ଏହି 06 ଟି ଘଟଣା ବୈଜ୍ଞାନିକ (Scientists) ମାନଙ୍କର ବି ଉଡେଇଦେଲା ହୋସ୍, ଦେଖନ୍ତୁ ଭିଡ଼ିଓ |

ବନ୍ଧୁଗଣ ଆପଣମାନେ ଫେନୋମେନା ଏହି ଶବ୍ଦ କେବେ ନା କେବେ ଶୁଣିଥିବେ ଫେନୋମେନା ର ମତଲବ ହେଉଛି ଅଦ୍ଭୁତ ଘଟଣା ଯାହାକୁ ବୈଜ୍ଞାନିକ ମାନେ ମଧ୍ୟ ଠିକ ସେ ବୁଝିପାରନ୍ତି ନାହିଁ ହଜାର ହଜାର ବର୍ଷ ଧରି ଘଟି ଆସୁଥିବା ଏହି ଅଦ୍ଭୁତ ଘଟଣା ଗୁଡିକ ଆମକୁ ଚକିତ କରିଦିଏ ଏହି ଘଟଣା ଗୁଡିକ ଏମିତି ଯେ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି ତେବେ ଆସନ୍ତୁ ଦେଖିବା ସେହି ଘଟଣା |

ବନ୍ଧୁଗଣ ଆପଣମାନେ ଅନେକ ସମୟରେ ବନ୍ୟା ଦେଖିଥିବେ କିନ୍ତୁ ଏଥିରେ ଆପଣ ଯାହା ଦେଖୁଛନ୍ତି ଏହା ବନ୍ୟା ଠାରୁ ଅଧିକ ଭୟଙ୍କର ଅଟେ କାରଣ ଏହା ମାଟି କାଠ ଏବଂ ପଥର କୁ ବୁହାଇ ନିଏ ଏବଂ ଏହା ଆଗରେ ପଡୁଥିବା ସମସ୍ତ ଜିନିଷ କୁ ନଷ୍ଟ କରିଦିଏ |

ବନ୍ଧୁଗଣ ବର୍ତ୍ତମାନ ଆପଣ ଏଠାରେ ଯାହା ଦେଖୁଛନ୍ତି ଆଗରୁ ଆପଣ କେବେ ଏହା ଦେଖିନଥିବେ ଏଠାରେ ଏମିତି ଜଣାପଡୁଛି ଯେ କିଏ ମାଟିତଳେ ପାଣି ଭରିଦେଇଛି ଅସଲରେ ଅଧିକାଂଶ କେଉଁ ଏରିଆ ରେ ବର୍ଷା ହୋଇଯାଏ ତ ଘାସ ତଳେ ପାଣି ଜମିଯାଏ ଏହି ଘାସ ଏତେ ଘଞ୍ଚ ହୋଇଥାଏ କି ତାହା ମଧ୍ୟରୁ ପାଣି ବାହାରିପାରେ ନାହିଁ ଏବଂ ଏହା ପାଣି ଭରାଥିବା ଏକ ବେଲୁନ ଭଳି ହୋଇଯାଏ ଏବଂ ବର୍ଷା ପରେ ଏହା ଉପରେ ଚାଲିବା ବହୁତ ମଜା ଆସିଥାଏ |

ବନ୍ଧୁଗଣ ଏମିତି ଅନେକ ଦେଶ ଅଛି ଯେଉଁଠାରେ ବରଫ ପଡେ କିନ୍ତୁ ସେଠାକାର ଲୋକମାନଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଇଛି ସାଧାରଣତଃ ଲୋକମାନେ ନିଜ ଘର ଏବଂ ଗାଡି ରୁ ବରଫ ହଟାଇ ଦିଅନ୍ତି କିନ୍ତୁ ଯେତେବେଳେ ବରଫ ଝଡ଼ ଆସେ ଏହା ସବୁ ଜିନିଷ କୁ ବରଫ ତଳେ ପୋତିଦିଏ ବରଫ ଝଡ଼ ସାଧାରଣ ବରଫ ପଡିବ ଠାରୁ ଆହୁରି ଅଧିକ ବିପଦ ହୋଇଥାଏ ଯେମିତି ଏଠାରେ ଆପଣ ଏହି ଗାଡି ଉପରେ କେମିତି ବରଫ ଲାଗିଛି ଆପଣ ଦେଖିପାରୁଥିବେ ଏବେ ଏହି ଲୋକ ତାକୁ ଭାଙ୍ଗିବାକୁ ହାତୁଡି ର ବ୍ୟବହାର କରୁଛି |

