ପୁଣି ଥରେ ଚର୍ଚ୍ଚାରେ Manoj Mishra, ଦ୍ୱିତୀୟ ବିବାହକୁ ନେଇ ସାମ୍ନାକୁ ଆଣିଲେ ଏମିତି କଥା ଦେଖନ୍ତୁ |

ଫୁଣି ଥରେ ଲୋକଙ୍କ ଆଲୋଚନାରେ ମନୋଜ ମିଶ୍ର | ତାଙ୍କର କୌଣସି ବିବାଦ କାରଣରୁ ସେ ଦ୍ୱିତୀୟ ବିବାଦ କରିଛନ୍ତି | ସେ ଦ୍ୱିତୀୟ ବିବାହ କରିଥିବା କଥା ସୋସିଆଲମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ସେ ତାଙ୍କ ପ୍ରେମିକ ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି | ମମତା ସୋସିଆଲ ମିଡିଆରେ ତାଙ୍କ ଦ୍ୱିତୀୟ ବିବାହ ଫୋଟୋ ପୋଷ୍ଟ କରିଛନ୍ତି |

ଫୋଟୋ ଟି ଖୁବ ଭାଇରାଲ ହେଉଥିବା ବେଳେ ତାଙ୍କୁ ସମସ୍ତେ ଶୁଭ କାମନା ଜଣାଇଛନ୍ତି | ଭହୁତ ଦିନ ହେଲା ଅଭିନେତ୍ରୀ ମମତା ନନ୍ଦଙ୍କୁ ଡେଟ କରିଆସୁଥିଲେ ଯାହାକୁ ନେଇଁ ଓଲିଉଡ଼ ଜଗତରେ ଆଲୋଚନା ବେଶ ଲାଗିଥିଲା | ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି | ସେ କୋଟ ବିବାହ କରିଛନ୍ତି ଦୁଇଜଣ ବିବାହ ପରେ ସାଇନି କରୁଥିବା ଦେଖିବାକୁ ମିଳିଛି |

ମନୋଜ ତାଙ୍କ ପ୍ରଥମ ସ୍ତ୍ରୀ ମାମା ମିଶ୍ର ଙ୍କୁ ଛାଡ଼ ପ୍ରତ୍ର ଦେଇଛନ୍ତି | ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି | ମାମା ଓ ମନୋଜ ଙ୍କର ଆଗରୁ ଏକ କନ୍ୟା ସନ୍ତାନ ରହିଛି | ଛାଡ଼ପତ୍ର ପରେ ମନୋଜ ଅଭିନେତ୍ରୀ ମମତାଙ୍କ ପ୍ରେମରେ ପଡ଼ିଥିଲେ ଭହୁତ ଦିନର ଭଲ ପାଇବା ପରେ ଦୁହେଁ ଦୁହିଁକୁ ବିବାହ କରିଥିଲେ |

Leave a Reply

Your email address will not be published. Required fields are marked *