ଘରେ ଝଗଡା ଲାଗିଥିଲେ PCR ଗାଡି ପହଞ୍ଚିଲା ବୋଲି ପୋଲିସକୁ ଗୋଡ଼େଇଲେ ବାପ ପୁଅ ଆଉ ତାପରେ….

ଘରେ ଶୁଭିଲା ପାଟିତୁଣ୍ଡ ପିସିଆର ଭ୍ୟାନ ଶୁଣି ମୁଣ୍ଡକୁ ଚଢ଼ିଲା ପିତ ଆଉ ମାଝି ରାସ୍ତାରେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଚୋଟ ପକାଇଲେ ଦୁର୍ଭୂତ ସମାଧାନ କରିବାକୁ ଯାଇଥିଲେ ହେଲେ ଶେଷରେ ନିଜେ ରକ୍ତାକ୍ତ ହୋଇ ଗଲେ ମେଡିକାଲ । ହଁ ଦର୍ଶକ ବନ୍ଧୁ ଝଗଡ଼ା ଲାଗିଲେ ବାପ ଓ ପୁଅ ହେଲେ ମଝିରେ ବଳିପଡ଼ିଗଲେ ପୋଲିସ ବାବୁ ବାପା ପୁଅ ମଧ୍ୟରେ ଲାଗିଥିବା ଝଗଡ଼ା କୁ ବାହାରି ଯାଇଥିଲେ ପୋଲିସ ବାବୁ ହେଲେ ସେ ତାଙ୍କ ସ୍ୱପ୍ନରେ ଭାବି ନଥିବେ ଯେ ଦୂର୍ଭୁତ ଜଗିକି ଏପରି କାମ କରିବା ବୋଲି ।

ହଁ ଦର୍ଶକ ବନ୍ଧୁ ଝଗଡ଼ା ଛଡ଼ାଇବାକୁ ଯାଇ ଥିଲେ ପୋଲିସ ହେଲେ ପୋଲିସ କୁ କଟୁରିରେ ହାଣି ଘରେ ଲୁଚି ବସିଥିଲେ ଦୂର୍ବୁତ ପୋଲିସ ବାବୁଙ୍କୁ ସେହି ପରି ଅବସ୍ଥାରେ ଛାଡ଼ି ଦେଇ ଏହି ଘଟଣାଟି ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଞ୍ଝାରପୁର ଥାନାର ଜଣେ କର୍ମଚାରୀଙ୍କ ସହିତ ଘଟିଛି ବୋଲି ସୂଚନାରୁ ଜଣା ପଡ଼ିଛି । ଆଉ ଏହା ସେହି ଥାନାର ସାମ୍ନାରେ ଥିବା ସାହୁ ସାହିର ଜଣେ ପୁଅ ଦୁଇଜଣ ପୋଲିସ କର୍ମଚାରୀଙ୍କୁ କଟୁରିରେ ହାଣି ଦେଇଥିଲା ଆଉ ଜାଣିବା ପରେ ସେହି ଅବସ୍ଥାରେ ସେହି ପୋଲିସ ଙ୍କୁ ଛାଡି ଦେଇ ଘରକୁ ପଳାଇ ଯାଇଥିଲେ ।

ଆହତ ପୋଲିସ ଅଧିକାରୀ ହେଉଛନ୍ତି ବିଞ୍ଝାରପୁର ଥାନାର ଅଫିସର ସଞ୍ଜୀବ ସାହୁ ଆଉ ପିଶିଆର ଭ୍ୟାନ ର ଚାଳକ ପ୍ରଦୀପ ସାମଲ ସାହୁ ସାହିର ରହୁଥିବା ସଂଗ୍ରାମ ସାହୁ ଆଉ ତାଙ୍କ ବାପା କୌଣସି ପାରିବାରିକ ଘଟଣା କାରଣରୁ ପରସ୍ପର ସହିତ କାଲି କରିବା ଆରମ୍ଭ କରିଥିଲେ ହେଲେ ସେହି ସମୟରେ ତାଙ୍କ ସହିତ ଜଣେ ଲୋକ ପୋଲିସ କୁ କଲ୍ କରିଥିଲେ ହେଲେ ପୋଲିସ ଭ୍ୟାନ ଆସିବାବମାତ୍ରେ ସଂଗ୍ରାମ ଘରୁ ଏକ କତୁରୀ ଆଣି ଦୁଇ ପୋଲିସ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଥିଲେ ଯେଉଁଥିରେ ସେହି ଦୁହିଁ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *