ଜୀବନ ଯାଉ ଯାଉ ଡାକ୍ତରୀ ଛାତ୍ରୀ ଏଇ ମାନଙ୍କ ନା କହିଥିଲା, ଦେଖନ୍ତୁ ଭିଡ଼ିଓ |

ଦର୍ଶକ ବନ୍ଧୁ ସାମ୍ନାକୁ ଆସିଲା ମହିଳା ଡାକ୍ତର ମୈମିତା ଙ୍କ ମୃ-ତ୍ୟୁକୁ ନେଇ ଆଉ ଏକ ଆଚାର୍ଯ୍ୟ କଲା ଭଳି ଖବର ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଦର୍ଶକ ବନ୍ଧୁ ଆସିଲା ମହିଳା ଡାକ୍ତର ମୈମିତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଚାକର ବା ପିଅନ ସଞ୍ଜୟ ସହିତ ମିଶି ଆହୁରି ଚାରିଜଣ ମହିଳା ଡାକ୍ତଙ୍କ ସହିତ କରିଥିଲେ ଦୁଷ୍କ-ର୍ମ ! ପ୍ରଥମେ ସନଯ୍ୟ ଆଉ ତାପରେ ଜଣଙ୍କ ପରେ ଜଣେ ଆହୁରି ୪ ଜଣ ମହିଳା ଡାକ୍ତରଙ୍କ ସହିତ ସମୂହ ଦୁଷ୍କ-ର୍ମ କରି କରିଥିଲେ ତାଙ୍କ ହ-ତ୍ୟା ।

ଯାହା ବିଷୟରେ ଦବୁ ତଥ୍ୟ ଏବେ ପୋଷ୍ଟମର୍ଟମ ରିପୋର୍ଟ ମାଧ୍ୟମରେ ଜଣାପଡିଛି । ହଁ ଦର୍ଶକ ବନ୍ଧୁ ଯେଉଁ କଥାକୁ ସନ୍ଦେହ ଥିଲା ତାହା ହିଁ ଘଟିଗଲା କେବଳ ଜଣେ ଚାକର ସଞ୍ଜୟ ରାଓ ମହିଳା ଡାକ୍ତରଙ୍କ ସହିତ ଦୁଷ୍କ-ର୍ମ କରିନଥିଲା ଚାକର ସହିତ ଏକ ବେଳେ ଚାରିରୁ ପାଞ୍ଚ ଜଣ ଯୁବକ ମିଶି ମହିଳା ଡାକ୍ତରଙ୍କ ସହିତ କରିଥିଲେ ସମୂହ ଦୁଷ୍କ-ର୍ମ ଆଉ ସେହି ରାତି ଅଧରେ ଚାରିରୁ ପାଞ୍ଚ ଜଣ ମିଶି ମହିଳା ଡାକ୍ତରଙ୍କ ସହିତ ଗଣ ଦୁଷ୍କ-ର୍ମ କରି ତାଙ୍କୁ ସେଇଠି ହ-ତ୍ୟା କରିଦେଇଥିଲେ |

ଯାହା ପଛର ସାତ ଏବେ ଲୋକଙ୍କ ସାମ୍ନାକୁ ଚାଲିଆସିଛି ସମସ୍ତେ କହୁଥିଲେ ଯେ କେମିତି ଜଣେ ଚାକର ଗୋଟେ ମହିଳା ସହିତ ଦୁଷ୍କ-ର୍ମ କରିପାରିଥିବ ତା ସହିତ ନିହାତି କେହିନା କେହି ତାସହିତ ମିଶି ଏ ଲଜ୍ଜ୍ୟା ଜନକ ଘଟଣା ପଛରେ ଥିବେ ଆଉ ଏହି ରିପୋର୍ଟ ଶିବ ପରେ ଏହା ସ୍ପଷ୍ଟ ହୋଇସାରିଛି ହେଲେ ସବୁଠାରୁ ବଡ଼ ପ୍ରଶ୍ନ ଏବେ ଏହା ଯେ ଆଉ କିଏ ସଞ୍ଜୟ ରାଓ ସହିତ ଥିଲା କଣ ସେମାନେ କୌଣସି ଧନୀ ଘରର ଅଟନ୍ତି ସେଥି ପାଇଁ ତାଙ୍କ ନା ପଦାକୁ ଆସିବା କଷ୍ଟକର ହେଇ ପଡୁଛି ହେଲେ ଯାହା ହେଉ ନ କାହିଁକି ଦୋଷୀଙ୍କୁ ଦଣ୍ଡ ମିଳିବ ନିହାତି ଆବଶ୍ୟକ । ଆପଣଙ୍କ ଏ ନେଇ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *