ଆଜିର ରାଶିଫଳ 04 ସେପ୍ଟେମ୍ବର 2024 ବୁଧୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।

ବୃଷ ରାଶି – ନିଜକୁ ପରିବର୍ତ୍ତନ ହୋଇଥିବା ଭୂମିକାରେ ଅନୁଭବ କରିବେ। ଆପଣଙ୍କ ବ୍ୟବସାୟ କୌଶଳ ଶୀଘ୍ରତା ଆସିବ। ପଦବି ଓ ଆମଦାନି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ପାଇବେ।

ମିଥୁନ ରାଶି – ଅଫିସରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ର ଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ। ‌

କର୍କଟ ରାଶି – ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ତାହାଦ୍ବାରା ଆପଣ ଖୁସି ହେବେ। ‌

ସିଂହ ରାଶି – ପାରିବାରିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଏଭଳି ଯୋଜନା କରିବେ ଯାହା ଆପଣଙ୍କର ଲାଭ ହି ଲାଭ ହେବ। ଚାକିରିଜୀବୀଙ୍କର ଉନ୍ନତି ହେବ।

କନ୍ୟା ରାଶି – ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟାରେ ସମୟ ବିତିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ତୁଳା ରାଶି – ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ମହିଳାମାନଙ୍କୁ କାମରେ ଆରାମ ମିଳିବ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ।

ବିଛା ରାଶି – ଅନ୍ୟମାନଙ୍କ ସହିତ ସେବେ ବନ୍ଧୁତା କରନ୍ତୁ ଯେବେ ତାଙ୍କ ସମ୍ବନ୍ଧରେ ପୂରା ଜାଣି ନେବେ। ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ବାହାରକୁ ବୁଲି ଯିବେ।

ଧନୁ ରାଶି – ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନୋଯୋଗରେ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ହେବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ।

ମକର ରାଶି – ପୁରୁଣା କାର୍ଯ୍ୟରେ ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା। ପିଲାମାନଙ୍କୁ କ୍ୟାରିୟର ବିଷୟରେ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କୁମ୍ଭ ରାଶି – କ୍ୟାରିୟରକୁ ବଢ଼ାଇବା ଲାଗି ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ଭଲ ସମୟ ଅତିବାହିତ କରିବେ। ଶାରୀରିକ ଦୃଷ୍ଟରୁ ସ୍ବାସ୍ଥ୍ୟ ଭଲ ଠିକ୍ ରହିବ।

ମୀନ ରାଶି – କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ଭଲଭାବେ ଚିନ୍ତା କରନ୍ତୁ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ। ସମାଜରେ କରିଥିବା କାମ ପାଇଁ ପ୍ରସିଦ୍ଧି ବଢ଼ିବ।

Leave a Reply

Your email address will not be published. Required fields are marked *