ଦୁନିଆରେ ଏଭଳି ୬ ପ୍ରକାର ର ଅଜବ ବାହାଘର ଅଛି, ଯାହାକୁ ଦେଖିଲେ ଆପଣ କହିବେ ଏମିତି ବି…

ବିଶ୍ୱରେ ଭିନ୍ନ ଚିନ୍ତାଧାରା ଲୋକଙ୍କ ସଂଖ୍ୟା କମ ନାହିଁ କିଏ କୁକୁରକୁ ତ କିଏ ସାପ ସହ ବିବାହ କରୁଛନ୍ତି ବିଶ୍ୱରେ ଏମିତି ଅଜବ ଧାରଣା ର ବିବାହ ହୋଇଛି ଯେଉଁଥିରେ ଭାରତ ଭି ସାମିଲ ରହିଛି ତେବେ ଆସନ୍ତୁ ଜାଣିବା 6 ପ୍ରକାର ବିବାହ ବିଷୟରେ ଜାଣିବା ଯାହାକି ଆପଣ ତାଜୁକ ହୋଇଯିବେ

କୁକୁରକୁ ଜୀବନସାଥୀ ବାଛିଲେ ମହିଳା
ଆଫ୍ରିକା ମହିଳା ଏଲିମିନାବୁ କିଛି ବର୍ଷ ପୂର୍ବେ ଏକ କୁକୁରକୁ ବିବାହ କରି ସାରିଛନ୍ତି 2010 ରେ ହୋଇଥିବା ଏଇ ବିବାହରେ ସ୍ଥାନୀୟ ଲୋକଙ୍କ ସହିତ ବାଦ୍ରି ସାମିଲ ହୋଇଥିଲେ |

ନିଜକୁ ନିଜେ ବିବାହ
ଚୀନ ରେ ଜଣେ ବ୍ୟକ୍ତି ନିଜକୁ ନିଜେ ବିବାହ କରିଦେଇଛନ୍ତି 2007 ରେ ହୋଇଥିବା ବିବାହ ସମାହାରରେ ଏଇ ଚୀନ ଯୁବକ ନିଜର ଏକ ବଡ଼ ଫୋଟୋ ନିର୍ମାଣ କରି ନିଜ କୁ ମହିଳା ବେଶରେ ସଜାଇ ଛିଡା କରାଇଥିଲେ ଏଇ ବିବାହ ଉତ୍ସବ ରେ 100 ରୁ ଅଧିକ ଲୋକ ଉପସ୍ଥିତ ଥିଲେ |

ସାପ ସହ ବିବାହ ବନ୍ଧନ
ଭାରତୀୟ ମହିଳା ବିମ୍ବରାବାସ ଦାବି କରନ୍ତି ଯେ ତାଙ୍କର ଏକ ସାପ ସହିତ ପ୍ରେମ ସମ୍ବନ୍ଧ ହୋଇଥିଲା ଯେତେବେଳେ ବିମ୍ବଳା ସାପ କୁ ବିବାହ ପାଇଁ କହିଥିଲେ ଗାଁ ଲୋକେ ତାକୁ ସମର୍ଥନ କରି ନଥିଲେ ଏହା ଛଡା କିଛି ଲୋକ ବିବାହ ଉସବ ରେ ପହଁଚି ତାଙ୍କୁ ସ୍ୱାଗତ ଜଣାଇଥିଲେ |

ପାଚେରୀ ସହିତ ବିବାହ
54 ବର୍ଷ ଯୁବକ ଇର୍ଯ୍ୟରିଚା ବ୍ରିଲାଣ୍ଡ ର ଏକ 40 ବର୍ଷ ପୁରୁଣା ପାଚେରୀ ସହିତ ବିବାହ କରିଥିଲେ ଯାହାର ବିବାହ 1989 ରେ ହୋଇଥିଲା ପାଚେରୀ ଯେତିକି ମଜବୁତ ଆମ ସମ୍ପର୍କ ସେତେ ମଜବୁତ ବୋଲି ଯୁବକ କୁହନ୍ତି |

ଏଫଏଲ ଟାୱାର କୁ ବିବାହ
ପୂର୍ବତନ ମହିଳା ସୈନିକ ୟାରୀକା ଲାତୁତ ଙ୍କୁ ଏଫଏଲ ଟାୱାର ସହିତ ପ୍ରେମ ହୋଇଯାଇଥିଲା ଫାଂସିକ ରେ ରହିଥିବା ଏଇ ମହିଳା ବିବାହ ପରେ ନିଜ ନାମ ସହିତ ଏଫଏଲ କୁ ଯୋଡ଼ିଛନ୍ତି |

ଡ଼ଲଫିନ କୁ ବାଛିଲେ ଜୀବନସାଥୀ
ଇସ୍ରାଇଲ ର ଦକ୍ଷିଣ କ୍ଷେତ୍ରରେ ସନାଲ ଟେଣ୍ଡର ନାମକ ବ୍ରିଟିଶ ମହିଳା ଏକ ଡ଼ଲଫିନ ପ୍ରେମରେ ପଡି ଯାଇଥିଲେ ଏହାପରେ 2006 ରେ ବିବାହ କରିବାକୁ ନିଷ୍ପତି ନେଇଥିଲେ ଏବଂ ବିବାହ ମଧ୍ୟ କରିଥିଲେ ଏହା ବିଶ୍ୱର ପ୍ରଥମ ବିବାହ ଥିଲା ଯାହା ଡ଼ଲଫିନ ସହିତ ହୋଇଥିଲା |

Leave a Reply

Your email address will not be published. Required fields are marked *