ସମସ୍ତେ କୁହନ୍ତି ଭାଉଜ ପ୍ରେମ ମିଠା କିନ୍ତୁ ବବଲୁ ପାଇଁ ହେଇଗଲା ଖଟା, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ |

ପଡୋଷିଘର ଘର ଭାଉଜକୁ ପ୍ରେମ କରୁଥିଲା ଦିଅର ଭାଉଜ ଲାଇନ୍ ଦଉଥିଲା ଆଉ ଦିଅର ମଧ୍ୟ ଭାଉଜକୁ ପ୍ରେମ କରିବାରେ ଲାଗିଥିଲା ଆଉ ଗତ ୨ ତାରିଖ ରାତିରେ ଖାଇସାରି ଦିଅର ବୋଧେ ଭାଉଜ ପାଖକୁ ଯାଇଥିଲା ହେଲେ ଅଧରତିରେ ଦେଖିଲା ବେଳକୁ ଗାଁ ଚାନ୍ଦିନୀ ପାଖରେ ଦିଅର ର ମୁଣ୍ଡ ଗଡୁଥିଲା !

ଦର୍ଶକ ବନ୍ଧୁ ଏ ହେଉଛି ସେହି ପଡିସା ଘରର ଦିଅର ଯାହାର ନାମ ବବୁଲ ଆଉ ଏହି ବବୁଲ ଆଉ କାହାକୁ ନ ପାଇ ଶେଷରେ ଗୋଟେ ବିବାହିତା ମହିଳାଙ୍କୁ ନିଜର ମାନା ଦେଇ ବସିଥିଲା ଆଉ ଭୂଆଜ ମଧ୍ୟ ନିଜ ସ୍ବାମୀ ପ୍ରେମରେ ବୋର୍ ହୋଇ ଏହି ସୁନ୍ଦର ଦିଅର ବବୁଲ ପ୍ରେମରେ ପାଗିଲି ହୋଇ ଯାଇଥିଲା ।

ଆଉ ପ୍ରେମ ଦୁହିଁଙ୍କ ଭିତରେ ବଢ଼ିବାରେ ଲାଗିଥିଲା ହେଲେ ଏହି ପ୍ରେମ କାହାଣୀ ଏପରି ମୋଡରେ ଆସି ଶେଷ ହେଇଯିବ ବୋଲି କେହି ବି ଭାବି ନଥିଲେ । ଆଉ ଏହି ଦୁଇଜଣ ହେଇଛି ସେହି ସ୍ତ୍ରୀ ଲୋକର ସ୍ବାମୀ ଆଉ ପ୍ରକୃତ ଦିଅର ଯିଏକି ଏହି ବବୁଲର ପ୍ରେମ ବିଷୟରେ ଜଣିଦେଇଥିଲେ ଆଉ ଯାହା ପାଇଁ ଦୁଇ ପରିବାର ମଧ୍ୟରେ କଥା କଟା କଟି ମଧ୍ୟ ହୋଇଥିଲା ହେଲେ ଗତ ୨ ତାରିଖ ରାତିରେ ବବୁଲର ଜୀବନର ଶେଷ ରାତି ହେବ ଯାଉଥିଲା ।

ସେ ଦିନ ରାତିରେ ସେ ଘରେ ଖାଇବା ପରେ ନିଜର ପ୍ରେମ ବା ସେହି ଦୁଇଟି ପିଲାର ମା ପାଖକୁ ପ୍ରେମ କଥା ହେବାକୁ ଯାଉଥିଲା ହେଲେ ଅଧା ରାତିରେ ବବୁଲ ର ପରିବାର ଲୋକେ ତାକୁ ଖୋଜା ଖୋଜି କରିବା ଦ୍ଵାରା ସେମାନେ ବବୁଲ ର ମୃ-ତ ଶରୀରକୁ ଗାଁ ର ଚାନ୍ଦିନୀ ନିକଟରେ ପାଇଲେ ଆଉ ପୋଲିସ ନିକଟରୁ ସୂଚନା ମିଳିଥିଲା ଯେ ସେହି ବବୁଲ କୁ ଆଉ କେହି ନୁହଁ ତା ପ୍ରେମିକାର ସ୍ବାମୀ ଓ ଦିଅର ଦୁହେଁ ମିଶି ଶେଷ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *