26 ଅଗଷ୍ଟ 2024 ପବିତ୍ର ଜନ୍ମାଷ୍ଟମୀ ପଡୁଛି ଆଉ ଏହି ଦିନ ଗାଈକୁ ଖୁଆଇଦିଅନ୍ତୁ ଏହି ଗୋଟିଏ ଛୋଟିଆ ଜିନିଷ ଆପଣଙ୍କୁ ସମସ୍ତ କଷ୍ଟରୁ ମିଳିଯିବ ମୁକ୍ତି | ଭଗବାନ ଶ୍ରୀକୃଷ୍ନଙ୍କ ଆଶ୍ରିବାଦରୁ ଆପଣଙ୍କର ଜୀବନରେ ହେବ କେବଳ ଧନର ବର୍ଷା ଏବଂ ଏହା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଯିବ | ପୁରା 52ବର୍ଷ ପରେ ଆସିଯାଇଛି ଏମିତିକା ମହାସଂଯୋଗ | ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୁରା 90 ବର୍ଷ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏମିତି ଶିବଗ ଏବଂ ଦୁର୍ଲଭ ମହାସଂଯୋଗ ଵନିବାପାଇଁ ଯାଉଅଛି |
ଯେଉଁଥିରେ ରାଜ ଯୋଗ, ଅମୃତ ସିଦ୍ଧି ଯୋଗ, ଆୟୁସ୍ମାନ ଯୋଗ, ଧନ ଲକ୍ଷ୍ମୀ ଯୋଗ, ଯେମିତି ପୁରା 52 ପ୍ରକାରର ଶୁଭ ଯୋଗର ନିର୍ମାଣ ହେବାକୁ ଯାଉଛି | ତେବେ କେବଳ ଆପଣଙ୍କୁ ଗାଈକୁ ଏହି ଛୋଟିଆ ଜିନିଷ ଖୁଆଇ ଦେବାର ଅଛି ଯାହା ସମ୍ପର୍କରେ ପ୍ରାଚୀନ ଗ୍ରନ୍ଥରେ ଲେଖା ଯାଇଅଛି | ତେବେ ଆପଣଙ୍କୁ କେବଳ ଏତିକି କରିବା ଦ୍ୱାରା ନ କେବଳ ଆପଣଙ୍କ ଜୀବନର ଜନ୍ମ ଜନ୍ମାନ୍ତର ଗରିବ ଭଳି ସମସ୍ୟା ଦୂର ହୋଇଯିବ ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଶ୍ରିବାଦରୁ ଆପଣଙ୍କୁ ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ଧନ ଦୌଲତ ଏବଂ ଐଶର୍ଯ୍ୟର ପ୍ରାପ୍ତି ହୋଇଥାଏ |ତେବେ ଆସନ୍ତୁ ଜାଣିବା ଗାଈକୁ କଣ ଖୁଆଇବେ |
ଆପଣ ଯଦି କୌଣସି କାମ ରେ ବାହାରକୁ ଯାଉଛନ୍ତି ଏବଂ ହଟାତ ଗୋମାତା କୁ ଦେଖୁଛନ୍ତି ତା ହେଲେ ସେହି କାମ ରେ ଆପଣାକୁ ସଫଳ ମିଳିବାକୁ ଯାଉଛି ସେହି କାମ ରେ ଯାହା ସବୁ ସମସ୍ୟା ଆସୁଥିଲା ତାହା ମଧ୍ୟ ଦୂର ହେବ | ଯଦି ଆପଣ ଙ୍କ କୁଣ୍ଡଳୀ ରେ ପିତୃ ଦୋଷ ଅଛି ତାହାଲେ ଆପଣ ପ୍ରତେକ ଦିନ ଗୋମାତା ଙ୍କୁ ରୁଟି ସବୁଜ ଚାରା ଘାଷ ଖୁଆଇଦିଅନ୍ତି ତାହାଲେ ଆପଣ ଙ୍କର ପିତୃ ଦୋଷ କଟିଯିବ |
ଆପଣ ଙ୍କ କୁଣ୍ଡଳୀରେ ରେ ଯଦି ଶନି ମହା ଦାଶ ଅଛି ତାହାଲେ ଆପଣ କଳା ରଙ୍ଗ ର ଘାଷ ରୁଟି ଖୁଆଇଦିଅନ୍ତି ତାହା ହେଲେ ଆପଣ ଙ୍କ ର ଶନି ଦଶା କାଟି ଯିବ | ଆପଣ ଗୋମାତା ଙ୍କର ପୂଜା କରନ୍ତୁ ଯଦି ଆପଣ ଙ୍କ କୁଣ୍ଡଳୀ ରେ ଶୁକ୍ଳ ମଝାବୁତ ନାହାନ୍ତି ତାହେଲେ ଆପଣ ଧଳା ରଙ୍ଗର ଗାଈକୁ ଘରର ପ୍ରଥମ ରୁଟି ଖୁଆଇଦିଅନ୍ତୁ | ଯଦି ଆପଣାକୁ ବୁଧ ଦୋଷ ଲାଗିଅଛି ତାହେଲେ ସେହି ଦୋଷ କୁ ଦୂର କରିବା ପାଇଁ ପ୍ରତେକ ବୁଧବାର ଦିନ ସବୁଜ ଚାରା ଖୁଆଇବାକୁ ଦିଅନ୍ତୁ ଏହା ଦୁର ଆପଣଙ୍କ ବୁଧ ଦୋଷ ଦୂର ହୋଇଯିବ |
ଯଦି ଆପଣ ଙ୍କ କୁଣ୍ଡଳୀ ରେ ମଙ୍ଗଳ ଦୋଷ ଲାଗିରହିଛି ଯେଉଁ କାରଣରୁ ଆପଣ ଙ୍କ ବିବାହ ହୋପାରୁନାହିଁ ତାହେଲେ =ଆପଣ ଲାଲ ରଙ୍ଗ ର ଗାଈ ର ସେବା ଶୁଶୁଶା କରନ୍ତୁ ଗୁଡ଼ ଏବଂ ଚଣା ଖୁଆଇଦିଅନ୍ତୁ ଆପଣ ଙ୍କର ଦୋଷ ଦୂର ହେଇଯିବ | ଯଦି ଆପଣ ଙ୍କ ଘରେ ଆସନ୍ତି ସୃଷ୍ଟି ହେଉଅଛି ତାହାଲେ = ଆପଣ ଗୋବର ଘଷି କୁ ଘରେ ଜଳାଇ ଘସୀର ଧୂଆ କୁ ଘରେ ବୁଲାଇ ଆଣନ୍ତି ତେବେ ଘର ର ସବୁ ସମସ୍ୟା ଦୂର ହୋଇଯିବ |