ସମ୍ନାକୁ ଆସିଲା ଏମିତି କଥା ଏହି କାରଣ ପାଇଁ ବିବାହ କରୁନାହାଁନ୍ତି Buddha Aditya |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଆମ ଏହି ପୋଷ୍ଟ ଟିରେ କହିବାକୁ ଯାଉଛୁ କି କାହିଁକି କେଉଁ କାରଣ ପାଇଁ ବୁଦ୍ଧାଦିତ୍ୟ ମହାନ୍ତି କରୁନାହାନ୍ତି ବିବାହ ତାହେଲେ କଣରହିଛି ଏହା ପଛର ରହସ୍ୟ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣମାନେ ବୋଧେ ଯେ ଓଲିଉଡ଼ର ସୁପର ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ନିଜର କ୍ୟାରିଅର ଆରମ୍ଭରେ ହିନ୍ଦୀ ଧାରାବାହିକ ମାନଙ୍କରେ କାମ କରି ଆରମ୍ଭ କରିଥିଲେ ।

ଆଉ ତାପରେ ସେ କିଛି ଓଡ଼ିଆ ଚଳଚ୍ଚିତ୍ରକାର ମାନଙ୍କ ନଜରରେ ପଡ଼ିଥିଲେ ଆଉ ତାପରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଖୁବ୍ ସୁନ୍ଦର ଅଭିନୟ ପ୍ରଦର୍ଶନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଯାଇଥିଲେ । ତାଙ୍କର ଅନେକ ଗୁଡ଼ିଏ ଚଳଚ୍ଚିତ୍ର ଅଛି ଯେଉଁ ଗୁଡ଼ିକ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ମାନଙ୍କୁ ଖୁବ୍ ଅଧିବ ପସନ୍ଦ ଆସିଥିଲା ସେଗୁଡିକ ହେଉଛି ପ୍ରେମ ରୋଗୀ ।

ନନ୍ଦିନୀ ଆଇ ଲଭ୍ ୟୁ, ଧୁକ ଧୁକ ଆଦି ଅନେକ ଚଳଚ୍ଚିତ୍ରରେ ସେ ତାଙ୍କ ଦମଦାର ଅଭିନୟ ପ୍ରଦର୍ଶନ ଦ୍ଵାରା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଦାମି ଅଭିନେତା ମଧ୍ୟ । ସେହି ପରି ଭାବରେ ଅର୍ଚ୍ଚିତା ସାହୁ ମଧ୍ୟ ଅଲିଉଡର ଜଣେ ଜଣା ଶୁଣା ଚେହେରା ସେ ଚିତ ବେଳରୁ ଶିଶୁ କଳାକାର ଭାବରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ନିଜ ପାଦ ପକାଇଥିଲେ ।

ଆଉ ପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଯାଇଥିଲେ । ଆଉ ଏହାରି ମଧ୍ୟରେ ଅନେକ ସ୍ଥାନରୁ ସୂଚନା ମିଳିଛି ଯେ ବୁଦ୍ଧାଦିତ୍ୟ ମହାନ୍ତି କାହିଁକି ବିବାହ କରି ନାହାନ୍ତି ଅନେକଙ୍କ ମତ ଯେ ସେ ତାଙ୍କ ବ୍ୟକ୍ତିଗତ କାରଣ ମାନଙ୍କ ପାଇଁ ବିବାହ କରି ନାହାନ୍ତି ଆଉ କିଛି ଲୋକ କୁହନ୍ତି କି ସେ ଅର୍ଚ୍ଚିତା ସାହୁଙ୍କୁ ଭଲ ପାଉଥିଲେ ।

Leave a Reply

Your email address will not be published. Required fields are marked *