ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷୋଇ ଘର କେମିତି କଲେ ଘରେ ସୁଖ ଶାନ୍ତି ଓ ଧାନପ୍ରପ୍ତି ହେବାର ଯୋଗ ବଢ଼ିଥାଏ, ଜାଣିରଖନ୍ତୁ ସମସ୍ତେ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣଙ୍କ ଜୀବନ ଠିକ୍ ଭାବେ ଲଗାଇବେ ଆପଣଙ୍କ ଜୀବନ ସୁଖମୟ ହୋଇଯିବ ।

୧. ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୂର ଲଗାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ୍ ଭାବନା ଆସିବା ସହିତ ଆକ ସଙ୍କଟ ଦେଖାଦେଇଥାଏ ।

୨. ଠାକୁର ଘରେ ଠାକୁରଙ୍କ ମୂର୍ତ୍ତି କିମ୍ବା ଫୋଟ ଏପରି ରଖୁବା ଉଚିତ୍ ଯେପରି ଗୋଟିଏ ଠାକୁରଙ୍କ ଦୃଷ୍ଟି ଅନ୍ୟ ଠାକୁରଙ୍କ ଉପରେ ନପଡେ ଏହା ଅଶୁଭ ହୋଇଥାଏ ।

୩. ଠାକୁର ଘରେ କେବେବି ଠାକୁରଙ୍କ ମୁହଁ ଘୋଡାଇକରି ରଖୁବା ଉଚିତ୍ ନୁହେଁ ଏବଂ ଠାକୁରଘର ଆଡକୁ ଗୋଡ଼କରି ଶୋଇବା ଉଚିତ୍ ନୁହେଁ ଏହା ଅମଙ୍ଗଳକାରି ହୋଇଥାଏ ।

୪. ଘର କେବେବି ତିନିମାସରୁ ଅଧୂକ ସମୟ ଖାଲି ରଖୁବା ଉଚିତ୍ ନୁହେଁ ଏବଂ ଘରର ଭଣ୍ଡାର ଘର କେବେବି ଖାଲି ରଖୁବା ଅନୁଚିତ୍ ଏହା ଅଶୁଭ ହୋଇଥାଏ ।

୫. ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ଯାଉଥାନ୍ତି ତେବେ ଠାକୁର ଘର କେବେବି ତାଲା ପକାଇ ଯିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

୬. ମନ୍ଦିରରେ ଠାକୁର ଦର୍ଶନ କରି ଫେରିବା ସମୟରେ କେବେବି ଘଣ୍ଟି ବଜାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଆରତୀ ନେବା ସମୟରେ ଗୋଟିଏ ହାତରେ ଆରତୀ ନେବା ଅନୁଚିତ୍।

୭. ସ୍ତ୍ରୀଲୋକମାନେ ମନ୍ଦିରରେ ନଡ଼ିଆବାଡେଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ରଜସ୍ବଳା ମହିଳାମାନେ ମନ୍ଦୀରରେ ପ୍ରବେଶ କରିବା ଅନୁଚିତ ।

୮. ମନ୍ଦିରରେ ଦିପ ଜଳାଇବା ସମୟରେ କେବେବି ଅନ୍ୟର ଦିପରେ ନିଜଦିପ ଜଳାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

୯. ମହିଳାମାନେ କେବେବି ହନୁମାନଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ୍ ନୁହେଁ ଏବଂ ମନ୍ଦିରରେ ମହିଳାମାନଙ୍କୁ ଭିଡ଼ରେଠେଲାପେଲା କରିବା ଦ୍ବାରା ଅମଙ୍ଗଲକାରି ହୋଇଥାଏ ।

୧୦. ପୁରୁଷ ହୁଅନ୍ତୁ କିମ୍ବା ମହିଳା ପୂଜାକରିବା ସମୟରେ ମୁଣ୍ଡକୁ ବସ୍ତ୍ର ଦ୍ବାରା ଘୋଡାଇବା ଉଚିତ୍ ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳମନ ସ୍ଥିରହେବା ସହିତ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *