ପତ୍ନୀଙ୍କ ସହିତ କେଉଁ କାମ କରିବା ଦ୍ଵାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥାଏ, ମହିଳା ମାନେ ଜାଣିରଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଆପଣଙ୍କ ଜୀବନରେ ଭଲ ଭାବେ ମାନି ଚାଲିବେ ଆପଣଙ୍କ ଘରେ ଧନ, ସୁଖ କେବେ ହେଲେ ଶେଷ ହେବ ନାହିଁ ।
୧. ଯେଉଁ ନାରୀ ନିଜ ସ୍ବାମୀ ମନରେ ଦୁଃଖ ଦେଇଥାଏ ତାଙ୍କ ପରିବାରରେ ଅଶାନ୍ତି ଦେଖାଦିଏ ଏବଂ ନାନାଦି ବାଧାବିଘ୍ନ ଆସି ପହଞ୍ଚିଥାଏ

୨. ଯେଉଁ ନାରୀ ଶାଶୁ ଶ୍ଵଶୁରଙ୍କୁ ଅବମାନନା ତଥା ହତାଦର କରିଥାଏ ସେହି ନାରୀର ସ୍ବାମୀ ସକଳ ବିପଦରେ ପଢିଥାଏ

୩. ଯିଏ ପରନାରୀ, ପରସ୍ୱୀ, ଅନୁଢ଼ା କନ୍ୟା, ପରଝିଅ ଓ ବୋହୁକୁ ସଙ୍ଗମ କରେ ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ଗ୍ରହଣ କରେ ସେ ସାତ ଜନ୍ମ ଯାଏ ନର୍କ ଭୋଗ କରେ ।

୪. ସଂଜ ବେଳେ ମୈଥୁନ କଲେ, ସଂଜବେଳେ ଶୋଇଲେ ସଂଜବେଳେ ଖାଇଲେ କିମ୍ବା ସଂଜବେଳେ କୁକଥା କହିଲେ ନାନା ରୋଗ ରେ ପଢିବା ସହ ଦେବତା ଓ ପୂର୍ବପୁରୁଷ ଅଶାନ୍ତି ହୁଅନ୍ତି।

୫. ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷାକରି କାର୍ଯ୍ୟକରେ ତା ପ୍ରତି ସମସ୍ତଙ୍କ ଆଶୀର୍ବାଦ ରହେ ପୂର୍ବପୁରୁଷ ତାକୁ ଆଶୀର୍ବାଦ କରନ୍ତି ସର୍ବଦେବ ଦେବୀ ଅଭୟ ବର ପ୍ରଦାନ କରନ୍ତି ।

୬. ଯେଉଁ ପୁରୁଷ ଅନ୍ୟଠାରେ ନିଜ ପତ୍ନୀର ନିନ୍ଦାକରେ ସେ ଅର୍ଥହାନୀ ହୋଇ ନାନାବିଧ କଷ୍ଟ ପାଏ ।

୭. ଯେଉଁ ଲୋକ ନିଜସ୍ମୀ ଏବଂ ପର ସ୍ତ୍ରୀ ପ୍ରତି ସର୍ବଦା ଅତ୍ୟାଚାର କରେ ତା’ର ପୁରୁଷତ୍ବ ନଷ୍ଟ ହୁଏ ।

୮. ସୂର୍ଯ୍ୟାସ୍ତ ପରେ କେବେବି ତୁଳସୀ ପତ୍ର ଛୁଇଁବା କିମ୍ବା ଛିତାଇବା ଉଚିତ୍ ନୁହେଁ ଏହା ଅଶୁଭ ହେବା ସହିତ ଦାରିଦ୍ର୍ୟତା ପ୍ରାପ୍ତ ହୋଇଥାଏ ।

୯. ଯେଉଁ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀ ସହ ରମଣ କରେ ସେହି ବ୍ୟକ୍ତି ର ସ୍ତ୍ରୀ ଦୁଶ୍ଚରିତ୍ରା ଓ ଚରିତ୍ରହିନା ହୋଇଥାନ୍ତି।

୧୦. ଘରର ଉତ୍ତର ଦିଗରେ ସବୁଜ ପତ୍ର ଯୁକ୍ର ଗଛ ଲଗାଇବା ଦ୍ବାରା ସୁଭପ୍ରଦ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ତର ହେବା ସହ ଧନ ସମ୍ପତି ଚଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *