ସ୍ୱାମୀଙ୍କ ଠାରୁ ଅଲଗା ହେଲା ପରେ ବାପାଙ୍କ ପାଖରେ ଏମିତି କାନ୍ଦିଲେ Somalin |

ସ୍ୱାମୀ ଙ୍କ ଠାରୁ ଅଲଗା ହେବ ପରେ ଏବେ ବାପା ଙ୍କ ପାଖରେ କାନ୍ଦୁ ଛନ୍ତି ଓଡ଼ିଆ ଅଭିନେତ୍ର ସୋମାଲୀନ| ଆପଣ ମାନେ ସୋମାଲୀନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ୨ହଜାରଷୋହଳ ମାସିୟାରେ ରଜ କୁଇନ ରେ ନଜର ଆସିଥିଲେ |ଏହା ପରେ ସେ ସିରିଏଲ ରେ ଆଉ ଭହୁତ ଆଲବମ ରେ ଅଭିନୟ କରିଥିଲେ|

ଗତ ଦିନ ମନ ଙ୍କରେ ଶୁଟିଂ ସେଟ ରୁ ଭଲ ପାଇଁ ନିଶିତ କୁ ବିବାହ କରିଥିଲେ| ବାହା ଘର ତୁ ବହୁତ ଭଲ ରେ ହୋଇଥିଲା |ଭୋହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇଥିଲେ ଏବେ ସୋମାଲୀନ ଆଉ ନିଶିତ ଙ୍କ ମଧ୍ୟରେ ସବୁ କିଛି ବିଗିଡି ଯାଇଛି ଏବେ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି| ସୋସିଆଲ ମିଡିଆରେ ନିଶିତ ଙ୍କ ଠାରୁ ଡ଼ିଭସ ହୋଇଥିବା କଥା ଜଣାଇଛନ୍ତି |

ସୋମାଲୀନ ଆଉ ଏହା ସହ ସୋମାଲୀନ ନିସିତ ଙ୍କ ସହିତ ସମସ୍ତ ଫୋଟୋ ଏବଂ ବିଡ଼ିଓ କାଟି ଦେଇଛନ୍ତି ନିଶିତ ଙ୍କ ସହିତ ସମସ୍ତ ଫୋଟୋ ଡିଲିଟ କରିଦେଇଛନ୍ତି ଏବେ ସୋମାଲୀନ ନିଶିତ ଙ୍କ ଠାରୁ ଅଲଗା ହୋଇଛନ୍ତି ସେ ବାପ ଘରେ କଟକ ରେ ରହୁଥିବାର ନଜର ଆସିଛନ୍ତି ନିଶିତ ଗୋଟିଏ ଓଡ଼ିଆ ଘର ର ବୋହୁ ଭଳି ଚାହିଁଥିଲେ| କିନ୍ତୁ ସୋମାଲୀନ ଅଭିନୟ କରିବାକୁ ଯିଦ ଧରି ଥିଲେ ତାଙ୍କ ମଝିରେ ଝଗଡା ହୋଇଥିଲା ଏବେ ସେ ଅଲଗା ହୋଇଯାଇଛନ୍ତି |

Leave a Reply

Your email address will not be published. Required fields are marked *