯେତେବେଳେ ଆପଣଙ୍କ ନାକ ଖୋଲିନଥାଏ ସେତେବେଳେ ଆପଣ କୌଣସି କ୍ରିମ ବା ନଯାଲ ଡ୍ରପ ର ବ୍ୟବହାର କରିଥାନ୍ତି । ସେଥିରେ ଥିବା ସମସ୍ତ ପ୍ରକାରର ମେଥନ୍ କାରଣରୁ ଆପଣଙ୍କୁ କିଛି ମାତ୍ରାରେ ଆରାମ ତ ମିଳିଥାଏ କିନ୍ତୁ ତାହା ପର୍ମାନେଣ୍ଟ ଉପାୟ ହୋଇନଥାଏ । ଆପଣଙ୍କ ଶ୍ୱାସନଳି କୁ ସମ୍ପୂର୍ଣ୍ଣ କ୍ଲିନ କରିବାକୁ ପଡ଼ିବ ନହେଲେ ଆପଣଙ୍କ ଶ୍ୱାସନଳି ବାରମ୍ବାର ବନ୍ଦ ହୋଇଥାଏ । ବିଶେଷ କରି ଥଣ୍ଡା କାରଣରୁ ନାକ ବନ୍ଦ ହୋଇଥାଏ ସେଥିରେ କଫ ଜମିଥାଏ । ତେବେ ତାହାକୁ ଯଦି ସମ୍ପୂର୍ଣ ଠିକ୍ କରିବାକୁ ଚାହୁଁଛନ୍ତି ତେବେ ଆଜିର ଏହି ରେମିଡି କୁ ନିହାତି ଥରେ କରି ଦେଖନ୍ତୁ । ଦେଖିବେ ୫ ମିନିଟ ରେ ଆପଣଙ୍କ ନାକ ଖୋଲାଯିବ ।

ତେବେ ଚାଲନ୍ତୁ ଜାଣିବା ଆଜିର ଏହି ରେମୀଡି କୁ କେମିତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରୟୋଗ କିପରି କରିବା । ପ୍ରଥମେ ଗୋଟେ ପାତ୍ର ଗ୍ୟାସ ରେ ବସାନ୍ତୁ ସେଥିରେ ଆପଣ ୨ ଗ୍ଲାସ୍ ପାଣି ଢାଳନ୍ତୁ । ତାପରେ ଆପଣ ସେଥିରେ ଏକ ଚାମଚ ଜିରା ପକାନ୍ତୁ । ତାପରେ ଆପଣ ଏଥିରେ ୪ ରୁ ୫ ଟି ଲବଙ୍ଗକୁ ଗୁଣ୍ଡ କରି ପକାନ୍ତୁ । ଏବେ ଏହାକୁ ଆପଣ ୫ ମିନିଟ ଫୁଟାଇବାକୁ ଛାଡ଼ିଦିଅନ୍ତୁ । ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ନାକ ଖୋଲିବା ସହ ଆପଣଙ୍କ ଛାତିରେ ଜମୁଥିବା କଫ ମଧ୍ଯ ଦୂର ହୋଇଯିବ । ତେବେ ୫ ମିନିଟ ଭଲ ଭାବରେ ଫୁଟିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବଂ ଏହି ରେମିଡି ର ବାମ୍ଫ ନିଅନ୍ତୁ ।

ବାମ୍ଫ ନେବା ପାଇଁ ଆପଣ ନିଜ ମୁଣ୍ଡ ଉପରେ ଗୋଟେ ଗାମୁଛା ପକାନ୍ତୁ ଯେମିତି ଏହାର ବାଷ୍ପ ବାହାରକୁ ନଯିବ । ପ୍ରଥମେ ଆପଣ ନାକରେ ଏହି ବାଷ୍ପ କୁ ନିଅନ୍ତୁ ଏବଂ ପାଟି ବାଟେ ଛାଡନ୍ତୁ । ଏହାପରେ ପାଟି ବାଟେ ଏହି ବାଷ୍ପ ନିଅନ୍ତୁ ଏବଂ ନାକ ବାଟେ ଛାଡନ୍ତୁ । ଏମିତି ବାରମ୍ବାର କରନ୍ତୁ । ପ୍ରତିଦିନ ୫ ରୁ ୧୦ ମିନିଟ ଏହି ଉପୟକୁ ନିସ୍ଚୟ କରନ୍ତୁ । ଦେଖିବେ ଆପଣଙ୍କ ନାକ ସମ୍ବନ୍ଧିତ ସମସ୍ୟା ସମ୍ପୂର୍ଣ ଭାବେ ଭଲ ହୋଇଯିବ ଏବଂ ଆପଣଙ୍କ ସ୍ୱାସନଳି ରେ ଜମି ରହିଥିବା କଫ ମଧ୍ୟ ଦୂର ହେବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *