ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା । ଦିନେ ଟ୍ରେନ ଷ୍ଟେସନ ରେ ଟ୍ରେନର ଅପେକ୍ଷା କରୁଥାନ୍ତି ଆର୍ମି ଯବାନ ଗୋଟେ କୁନି ଝିଅଟିଏ ହଠାତ୍ ଦୋଉଡ଼ି ଚାଲିଗଲା ଯବାନ ମାନଙ୍କ ପାଖକୁ ।
ତାପରେ ସେ ଝିଅ ସହିତ ଯାହା ଘଟିଲା ତାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ । ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ନିହାତି ଭାବରେ ଜାଣିଥିବେ ଯେ ଆମ ଦେଶ ପାଇଁ ଆମ ମନରେ ବହୁତ୍ ଭଲପାଇବା ଅଛି ସେହି ଭଲ ପାଇବା ସେହି ଝିଅକୁ ତାଙ୍କ ଆଡ଼କୁ ଟାଣି ନେଇ ଯାଇଥିଲା ।
ଆଉ ତାକୁ ଦେଖି ଯବାନ ମାନେ ମଧ୍ୟ ତା କଥା ଶୁଣିବାକୁ ଆଗକୁ ଆସିଥିଲେ ଥରେ ଭାବନ୍ତୁ ଆପଣ ମାନେ ଆମେ ଯେତେବେଳେ ପର୍ବପର୍ବାଣୀରେ ପରିବାର ସହିତ ବୁଲା ବୁଲି କରିବା ପାଇଁ ମେଳା ବଜାରକୁ ଯାଆନ୍ତି ସେତେବେଳେ ଆମ ଯବାନ ମାନେ ତାଙ୍କ ପରିବାର ଛାଡ଼ି ଆମ ଦେଶକୁ ଜଗିବାକୁ ବର୍ଡରରେ ଛିଡ଼ା ହୋଇଥାନ୍ତି ।
ସେହି କଥାକୁ ଏହି ଛୋଟ ଝିଅଟି ବୋଧେ ବୁଜି ପାରିଛି ସେଥି ପାଇଁ ସେ ଝିଅ ଆର୍ମି ଅଫିସର୍ ମାନଙ୍କ ପାଖକୁ ଯାଇ ତାଙ୍କୁ ସଲୁଟ ମରିଥିଲା ଯାହା କୁ ଦେଖି ସେ ଯବାନ ମାନେ ମଧ୍ୟ ବହୁତ୍ ଖୁସି ହୋଇ ଯାଇଥିଲେ । ଏହି ଝିଅ ପାଖରୁ ଶିଖିବାର ଅଛି ଯେ କିପରି ଆମେ ଆମ ଦେଶର ରକ୍ୱାଲା ମାନଙ୍କର ଇଯତ୍ କରିବା ।