ଗ୍ରଭିଟି ଏବଂ ସାଇନ୍ସ ର ନିୟମ ଅନୁସାରେ ଯାହା ଉପରକୁ ଯାଇଥାଏ ତାହା ତଳକୁ ନିଶ୍ଚିତ ଆସିଥାଏ ତାହା ଯେତେ ହାଲୁକା ରୁ ହାଲୁକା ଜିନିଷ ହେଇଥାଉ ନା କାହିଁକି କିନ୍ତୁ ବେଳେ ବେଳେ ପ୍ରକୃତି ଏହି ନିୟମ ଗୁଡିକୁ ମାନେ ନାହିଁ ଆମେ ଯେତେ ଚେଷ୍ଟା କଲେବି ପଥର ଉପରେ ପଥର ଆମେ ବହୁତ କମ ରଖିପାରିବା ଏବଂ ଏସବୁ ଗ୍ରଭିଟି କାରଣରୁ ହୋଇଥାଏ କିନ୍ତୁ କିଛି ନେଚୁରାଲ ଫେନୋମେନା ନେଚର ର ଏହି ନିୟମ ସବୁ ମାନନ୍ତି ନାହିଁ ଏହି ପଥର ଗୁଡିକ ଭୂମିକମ୍ପ ରେ ମଧ୍ୟ ଖସେ ନାହିଁ |

ସମୁଦ୍ର ବେଳାଭୂମି କୁ ଖରାଦିନେ ବୁଲିବାକୁ ଯିବା ମୋହୁତ୍ୱ ମଜାଦାୟକ ଅଟେ ପ୍ରତି ବର୍ଷ ହଜାର ହଜାର ଲୋକ ସମୁଦ୍ର ବେଳ ଭୂମିକୁ ଭୁକିବାକୁ ଯାଇଥାନ୍ତି କିନ୍ତୁ କଣ ହେବ ଯେତେବେଳେ ଏହି ବିଚ ଅଚାନକ ପାଣିରେ ବୁଡ଼ିବାକୁ ଲାଗିବ 2018 ର ଅଷ୍ଟ୍ରେଲିଆ ର ଏକ ବୀଚ ର ବଡ଼ ଭାଗ ଅଚାନକ ସମୁଦ୍ର ରେ ବୁଡିଗଲା ଏହାର ଗୋଟେ ଦିନ ପୂର୍ବରୁ ହଜାର ହଜାର ଲୋକ ଏଠାକୁ ବୁଲିବାକୁ ଆସିଥିଲେ କିନ୍ତୁ ଏହି ଘଟଣା ପରେ ଟ୍ୟୁରିଷ୍ଟ ଙ୍କୁ ଏଠାରେ ବ୍ୟାନ କରିଦିଆ ଗଲା କିନ୍ତୁ ଏହା କଣ ପାଇଁ ହେଲା ଏହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି |

ଆଜି କାଲି ପୃଥିବୀ ରେ ଏମିତି ଅଜବ ଭଠନ ଘଟୁଛି ଯାହା ଆଗରୁ କେବେ ଘଟିନଥିଲା ଯେମିତି 2005 ରେ ଇଥିପିଆ ରେ ଏକ ଭୂମିକମ୍ପ ଆସିଥିଲା ଯାହା ଭୂମିରେ ଏକ 20 ଫୁଟ ଓସାରର ଏକ ଫାଟ ଏତେ ଚୌଡା ଥିଲା ଯେ ଭୂମି ଦୁଇ ଭାଗ ରେ ବିଭକ୍ତ ହୋଇଯାଇଥିଲା |

ବନ୍ଧୁଗଣ ଏହି ଭିଡିଓ ମୁମ୍ବାଇ ର ଦରଘା କୁ ଯାଇଥିବା ରୋଡ଼ ର ଅଟେ ଯେଉଁଠି ସମୁଦ୍ର ର ପାଣି ମାଡ଼ିଗଲା ପରେ ଏମିତି ଲାଗେ ଯେମିତି ଲୋକମାନେ ପାଣି ଉପରେ ଚାଲୁଛନ୍ତି କିନ୍ତୁ ପ୍ରକୃତ ରେ ଏହା ଏକ ଇଲୁଜନ ଅଟେ |

Leave a Reply

Your email address will not be published. Required fields are marked *