Janiba Katha : ଶକ୍ତିଶାଳୀ ଶରୀର ଏବଂ ପ୍ରୋଟିନ ପାଇଁ ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଜିନିଷ ବିଦ୍ୟାରେ କହିବାକୁ ଯାଉଛୁ ଯାହାର ନିୟମିତ ସେବନ କରିବା ଦ୍ଵାରା ଆପଣ ହୋଇଯିବେ ଶକ୍ତିଶାଳୀ ହୋଇଯିବେ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା। ଆଜି କଲି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଭୁଲ ଖାଦ୍ଯ ଓ ଖରାପ ଅଭ୍ଯାସ ଲାଗି ସେମାନଙ୍କର ଶରୀର ପତଳା ଓ ଦୁର୍ବଳର ଶିକାର ହୋଇଯାଇଛି ।

ସେମାନେ ନିଜ ଶରୀରର ଓଜନ ବଢାଇବା ପାଇଁ ବହୁତ ପ୍ରକରର ଉପାୟ ଆପଣେଇ ଥାନ୍ତି । କିନ୍ତୁ ସେମାନଙ୍କୁ କିଛି ଖାସ ଲାଭ ମିଳିନଥାଏ । ବହୁତ ଲୋକ ନୁଜ ଶରୀର ଓଜନ ବଢାଇବା ପାଇଁ ପ୍ରୋଟିନ ପାଉଡର ଓ ବହୁତ ପ୍ରକାର ମେଡ଼ିସିନ ବ୍ୟବହାର କରନ୍ତି । ଯେଉଁଥି ପାଇଁ ତାଙ୍କୁ ବହୁତ ଟଙ୍କା ଖର୍ଚ କରିବାକୁ ପଡିଥାଏ ।

ସାଥିରେ ଏହି ସବୁ ଜିନିଷର ସେବନ ଦ୍ଵାରା ସାଇଡ ଇଫେକ୍ଟ ପଡିବାର ସମ୍ବାଭନା ମଧ୍ୟ ରହିଛି । ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଜେଈକି ବ୍ୟାୟମର ଆବଶ୍ୟକତା ପଡେ, ସେତିକି ପୌଷ୍ଟିକର ଆବଶ୍ୟକତା ପଡେ । ଯଦି ଆପଣଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିବାକୁ ଅଛି । ତେବେ ପ୍ରତିଦିନ ବ୍ୟାୟମ କରନ୍ତୁ ଓ ଏହି ତିନୋଟି ଜିନିଷର ସେବନ କରନ୍ତୁ ।

ତେବେ ଆସନ୍ତୁ ଆଜିର ସୁନ୍ଦର ବିଷୟ ବସ୍ତୁକୁ ଆଲୋଚନା କରିବା । ତୃତୀୟରେ ଆସିବା ମୁଗ, ମୁଗରେ ସେଇ ସବୁ ତତ୍ଵ ମହଜୁଦ ଥାଏ ଯାହା ଶରୀରକୁ ଶକ୍ତିଶାଳୀ ଓ ବଳ ଶାଳି ବନେଇବା ପାଇଁ ଜରୁରୀ ହୋଇଥାଏ । ଏଥିଲାଗି ଆପଣକୁ ବତୁରା ଚଣା ସହ ବତୁରା ମୁଗର ମଧ୍ୟ ସେବନ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ।

Leave a Reply

Your email address will not be published. Required fields are marked *