ବନ୍ଧୁ ଗଣ ଯେତେ ରୋଜଗାର କଲେ ମଧ ଏହି ୫ ଜଣ ବ୍ୟକ୍ତି କେବେ ବି ହୋଇପାରିବେ ନାହି ଧନୀ ଶାସ୍ତ୍ର ରେ ବର୍ଣନା କରାଯାଥିବା ନୀତି ନିୟମ କୁ ଯୋଉଁ ମାନେ ପାଳନ କରନ୍ତି ସେମାନେ ଙ୍କୁ ଜୀବନରେ ବହୁ ଶୀଘ୍ର ସଫଳ ତା ମିଳିଥାଏ ଶାସ୍ତ୍ର ରେ ମାନବ ଜୀବନ ଶୈଳୀ କୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି |
ଯଦି ଜଣେ ଵ୍ୟକ୍ତି ତାଙ୍କ ଜୀବନ ରେ ଏମିତି ସବୁ ନିମକୁ ପାଳନ କରେ ଏବଂ ନିଜର କର୍ମ ରେ ଲଗେଇ ଥାଏ ତେବେ ସେହି ବ୍ୟକ୍ତି କୁ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତ ସମସ୍ତେ ଧନୀ ହେବାକୁ ଚାଂହିଥାନ୍ତି ସମସ୍ତ ଙ୍କର ସ୍ବପ୍ନ ରହିଥାଏ ଅଥିକା କରୁ ଅଥିକା ଟଙ୍କା ରୋଜଗାର କରିବା ପାଇଁ |
କିନ୍ତୁ ଲୋକ ମାନେ ଅଜାଣତରେ ଏପରି କିଛି ଭୁଲ କରିବସନ୍ତି ଯାହା ଦୁରା ସେମାନେ ଜୀବନରେ କେବେବି ଧନୀ ହୋଇପର ନ୍ତି ନା ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ ସଞ୍ଚୟ କରିପାରନ୍ତି ନା ଆସନ୍ତୁ ଜାଣିବା ଏହି ୫ ଜଣ ବ୍ୟକ୍ତି ଧନୀ ହୋଇପାରନ୍ତି ନାହିଁ |
ନଂ 1 ମଇଳା ପୋଷାକ ପିନ୍ଧୁ ଥିବା ଵ୍ୟକ୍ତି ଯୋଉ ମାନଙ୍କର ସୁନ୍ଦର ପୋଷାକ ଥାଇ ସେମାନେ ମଇଳା ବା ଚିରା ପାଷାକ ପିନ୍ଧିନ୍ତି ତେବେ ମାତା ଲକ୍ଷ୍ମୀ ଏପରି ଵ୍ୟକ୍ତି ଙ୍କ ଜୀବନ ଙ୍କୁ କେବେ ବି ଆସନ୍ତି ନାହିଁ ଯୋଉ ମାନେ ସର୍ବଦା ଅପରିଷ୍କାର ଜୀବନ ଯାପାନ କରନ୍ତି ଏବଂ ସେମାନ ଙ୍କ ଚାରି ପାଖରେ ପରିଷ୍କାର ପାରିଛନତା ରଖନ୍ତି ନାହିଁ ତେବେ ମାତା ଲକ୍ଷ୍ମୀ ଙ୍କ କୃପା ସେମାଙ୍କ ଉପରେ କେବେ ବି ପଡେ ନାହିଁ | ଆଗକୁ ତଳେ ଦିଆଯାଇଥିବା ଭିଡ଼ିଓରେ ଦେଖନ୍ତୁ |