ଆପଣ ଯଦି ଅଲାଣିନି ଅପଲାୟ କରିବାକୁ ଚାହୁଁଛନ୍ତି ତାହାଲେ ପିଏମ କିସାନ ରେ ଉପର ରେ ଯୋଉଁ 3 ଟି ଗାର ଉପରେ 3 ଟି ଗାର ମିଳିଯିବ ଓଡ଼ିଆ ନା ଇଂଲିଶ | ଏହି ପୋଟାଲ ରେ ସିଏମ କିଷାନ ପୋଟାଲ ଯୋଉଥିରେ ଆପଣ ଅପଲାୟ କରିପାରିବେ | ବାର୍ଷିକ 2 ଟି କିସ୍ତି ରେ 2 2 ଚାରିହଜାର ଟଙ୍କା ଆସିବ |
ଭୂମି ହୀନ ଲିଷ୍ଟ ରେ ଯୋଉଁ ମାନଙ୍କ ନାମ ଥିବ ସେମାନଙ୍କୁ ବି 3 ଟି କିସ୍ତି ରେ ସାଢେବାର ହଜାର ଟଙ୍କା ମିଳିବ | ଔପରେ ଚାଷୀ ପଞ୍ଜିକରଣ ଲେଖା ହୋଇଛି ସେଥିରେ ମାରିବେ | ଆପଣ ଙ୍କ ଆଗରେ ଇକୋଓସି ଓଟିପି ଆସିବ ବ୍ୟାଙ୍କ ଏକାଉଣ୍ଟ ଲିଙ୍କ ତଳେ ଠିକ ମାର୍କ ଲଗାଇବେ |
ତାପରେ ଏଣ୍ଟେର ଆଧାର ନଂ ଦେଇସାରିଲା ପରେ ସାଇଟ ରେ ଥିବା ଘରକୁ ଫିଲ କରିବେ ତଳେ ଓଟିପି ଉପରେ କ୍ଲିକ କରିବେ | ଆପଣ ଙ୍କ ପାଖକୁ ଓଟିପି ଆସିବ ତାପରେ ସେ ସମିଟ କରିବେ ତାପରେ ଫୋନେ ନ ଦେବେ ତା ପରେ ଓଟିପି ରେ କ୍ଲିକ କରିବେ |
ତାପରେ ବେକ୍ତିଗତ ତଥ୍ୟ ଭରିବାକୁ ପଡିବ ତା ପରେ ବକ୍ସ ରେ ଠିକ ମାରିକି କମ୍ପଲିଟି ରେ କ୍ଲିକ କରିକି ସମିଟ କରିବେ |ଆଉଥରେ କମ୍ପିଲିଟି ହୋଇଗଲେ ସସେସ ହୋଇଯିବ ଏ ଟୁକନ ନଂ ଟି ସମାଳିକି ଡ଼ାକିବାକୁ ପଡିବ | ଆପଣ ସିଏମ ପୋଟାଲ ରେ କରିପାରିବେ |