ଦର୍ଶକବନ୍ଧୁ ସମ୍ବଲପୁରୀ ଗୀତ ରେ ଯେଉଁ ମଜା ଅଛି ସେ ମଜା ଆଉ କେଉଁ ଗୀତ ରେ ନାହିଁ ତେବେ ବନ୍ଧୁଗଣ ଆଜି ଆମେ ଏମିତି ଏକ ସିଙ୍ଗର ବିଷୟରେ ଜାଣିବା ଯିଏ କି ସମ୍ବଲପୁରୀ ବଡ଼ସା ନାମରେ ପରିଚିତ ସେ ହେଉଛନ୍ତି ପଶ୍ଚିମ ଓଡିଶା ର ରକଷ୍ଟାର ରୁକୁ ସୁନା ଆଜି ଆମେ ତାଙ୍କ ଜୀବନୀ ବିଷୟରେ ଜଣାଇ ଦେବୁ ଯେ ସେ କେଉଁ ଗାଁ ରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ଶିକ୍ଷାଗତ ଯୋଗ୍ୟତା କଣ ଏବଂ ତାଙ୍କ ପରିବାରରେ ଏବେ କିଏ କିଏ ସବୁ ଅଛନ୍ତି |
ଆରକେ ରକଷ୍ଟାର ଙ୍କ ପୁରା ନାମ ହେଉଛି ଋକ୍ଷମଣି ସୁନା ଏବଂ ସେ ଜୁନ ମାସ 7 ତାରିଖ ରେ ବଲାଙ୍ଗୀର ଗ୍ରାମ ର ବେଲପଡ଼ା ଠାରେ ଜନ୍ମ ହୋଇଥିଲେ ତାଙ୍କର ବାପାଙ୍କ ନାମ ହେଉଛି ଦଶରଥ ସୁନା ଏବଂ ତାଙ୍କର ବଡ଼ ଭଉଣୀ ଏବଂ ଦୁଇଟି ବଡ଼ ଭାଇ ଅଛନ୍ତି ରୁକୁ ସୁନା ପ୍ରେମ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛି ସେ ନିଜ ଗାଁ ବେଲପଡା ରେ ଗ୍ରାଜୁଏସନ ମଧ୍ୟ ସାରିଛନ୍ତି ସେ ପାଠ ପଢିବା ସହ ତାଙ୍କର ସଙ୍ଗୀତ ପ୍ରତି ମଧ୍ୟ ରୁଚିଥିଲା ସେ ତାଙ୍କ ପାଠପଢା ସମୟରେ ସଂଗୀତ କୁ ନେଇ ମଧ୍ୟ ବହୁତ ସାରା ପ୍ରାଇଜ ପାଇଥିଲେ |
ଆଉ ପରେ ତାଙ୍କର ସଙ୍ଗୀତ ପ୍ରତି ଆହୁରି ଇନ୍ଟରେଷ୍ଟ ବଢ଼ିବାରେ ଲାଗିଥିଲା ଆଉ ଦେଖୁ ଦେଖୁ ସେ ଲୋକପ୍ରିୟ ଗୀତିକାର ମଧ୍ୟ ହୋଇଯାଇଥିଲେ ଏବଂ ଦେଖୁ ଦେଖୁ ଦର୍ଶକମାନେ ତାଙ୍କ ଗୀତ କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥିଲେ ଆଉ ସେ ରାତାରାତି ଫେମସ ହୋଇଯାଇଥିଲେ ଆଉ ଦେଖୁ ଦେଖୁ ସେ ବହୁତ ସାରା ସମ୍ବଲପୁରୀ ଫିଲ୍ମ ରେ ମଧ୍ୟ ଅଭିନୟ କରିବା ଆରମ୍ଭ କରିଦେଇଥିଲେ ଆଉ ଏହା ସହ ସେ ଭୋଜପୁରୀ ଗୀତ ମଧ୍ୟ ଗାଇସାରିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ଇଣ୍ଡଷ୍ଟ୍ରି ରେ ତାଙ୍କ ନାମ ବନାଇପାରିଛନ୍ତି |