ଗଣେଶ ଚତୁଥି ଠାରୁ ତୁଳା ରାଶି ଙ୍କ ପାଇଁ ସେପ୍ଟେମ୍ବର ମାସ ରେ କଣ ଅଛି | ତୁଳା ରାଶି ର ସ୍ୱାମୀ ହେଉଛନ୍ତି ଶୁକ୍ଳ | ଶୁକ୍ଳ ଏବଂକେତୁ ବି ଆପଣ ଙ୍କର ବିରଜଅଛନ୍ତି |ଆପଣଙ୍କର ର ପଞ୍ଚମ ଭାଗରେ ଅଛନ୍ତି ଶନି |ଷଷ୍ଠ ଭାଗରେ ଅଛନ୍ତି ରାହୁ | ଅଷ୍ଟମ ଭାଗରେ ଅଛନ୍ତି ଗୁରୁ | ନବମ ଭାଗରେ ଅଛନ୍ତି ମଙ୍ଗଳ | ଏକାଦଶ ଭାବରେ ଅଛନ୍ତି ସୂର୍ଯ୍ୟ ଏବଂ ବୁଦ୍ଧ | ଆପଣ ଙ୍କର ପ୍ରଥମ ଭାବଟି ହୋଇଥାଆ ସ୍ଵସ୍ଥ ର ଭାଗ | ଆପଣ ଙ୍କର ପ୍ରଥମ ଭାଗର ଏଥିପତି ହେଉଛନ୍ତି ଶୁକ୍ଳ ଯେକି ଆପଣ ଙ୍କର ଏକାଦଶ ଭାବରେ ଅଛନ୍ତି |ଅଠର ସେପ୍ଟେମ୍ବର କୁ ରାଶି ପ୍ରରିଵର୍ତନ ହେବ |
ଅଠର ସେପ୍ଟେମ୍ବର କୁ ଶୁକ୍ଳ ଙ୍କର ରାଶି ପରିବର୍ତନ ହେବ | ଆପଣ ଙ୍କୁ ଅଠର ସେପ୍ଟେମ୍ବର ପୂର୍ବରୁ ନିଜ ଦେହ ର ଯତ୍ନ ନେବା ଦରକାର ଅଛି |ଆପଣ ବାହାର ଜିନିଷ କୁ ଜମା ବି ଖାନ୍ତୁନାହିଁ | ଅପାଙ୍କ କାଶ ,ଜର, ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ | ଅଠର ସେପ୍ଟେମ୍ବର ପରେ ନିଜର ସ୍ଵାସ୍ଥ କୁ ଣେଜୀ ଚିନ୍ତା କରିବା ଦରକାର ନାହିଁ | ଆପଣ ଙ୍କର ପଞ୍ଚମ ଭାଗଟି ହୋଇଥାଆ ଶିକ୍ଷା ର ଭାଗ ପଞ୍ଚମ ଭାଗର ସ୍ୱାମୀ ହେଉଛନ୍ତି ଶନି | ବୁଦ୍ଧ ଏବଂ ଶୁକ୍ର ଙ୍କର ଦୃଷ୍ଟି ପଞ୍ଚମ ଭାଗରେ ଅଛି | ଏହି ମାସରେ ଆପଣ ଙ୍କର ପାଠ ପଢା ସ୍ଥିତି ଭହୁତ ଭଲ ଅଛି |
ଏହି ସମୟରେ ଆପଣ ଙ୍କ ର ମାନସିକ ଟା ଭଲ ରହିବ |ଏହି ସମୟରେ ଆପଣ ଙ୍କ ର ଫୋକସ ବହୁତ ରହିବ ପରୀକ୍ଷା ରେ ଆପଣ ଙ୍କର ଭହୁତ ଭଲ ଫଳ ମିଳିବ | ଆପଣ ଙ୍କର ପଞ୍ଚମ ଭାଗରେ କୌଣସି ପାପଗ୍ରହ ମାନ ଙ୍କର ଦୃଷ୍ଟି ଅଛି | ଆପଣ ଙ୍କର ନଚାହିଁଲେ ମଧ୍ୟ କିଛି ଏପରି କଥା କହିଦେଇ ପାରନ୍ତି ଯାହା ଆପଣ ଙ୍କର ର ସମ୍ପର୍କ ରେ ସମସ୍ୟା ସୃଷ୍ଟି କରିପାରେ | ଆପଣ ଙ୍କ ସାଥି ଙ୍କ ମଧ୍ୟରେ ଟିକେ ରାଗ ଦେଖାଦେଇପାରେ | ଆପଣ ଙ୍କର ପ୍ରେମର ଭାଗ ହୋଉଛି ସପ୍ତମ ଭାଗ ସପ୍ତମ ଭାଗର ସ୍ୱାମୀ ହେଉଛନ୍ତି ମଙ୍ଗଳ | ମଙ୍ଗଳ ଆପଣ ର ରାଜଯୋଗ ର ପ୍ରାପ୍ତି ଅଛି ଆପଣ ଙ୍କ ଜୀବନ ସାଥି ଙ୍କ କ୍ୟାରିଅର ଉପରେ ପରିଵର୍ତନ ଆସିବାକୁ ଯାଉଛି |
ଆପଣ ଙ୍କର ବୈବାହିକ ଜୀବନ ଭଲ ରହିବ | ଆପଣ ଙ୍କର ସମ୍ପର୍କ ଭଲ ରହିବ | ଯଦି ଆପଣ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ପରିବାର କିମ୍ୱା ଲାଇଫ ପାଟନର ଙ୍କର ପରାମର୍ଶ ନେଇ କରନ୍ତୁ | ଆପଣ ଙ୍କର ଦଶମ ଭାଗର ଏଥିପତି ହେଉଛନ୍ତି ଚନ୍ଦ୍ରମା ଯେକି ଦୁଇ ଦିନରେ ରାଶି ପରିବର୍ତନ କରେ | ଏହି ମାସ ରେ ଆପଣ ଙ୍କର ଚାକିରୀ ମିଳିବା ର ଯୋଗ ମଧ୍ୟ ରହିଛି ଆପଣ ଏମିତି କିଛି କରିପାରନ୍ତି ଯାହା ଦ୍ୱାରା ଆପଣ ଙ୍କର ସାମ୍ନା ଵାଲା ଆପଣ ଙ୍କ ପ୍ରତି ଆର୍କସିତ ହୋଇପାରନ୍ତି | ଆପଣ ଙ୍କ ଚାକିରୀ କ୍ଷେତ୍ର ରେ ଖୁସୀ ଖବର ମିଳିବ | ଆପଣଙ୍କର ପନ୍ଦର ସେପ୍ଟେମ୍ବର ଜୟ ଆପଣ ଙ୍କର ଭଲ ରହିଛି |