ଆପଣ ଙ୍କ ବୁଡ଼ା ଅଂଘୁଠି ଠାରୁ ତାର ପାଖ ଅଂଘୁଠି ଟି ବଡ ଅଛି ବା ସବୁ ଆଙ୍ଗୁଠି ଠୁ ବଡ ଅଛି ତାହାଲେ = ଆପଣ ଙ୍କର ଯଦି ଏହି ପରି ଆଘୁଠି ଅଛି ସେମାନେ ଅଥିକ ସାମାନ୍ୟ ଧାରଣ ହୋଇଥାନ୍ତି ଏହିଭଳି ଲୋକ ମାନେ ଛୋଟ ବେଳ ରୁ ନିଜ ଉପରେ ନିଜେ ନିଭର ଶିଳ | ଆଉ କାହା ଉପରେ ନିଭର କରି ସେମାନେ ବଂଚିବାକୁ ଚାହାନ୍ତି ନାହିଁ ଏମାନେ ଯାହା କିଛି ଜୀବନରେ ହାସଲ କରିଥାନ୍ତି ନିଜର କଠିନ ପରିଶ୍ରମ ଦୂର ହାସଲ କରିଥାନ୍ତି ଭହୁତ ଲୋକ ଏମିତି ଅଛନ୍ତି ସେ ମାନ ଙ୍କୁ ଜନ୍ମ ପରେ ବହୁତ କିଛି ମିଳିଥାୟ କିନ୍ତୁ ନିଜ ପ୍ରରିଶ୍ରମ ରେ କମେଇଥିବା ତାହାର ଅଲଗା ମଜା ରହିଥାଆ |
ଏହି ପରି ଲୋକ ମାନେ ଜୀବନରେ ବହୁତ ଜଲ୍ଦି ସଫଳତା ମିଳିନଥାୟ | ଏମାନ ଙ୍କ ପାଖରେ ଗୋଟିଏ ଭହୁତ ଭଲ ଗୁଣ ଅଛି ଯାହା କି ଆଉ କାହା ପାଖରେ ନାଥାୟ | ଭହୁତ ସହଜରେ ବହୁତ ଜଲ୍ଦି ସବୁ କଥା ଜାଣିପାରନ୍ତି | ଆପଣ ମାନେ ଦେଖିବେ ଏମାନେ ଯାହାକୁ ବିବାହ କରିଥାନ୍ତି ଟାଣ ତାଙ୍କ ଜୀବନ ଭଲ ଭାବରେ କଟିଥାୟ | ଜୀବନ ରେ କିଛି ନୂଆ କରିବାର ମନ ରହିଥାଆ | ଏମାନେ କିଛି ନୂଆ ବି କରିକି ଦେଖାନ୍ତି କିଛି ନୂଆ ନୂଆ କାମ କରିବା ଏବଂ କଥା ଶିଖିବା ଏମାନଙ୍କ ର କାମ ହୋଇଥାଆ |
ତାର ବାର ହୋଇ ଏମାନେ କୌଣସି କାମ କରିବାକୁ ପସନ୍ଦ କରିନଥାନ୍ତି ଏମାନେ ଯାହାବି କରନ୍ତି ଭହୁତ ଭୁଝି ବିଚାରି ଭହୁତ ଭଲ ଭାବରେ କରିଥାନ୍ତି ଏମାନେ ଭହୁତ ଇମୋସନାଲ ହୋଇଥାନ୍ତି | ଯଦି କୌଣସି ବେକ୍ତି ଯଦି କିଛି କଥା କହିଦେଲା ଏମାନେ ଭହୁତ ଦୀନ ଧରି ଭାବନ୍ତି |
ଯଦି ଅମାନ ଙ୍କୁ କୌଣସି ଲୋକ କିଛି କହିଦେଲା ଏମାନେ କଥା ନ କରୀ କାମରେ କରିଥାନ୍ତି | ଏମାନେ ପରିବାର ପାଇଁ ଭହୁତ କିଛି କରିଥାନ୍ତି | ଏମାନ ଙ୍କୁ ଯେତେ ବି ଦୁଃଖ ଆଶୁ ଏମାନେ ପରିବାର ପାଇଁ ସବୁ ଭୁଲିଯାନ୍ତି |ଏମାନେ କର୍ମ କ୍ଷେତ୍ର ରେ ଭହୁତ ଉନତି କରିଥାନ୍ତି |ଏମାନଙ୍କୁ ଜୀବନରେ ସଫଳତା ମିଳିଥାୟ |ଏମାନକୁ ମାନସାନମାନ ମିଳିଥାୟ |