ପାଠ ପଢାଇବା ନାରେ ପ୍ରଧାନ ଶିକ୍ଷକ ଆମ ଛାତିରେ ମରୁଛନ୍ତି ହାତ ଆଉ ମାନା କଲେ ଆମକୁ ଛୋଟ ଜାତି ବୋଲି କହି ବିଦ୍ୟାଳୟରୁ ତଡି ଦେଉଛନ୍ତି ! ଭାଷା ଅଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି ଆଉ ରାତିରେ ଏକ୍ସଟ୍ରା କ୍ଲାସ୍ କହି ପାଖରେ ଶୋଇବାକୁ ବାଧ୍ୟ କରୁଛନ୍ତି ।
ହଁ ଦର୍ଶକ ବନ୍ଧୁ ଆପଣ ମାନେ ଏବେ ଯାହା ଯାହା ଶୁଣିଲେ ସେଗୁଡିକ ସବୁ ସତ ଏ ହେଉଛନ୍ତି ସେହି ହେଡ୍ ସାର ଯିଏକି ଝିଅ ମାନଙ୍କୁ ରାତି ୭ ଠାରୁ ୧୧ ଯାଏଁ କ୍ଲାସ୍ କରିବା ନାଁରେ ଘରକୁ ଡାକି ନିଜ ସହିତ ଶୋଇବାକୁ କହିଥାନ୍ତି । ସେ କ୍ଲାସ୍ ମଧ୍ୟରେ ମଧ୍ୟ ବିଜ୍ଞାନ ବୁଝାଇବା ନରେ କେତେବେଳେ ପେଟରେ ତ କେତେବେଳେ ଛାତିରେ ହାତ ମାରି ବୁଝାଇ ଥାଆନ୍ତି ।
ଆଉ ସେମାନଙ୍କୁ ଡ୍ରେସ୍ ଓଲାହିବ ପାଇଁ ମଧ୍ୟ ବାଧ୍ୟକରନ୍ତି ଆଉ ଯୋଉ ପିଲା ଏହି ସବୁ କାର୍ଯ୍ୟ କରିବାକୁ ମନା କରିଥାଏ ତାକୁ ସ୍କୁଲ ମଧ୍ୟରୁ ତଡି ଦେଇଥାନ୍ତି ହେଡ ଶିକ୍ଷକ । ଏହି ଅଭାବନୀୟ ଘଟଣାଟି ଘଟି ଯାଇଛି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବଳିସଙ୍କର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯେଉଁଠି କାର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକ ଜଣଙ୍କ ଶିକ୍ଷା ଦବା ବାହାନାରେ ଛାତ୍ରୀଙ୍କ ସହିତ ଖରାପ ବ୍ୟବହାର କରୁଥିବାର ସୂଚନା ମିଳିଛି ଯାହା ଫଳରେ ପ୍ରଶାସନ ତାଙ୍କୁ ୧୦ ବର୍ଷ ଜେଲ ଓ ୫୦୦୦୦୦ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛି ।