ଦର୍ଶକ ବନ୍ଧୁ ଆପଣମାନେ ତ ରଜକୁଇନ୍ ହୋଇଥିବା ଅଭିନେତ୍ରୀ ସୋମାଲିନ୍ ଙ୍କୁ ନିହାତି ଭାବରେ ଚିହିଁ ଥିବେ ହେଲେ ଆପଣମାନେ କଣଯାନିଛନ୍ତି ସେ ବିବାହିତା ତେବେ ନଭେମ୍ବର ମାସରେ ସେ ନିଶିତଙ୍କୁ ବିବାହ କରିଥିଲେ ହେଲେ ତାଙ୍କୁ ନେଇ ଏବେ ବହୁତ୍ ବଡ଼ ଖବର ସାମ୍ନାକୁ ଆସିଛି ଯେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେଇଛନ୍ତି ।
ଏହା ହେବାର ମୁଖ୍ୟ କାରଣ ହେଉଛି ପାରିବାରିକ କଳହ ଆଉ ଏହି କଳହ ଧିରେ ଧିରେ ଛାଡ଼ପତ୍ର ର ରୂପ ନେଇଛି ଆଉ ସେ ଦୁହେଁ ଦୁହିଁଙ୍କୁ ଦେବଙ୍କୁ ଯାଉଛନ୍ତି ଛାଡ଼ପତ୍ର ଆଉ ଏହାକୁ ନେଇ ଚାଲିଛି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ।ଆଉ ଏହି ଚର୍ଚ୍ଚାରେ ସୋମାଲିନ୍ ମଧ୍ୟ କିଛି ମାତ୍ରାରେ ଜଡ଼ିତ ଥିବାର ମଧ୍ୟ ଖବର ସାମ୍ନାକୁ ଆସିଛି ।
ଏହି ଚର୍ଚ୍ଚାକୁ ନେଇ ସୋନାଲିନ୍ କରିଛନ୍ତି ଏକ ପୋଷ୍ଟ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଜାଣିପାରିବେ କି ତାଙ୍କ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ଆଉ ସେମାନେ ବାହ୍ବିଶ୍ୱତରେ ଛାଡ଼ପତ୍ର କରିବାର ପୁରା ସମ୍ଭାବନା ରହିଛି ।
ଆଉ ସେ ତାଙ୍କ ଷ୍ଟରିରେ ଲେଖିଛନ୍ତି କି କେବେ କୌଣସି ଝିଅକୁ ଛୋଟ କି ଦୁର୍ବଳ ଭାବିବା ପୁରୁଷ ଜାତି ପ୍ରତି କେବେହେଲେ ହିତକର ନୁହଁ । ଆପଣଙ୍କୁ କଣ ଲାଗୁଛି କଣ ଏ ଦୁହେଁ ଭାବିଶ୍ୱତରେ ଅଲଗା ହେବେ କମେଣ୍ଟ କରି ନିଶ୍ଚୟ ଜଣାଇବେ ଧନ୍ୟବାଦ୍।