ରାଧା ବେଶରେ ଅଭିନୟ କରିଲେ ଅନିଶାଙ୍କ କୁନି ଝିଅ Bhiyona, ଦେଖିଲେ କହିବେ ଇଏତ….

ଦର୍ଶକ ବନ୍ଧୁ ଜନ୍ମାଷ୍ଟମୀ କୃଷ୍ଣ ଏନ୍ନଗ ରାଧା ବେଶରେ ସଜେଇ ହୋଇଥିଲେ ଓଡ଼ିଆ ଅଭିନେତ୍ରୀ ଆନୀ ଅନୁଭୂତିଙ୍କ କୁନି ଝିଅ ଭିଓନା । ଦର୍ଶକ ବନ୍ଧୁ ତାହେଲେ ଆପଣମାନେ ତ ଏହି କୁନି ଝିଅ ଭିଓନାଙ୍କୁ ତ ବେଶ ଭଲଭାବରେ ଜାଣିଥିବେ କାରଣ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି ।

କାରଣ ଆନୀ ଛୋଟ ବେଳରୁ ହିଁ ତାଙ୍କୁ କୁନି ଝିଅକୁ ଅଭିନୟ ଶିଖାଇ ଆସିଛନ୍ତି ତାହେଲେ ଏବେ ସେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ଠାରୁ ଖୁବ୍ କମ୍ ଦିନରେ ବହୁତ୍ ସାରା ଭଲପାଇବା ପାଇବାରେ ସଫଳ ହୋଇଛନ୍ତି ଭିଓନା ଆଉ ଏବେ ଜନ୍ମାଷ୍ଟମୀ କୃଷ୍ଣ ଏବଂ ରାଧା ବେଶରେ ସଜେଇ ହୋଇ ବହୁତ୍ ସୁନ୍ଦର କଥା କହିବା ସହିତ ନିଜ ମାଙ୍କ ସହିତ ସହିତ ଖେଳୁଥିବା ନଜର ଆସିଛନ୍ତି ।

ତାହେଲେ ଆପଣମାନେ ଭିଓନାଙ୍କୁ ବେଶ୍ ଭଲ ଭାବରେ ଜାଣି ସରିଥିବେ ପାଖା ପାଖି ୩ ବର୍ଷ ହେଇ ସାରିଲାଣି ଭିଓନାଙ୍କୁ ଆଉ ଏହାରି ମଧ୍ୟରେ ସେ କିଛି ସିନେମାରେ ଶିଶୁ କଳାକାର ଭାବରେ ଅଭିନୟ ମଧ୍ୟ କରିଛନ୍ତି ।

ଆଉ ଏହାରି ମଧ୍ୟରେ ସେ ତାଙ୍କ ବାପା ଆଉ ମାଙ୍କ ଠାରୁ ଅଭିନୟ ଶିଖୁଥିବାର ମଧ୍ୟ ନଜର ଆସୁଛନ୍ତି ଆପଣ ମାନେ ଭିଓନା ଙ୍କ ମା ଓ ବାପାଙ୍କୁ ନିଚୟ ଭାବରେ ଜାଣିଥିବେ କାରଣ ସେ ସୁଟିଂ ସେଟ୍ ରୁ ପରସ୍ପରକୁ ଭଲ ପାଇ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Leave a Reply

Your email address will not be published. Required fields are marked *